Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାପାନର ଆକର୍ଷଣୀୟ ଚେରୀ ବ୍ଲସମ୍

ଭୁବନେଶ୍ୱର: ଚେରୀ ବ୍ଲସମ୍ ବା ସକୁରା । ନା ଯେମିତି ସୁନ୍ଦର , ତାଠୁ ବେଶ ଆକର୍ଷଣୀୟ ହେଉଛି ଏହି ଫୁଲର ସମ୍ଭାର । ଏପ୍ରିଲ ପହିଲାରୁ ଜାପାନରେ ସବୁଆଡେ ଏହି ଚେରୀ ବ୍ଲସମର ରାଜୁତି । ପେନ୍ଥା ପେନ୍ଥା ଫୁଲ ସବୁ ଯେମିତି ସହରର ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗୁଣିତ କରିଦିଏ ।

ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ !

ଭୁବନେଶ୍ୱର: ଭୋଟରଙ୍କୁ ଖୋଲା ଧମକ ଦେଉଛନ୍ତି କି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମହିଳା ପ୍ରାର୍ଥୀ କୌସନି ମୁଖାର୍ଜୀ ? କେତେ ସତ ବିଜେପିର ଏଭଳି ସଙ୍ଗୀନ ଅଭିଯୋଗ ? ଏକ ଭିଡିଓକୁ ନେଇ ଘଟଣା ଘନେଇଥିଲାବେଳେ ଯାଂଚ ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ଶେଷରେ ସାମ୍ନାକୁ ଆସିଥିଲା…

କରୋନା ମୁକାବିଲା: ଆସନ୍ତା ୮ରେ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୮ରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଦେଶରେ କୋଭିଡ-୧୯ ମହାମାରୀର ସ୍ଥିତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟିକାକରଣ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ବିଶେଷ…

ଭାରତ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ । ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା ହୋଇପାରେ ।  ଏହାସହ ଚଳିତ ବର୍ଷ ଭାରତ-ରୁଷ୍‌ ବାର୍ଷିକ…

ଅଭିନେତା ଆର୍‌ ମାଧବନ୍‌ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ରକେଟ୍ରି: ଦି ନାମ୍ବି ଇଫେକ୍ଟର କ୍ଲିପ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ ଅଭିନେତା ଆର୍‌ ମାଧବନ୍‌। ଏହି ଚଳଚ୍ଚିତ୍ରଟି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ର ପୂର୍ବତନ ଭାରତୀୟ ବୈଜ୍ଞାନିକ ତଥା ଏରୋସ୍ପେସ ଇଞ୍ଜିନିୟର ନାମ୍ବି…

ପଦରୁ ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ 

ମୁମ୍ବାଇ:  ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା । ସିବିଆଇ ଯାଂଚ ନିର୍ଦ୍ଦେଶ ପରେ ପଦରୁ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଆଜି ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ସମୟ ମଧ୍ୟରେ…

ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଏହି ୯ ବର୍ଷୀୟ ବାଳକ

ନୂଆଦିଲ୍ଲୀ: ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଜଣେ ୯ ବର୍ଷୀୟ କାନାଡିୟ ବାଳକ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କାନାଡାର ପିଟରବୋରୋର ବାସିନ୍ଦା ଲୁକଙ୍କର ସବୁଠାରୁ ଲମ୍ବା ଦୁଗ୍ଧ ଦାନ୍ତ ହେତୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସୂଚନା ଅନୁଯାୟୀ…

ରାଜସ୍ଥାନରେ ଖୋଲିଲା ମାଆ କ୍ଷୀର ଭଣ୍ଡାର, ଅନାଥ ଶିଶୁ ପାଇବେ ମାଗଣା କ୍ଷୀର 

ରାଜସ୍ଥାନ: ରାଜସ୍ଥାନ ଯୋଦ୍ଧପୁର ଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ଖୋଲିଛି । ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି । ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ଥିବା ଶିଶୁ ମାନଙ୍କୁ ଏଠାରୁ ଶିଶୁମାନଙ୍କୁ ମାଆ କ୍ଷୀର…

ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ, ଜରୁରୀ ସେବାକୁ ଅନୁମତି

ମୁମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଦିନ ରାତି ୮ଟାରୁ ସୋମବାର ୭ଟା ଯାଏଁ ଏହା କଟକଣା ଜାରି କରାଯାଇଛି। ସୂଚନା ଅନୁଯାୟୀ ଏହି ସମୟରେ ମଲ୍, ରେଷ୍ଟୁରାଣ୍ଟ, ବାର୍ ଏବଂ ଧର୍ମାନୁଷ୍ଠାନ…

ଛତିଶଗଡ଼ରେ ଅମିତ ଶାହା, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ

ରାୟପୁର: ନକ୍ସଲ ଆକ୍ରମଣର ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ଆଜି ଛତିଶଗଡର ଜଗଦଲପୁରରେ ପହଁଚି ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ସକାଳେ ହିଁ ଶାହା ଦିଲ୍ଲୀରୁ ଜଗଦଲପୁର ଅଭିମୁଖେ ଗସ୍ତ କରିଥିଲେ । ମାଓବାଦୀଙ୍କ ଅମାନବୀୟ କାଣ୍ଡର ବଦଲା ନେବାକୁ ବଡ…