Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଲେରୁ ନଈରେ ଡଙ୍ଗା ବୁଡ଼ି ଘଟଣା, ନିଖୋଜ ୨ ଜଣଙ୍କ ମୃତଦେହ ଠାବ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ପାଇଛି । ଗତକାଲି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ଥିଲେ । ଗତକାଲି ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରେ ୫ ଜଣ ଶିଶୁଙ୍କ ସହ ଜଣେ ମହିଳା ଥିଲେ। ଗତ ୬ ମାସ ତଳେ…

ଝାଡଖଣ୍ଡ ଓ ଛତିଶଗଡରେ ହେଉଛି ଭାରୀ ପରିମାଣର ଟିକା ନଷ୍ଟ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାର ଘୋର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଦେଶର କିଛି ସ୍ଥାନରେ ବହୁ ପରିମାଣର ଟିକା ଅପଚୟ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଝାଡଖଣ୍ଡ ଏବଂ ଛତିଶଗଡରେ ପ୍ରାୟ ୩୦ ପ୍ରତିଶତ ଟିକା ନଷ୍ଟ ହୋଇଛି।…

କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଗଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ହ୍ୱାଟ୍ସଆପ୍ । ଆଜିଠୁ ଲାଗୁ ହେଉଥିବା ଆଇଟି ନିୟମକୁ ରୋକିବା ପାଇଁ ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟରେ ଦାବି କରିଛି । ବିଗତ ଦିନରେ ବ୍ୟବହାରକାରୀଙ୍କ ଗୋପନୀୟତାକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ୍ କହିଛି-…

କରୋନା ନେଲାଣି ୫୦୦ରୁ ଅଧିକ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ସାରା ଦେଶରେ ୫୧୩ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ମଙ୍ଗଳବାର ଦିନ କହିଛି। ଆଇଏମଏ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ କେବଳ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ୯୬ ମୃତ୍ୟୁ…

ଆସନ୍ତା ବର୍ଷ ଭାରତରେ ସିଙ୍ଗଲ୍‌ ଡୋଜ୍ ଟିକା ଲଞ୍ଚ କରିପାରେ ମଡର୍ନା; ଚଳିତ ବର୍ଷ ୫ କୋଟି ଡୋଜ ଦେବ ଫାଇଜର!

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଭାରତରେ ସିଙ୍ଗଲ୍‌ ଡୋଜ୍ ଟିକା ଲଞ୍ଚ କରିପାରେ ମଡର୍ନା। ଏହାସହିତ ଆମେରିକାର ଅନ୍ୟ ଏକ ବୃହତ୍ ଟିକା ପ୍ରସ୍ତୁତକାରୀ କମ୍ପାନି ଫାଇଜର ଚଳିତ ବର୍ଷ ୫ କୋଟି ଡୋଜ୍‌ ଦେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ତେବେ ୨୦୨୧ରେ ଅତିରିକ୍ତ ଟିକା ନଥିବା ନେଇ…

କରୋନା ଦ୍ୱିତୀୟ ତରଙ୍ଗ ଯୋଗୁ ଅନାଥ ହେଲେଣି ୫୦୦ରୁ ଅଧିକ ଶିଶୁ

ନୂଆଦିଲ୍ଲୀ: କୋଭିଡ-୧୯ ମାମଲାରେ ବୃଦ୍ଧି ଯୋଗୁ ଅନେକ ଲୋକ ପ୍ରାଣ ହରାଇସାରିଲେଣି। ଏହାର ଅଧିକ ପ୍ରଭାବ ପଡ଼ିଛି ଶିଶୁମାନଙ୍କ ଉପରେ। କରୋନା ଜନିତ ମୃତ୍ୟୁ ଯୋଗୁ ଭାରତରେ ପ୍ରାୟ ୫୦୦ରୁ ଅଧିକ ଶିଶୁ ଅନାଥ ହୋଇଥିବା ସୂଚନା ମିଳିଛି। ସରକାରୀ ସୂତ୍ର ଅନୁଯାୟୀ ୫୭୭ ପିଲା ମହାମାରୀ ହେତୁ…

କାଲି କମିଥିଲା, ଆଜି ବଢ଼ିଲା: ଦେଶରେ ପୁଣି ୨ ଲକ୍ଷ ପାର କଲା ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୪ ହଜାର

ନୂଆଦିଲ୍ଲୀ: କାଲି କମିଥିଲା । ଆଜି ବଢ଼ିଲା । ଦେଶରେ ଗତକାଲି ଦୈନିକ ସଂକ୍ରମଣ ୪୦ ଦିନ ପରେ ୨ ଲକ୍ଷ ତଳକୁ ଖସିଥିଲା । ସେହିପରି ମୃତ୍ୟୁସଂଖ୍ୟା ବି ୪ ହଜାର ତଳକୁ ହ୍ରାସ ପାଇଥିଲା । ଆଜି ପୁଣି ଥରେ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮ହଜାର ୯୨୧ ନୂଆ ଆକ୍ରାନ୍ତ ।…

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ ଜୈସୱାଲ୍, ୨ ବର୍ଷ ରହିବ କାର୍ଯ୍ୟକାଳ

ନୂଆଦିଲ୍ଲୀ: ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି । ସୁବୋଧ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଧରି କାର୍ଯ୍ୟ କରିବେ । ଏବେ ସୁବୋଧ ଜୈସୱାଲ୍ ସିଆଇଏସ୍ଏଫର ଡିଜି ଅଛନ୍ତି ।…

ବାବା ରାମଦେବଙ୍କ କ୍ଲାସ୍ ନେଲେ ଡାକ୍ତର ଲେଲେ

ନୂଆଦିଲ୍ଲୀ: ଏଲୋପାଥିକୁ ବେକାର କହି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । ଏହି ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାବା ରାମଦେବ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) । ନିକଟରେ ଏକ ଟିଭି ଡିବେଟ୍‌ରେ ଆଇଏମ୍‌ଏର ସେକ୍ରେଟାରୀ ଜନେରାଲ୍ ଡାକ୍ତର ଜୟେଶ ଲେଲେଙ୍କଠାରୁ ବାବା…

ଏଚପିସିଏଲ୍‌ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ବିଶାଖାପାଟନମ୍‌: ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ) ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ଅଗ୍ନିଶମ ବିଭାଗ କର୍ମଚାର ତୁରନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।…