Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏମ୍ସ ଆଇସିୟୁରୁ ସ୍ୱତନ୍ତ୍ର କ୍ୟାବିନକୁ ଆସିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ବାଇପାସ୍ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସର ଆଇସିୟରୁ ସ୍ୱତନ୍ତ୍ର ରୁମକୁ ଅଣାଯାଇଛି । ଲଗାତାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଛି । ଡାକ୍ତରୀ…

ରାକେଶ ଟିକାୟତଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗରେ ୧୪ ଜଣ ଗିରଫ

ଚଣ୍ଡିଗଡ଼: ରାଜସ୍ଥାନର ଅଲୱର ଜିଲ୍ଲାରେ ରାକେଶ ଟିକାୟତଙ୍କ ଉପରେ ଆକ୍ରମଣ ଅଭିଯୋଗରେ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ । କଳା ପତାକା ଦେଖାଇବା ଓ ଗାଡ଼ି ଉପରକୁ ଆକ୍ରମଣ ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠନ ନେଇଛି । କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତଙ୍କ ଗାଡ଼ି ଉପରେ…

ଦେଶରେ ବଢୁଛି ଦୈନିକ ସଂକ୍ରମଣ ମାମଲା; ୮୯,୧୨୯ ନୂଆ ପଜିଟିଭ; ୭୧୪ ମୃତ

ନୂଆଦିଲ୍ଲୀ: କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଭାରତରେ ୮୯,୧୨୯ଟି ନୂତନ କୋଭିଡ-୧୯ ମାମଲା ରେକର୍ଡ ହୋଇଛି। ଦେଶରେ କରୋନା ଜନିତ ମୋଟ ମାମଲା ୧୨,୩୯୨,୨୬୦ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ମିଳିଛି। ଏଥିରେ…

କେଶ କାଟିବା ପଡିଲା‌ ମହଙ୍ଗା, ଚାକିରୀ ହରାଇଲେ ଉବେର ଡ୍ରାଇଭର

ହାଇଦ୍ରାବାଦ: ଫେସ୍ ସ୍କାନରରେ ଚେହେରା ମେଳ ନହେବାରୁ ହାଇଦ୍ରାବାଦରେ ଅନଲାଇନ୍ ଟ୍ୟାକ୍ସି କମ୍ପାନୀ ଉବର ତା'ର କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି। ଏହି ଉବର ଡ଼୍ରାଇଭରଙ୍କ ନାମ ହେଉଛି ଶ୍ରୀକାନ୍ତ। ଯିଏକି ତିରୁପତି ବାଲାଜୀରେ କେଶ ଦାନ କରିଥିଲେ, ଯାହା ତାଙ୍କ ପାଇଁ ମହଙ୍ଗା…

ପେଟ ଭିତର ତ୍ୱଚାରୁ ତିଆରି ହେଲା ନୂଆ ଜିଭ, ୮ ଘଣ୍ଟାର ସର୍ଜରୀ ପରେ କର୍କଟ ଆକ୍ରାନ୍ତ ପାଇଲେ ନୂଆ ଜୀବନ

ବେଙ୍ଗଳୁରୁ: ବେଙ୍ଗଳୁରୁରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି ୫୩ ବର୍ଷୀୟ ରାଜେଶ । ସେ କେବେ ମାଦକ ଦ୍ରବ୍ୟ କିମ୍ବ ଗୁଟଖା ସେବନ କରନ୍ତି ନାହିଁ । ତଥାପି ତାଙ୍କ ଜିଭରେ ଏକ ଘା’ ହୋଇ ଯାଇଥିଲା । ସେ ଜିଭରେ ହୋଇଥିବା ଘା’କୁ ଠିକ୍ କରିବାକୁ ଚିକିତ୍ସା ତ କରାଇଲେ, କିନ୍ତୁ ତାହା ଠିକ୍…

ଆଜିଠାରୁ ପୁଣେରେ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ଆଜିଠାରୁ ପୁଣେରେ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ। କରୋନାଭାଇରସ୍ ମହାମାରୀ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ପୁଣେର ଅଧିକାରୀମାନେ ଶନିବାର ଠାରୁ ୧୨ ଘଣ୍ଟିଆ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି। ଏହାସହିତ ଜିଲ୍ଲାରେ ବାର, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ମଲ୍‌ ବନ୍ଦ…

ଆମେରିକା ସଂସଦ ବିଲ୍ଡିଂ ଉପରେ ଆକ୍ରମଣ, ଜଣେ ପୋଲିସ ଅଫିସର ମୃତ

ୱାଶିଂଟନ୍: ୱାଶିଂଟନରେ ୟୁଏସ୍ କ୍ୟାପିଟଲ ବିଲ୍ଡିଂ (ଆମେରିକା ସଂସଦ ଭବନ) କମ୍ପ୍ଲେକ୍ସ ଉପରେ ଆକ୍ରମଣ ହୋଇଛି । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅନୁସାରେ, ଏକ କାର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସୁଏଜ୍ କେନାଲ, ଏଭର ଗିଭେନ୍ ଓ ଧୁମ୍ ମ୍ୟୁଜିକ୍

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ସୁଏଜ କେନାଲ ଭିଡିଓ । ଭିଡିଓରେ ଶୁଭିଛି ଫିଲ୍ମ ଧୁମର ମ୍ୟୁଜିକ । ଅନେକ ଲୋକ ଏହି ଘଟଣାକୁ ସତ ବୋଲି ଦାବି କରିଛନ୍ତି । ହେଲେ ଅନେକ ନ୍ୟୁଜ ଏଜେନ୍ସି ଏହି ଘଟଣାର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ସାମ୍ନାକୁ ଆସିଥିଲା ଅସଲ କାହାଣୀ ।

ବିନା ଅନୁମତିରେ ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ସ୍ୱାସ୍ଥ୍ୟକର୍ମୀ ନିଲମ୍ୱିତ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ଜଣେ ସ୍ବାସ୍ଥ୍ୟକର୍ମୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  କୋଭିଡ୍-୧୯ ଟିକାକରଣ ନିୟମର ଉଲଙ୍ଘନ କରିବା ସ୍ବାସ୍ଥ୍ୟକର୍ମୀଙ୍କୁ ମହଙ୍ଗା ପଡିଛି । କର୍ଣ୍ଣାଟକର ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀରୁ…

ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ, ଟ୍ରେନରେ ରାତିରେ କରିହେବନି ମୋବାଇଲ ଓ ଲାପଟପ ଚାର୍ଜ 

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ରାତିରେ ବନ୍ଦ ରହିବ ପାୱାର ପଏଣ୍ଟ । ମୋବାଇଲ ଓ ଲାପଟପ ଚାର୍ଜ କରିବା ଉପରେ କଟକଣା ଲଗାଇଛି ଭାରତୀୟ ରେଳ ବିଭାଗ । ସିଟ ପାଖରେ ଥିବା ଚାର୍ଜ ପଏଣ୍ଟରେ ମୋବାଇଲ କି ଲାପଟପ ଚାର୍ଜ କରିହେବନାହିଁ । ଅର୍ଥାତ ଚାର୍ଜିଂ ପଏଣ୍ଟ କାମ କରିବନି ।  ଟ୍ରେନ୍ ଚାଲୁଥିବା…