Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାତୀ କରୁଛି ମର୍ଣ୍ଣିଙ୍ଗ୍‌ ୱାକ୍‌; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ପରବିନ କାସୱାନ ଏକ ହାତୀପଲ ଜଙ୍ଗଲରେ ବୁଲିବାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରୁ ଏପରି ଲାଗୁଛି ଯେପରି ସକାଳ ସକାଳୁ ହାତୀପଲ ମର୍ଣ୍ଣିଙ୍ଗ୍‌ ୱାକ୍‌ କରୁଛନ୍ତି। ଏହି ଚମତ୍କାର ଦୃଶ୍ୟ ଏବେ ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି।…

ଭୁକମ୍ପରେ କମ୍ପିଲା ମଙ୍ଗଳ ଗ୍ରହ, ସୂଚନା ଦେଲା ନାସା ଇନସାଇଟ୍ ଲ୍ୟାଣ୍ଡର

ୱାଶିଂଟନ୍: ପୃଥିବୀ ଏବଂ ଚନ୍ଦ୍ର ପରି ମଙ୍ଗଳ ଗ୍ରହରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଇନସାଇଟ୍ ଲ୍ୟାଣ୍ଡର ମଙ୍ଗଳ ଗ୍ରହରେ ଦୁଇଟି ବଡ଼ ଭୂକମ୍ପ ହୋଇଥିବା ଚିହ୍ନଟ କରିଛି।…

କରୋନା ସ୍ଥିତି ନେଇ ଆଜି ବିଭିନ୍ନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଦୈନିକ ସଂକ୍ରମଣ ଲକ୍ଷେ ଟପିଛି । ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଥିବା ବେଳେ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ସନ୍ଧ୍ୟା ସାଢେ ୬ଟାରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ…

ଆସାମରେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ, ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଭୋଟିଂ

ନୂଆଦିଲ୍ଲୀ: ଆଜି ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଭୋଟିଂ । ଆଜି ଆସାମର ୧୨ ଜିଲ୍ଲାର ୪୦ ବିଧାନସଭା ଆସନରେ ନିର୍ବାଚନ ହେଉଛି । ଏହି ପର୍ଯ୍ୟାୟରେ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର ।…

ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଆଜି ମତଦାନ

ନୂଆଦିଲ୍ଲୀ: ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପଡ଼ିବ ଭୋଟ । ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯାଉଛି । ସକାଳୁ ସକାଳୁ ଆରମ୍ଭ ହୋଇଛି ଭୋଟିଂ । କୋଭିଡ୍ କଟକଣା ଓ ଗାଇଡଲାଇନ ଅନୁସାରେ ମତଦାନ ଚାଲିଛି । ଶାନ୍ତିଶୃଙ୍ଖଳାରେ ସେମାନଙ୍କର…

ବିହାର ସମେତ ଆସାମ ଓ ପଶ୍ଚିମବଙ୍ଗରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ପାଟନା : ବିହାରରେ ଭୂକମ୍ପର ଝଟକା ଅନୁଭୂତ । ପାଟନା, କିଷନଗଞ୍ଜ, ସପୌଲ ଏବଂ କଟିହାରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରହିଛି । ତେବେ ଏହି ଭୂମିକମ୍ପରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ବିହାର ସହ ଆସାମ, ପଶ୍ଚିମବଙ୍ଗର…

୯୦ ମତଦାତା, ଭୋଟ ଦେଲେ ୧୭୧

ହାଫଲୋଙ୍ଗ: ଆସାମର ଏକ ମତଦାନ କେନ୍ଦ୍ରରେ ବଡ ଅନିୟମିତତା ସମ୍ମୁଖକୁ ଆସିଛି । ଦିମା ହସାଓ ଜିଲ୍ଲାର ଏକ ମତଦାତା କେନ୍ଦ୍ରରେ ୯୦ ମତଦାତାଙ୍କ ସୂଚୀ ଥିବା ବେଳେ ୧୭୧ଟି ଭୋଟ ପଡିଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏପ୍ରିଲ ୧ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଭୋଟିଂ ହୋଇଥିଲା…

ଦିଦି କହିଲେ ଦୁଇ ଗୋଡରେ ଦିଲ୍ଲୀ ଜିତିବୁ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ମନ୍ତବ୍ୟ ଚର୍ଚ୍ଚାରେ ରହି ଆସିଛି । ଏବେ ହ୍ୱିଲଚେୟାର ବସି ମମତା ନିର୍ବାଚନ ପ୍ରଚାର ଜାରୀ ରଖିଛନ୍ତି । ଏହି ଅବସରରେ ସୋମବାର ଦୃଢ଼ତା ସହକାରେ ସେ କହିଛନ୍ତି, ମୋ ବାମ ଗୋଡରେ ଆଘାତ ଲାଗିଛି । ଏହି ଗୋଟିଏ ଗୋଡରେ ବୁଲି…

ଜଣେ ଯବାନ ଆମ ପାଖରେ ଅଛି, ହ୍ୱାଟସଅପରେ କଲ କରି କହିଲେ ନକ୍ସଲ !

ବିଜାପୁର: ବିଜାପୁର ନକ୍ସଲ ଆକ୍ରମଣରେ ନିଖୋଜ ଥିବା ଜଣେ ଯବାନଙ୍କ ଖବର ମିଳିଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ ପୋଲିସ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ରିପୋର୍ଟ ମୁତାବକ ନକ୍ସଲମାନେ ହ୍ୱାଟସଅପ କଲ କରି କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଜଣାଇଥିଲେ ଯେ, କୋବ୍ରା ବାଟାଲିୟନର…

ଯୋଧପୁର IITରେ ୭୦ ଛାତ୍ରଛାତ୍ରୀ, ଶିକ୍ଷକ କରୋନା ପଜିଟିଭ 

ଯୋଧପୁର: ରାଜସ୍ଥାନ ସ୍ଥିତ ଯୋଧପୁର ଆଇଆଇଟିକୁ ଘେରିଲା କରୋନା । ଶିକ୍ଷାନୁଷ୍ଠାନର ପ୍ରାୟ ୬୫ରୁ ୭୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।  ସୂଚନା ଅନୁସାରେ ମାର୍ଚ୍ଚ ୧୧ ତାରିଖରେ ଚଣ୍ଡିଗଡ, ଗୁଜରାଟ ଏବଂ ଜୟପୁରର କିଛି ଛାତ୍ରଛାତ୍ରୀ…