Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଲାଗି ବନ୍ଦ ହେଲା କୋଭିଡ୍ ଟିକାକରଣ ପଞ୍ଜିକରଣ

ନୂଆଦିଲ୍ଲୀ: ଆଉ କରୋନା ଟିକା ପାଇଁ ପଞ୍ଜିକରଣ କରି ପାରିବେନି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧା । ଶନିବାର କେନ୍ଦ୍ର ସରକାର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି । ନ୍ୟାସନାଲ୍ ଏକ୍ସପୋର୍ଟ ଗ୍ରୁପ୍ ଫର୍ ଭ୍ୟାକ୍ସିନ୍ ଆଡମିନଷ୍ଟ୍ରେସନର ସୁପାରିସ୍ କ୍ରମେ…

ଆରପାରିରେ ସବୁଠାରୁ ବୟସ୍କ ଏସିୟାଟିକ୍ ସିଂହ ଧୀର

ଗୀର: ଗୁଜରାଟର ଗୀର ଜଙ୍ଗଲରେ ଶନିବାରୁ ସବୁଠାରୁ ବୟସ୍କ ସିଂହ ଧୀରର ମୃତ୍ୟୁ ଘଟିଛି । ୨୨ ବର୍ଷ ବଂଚି ଧୀର ରେକର୍ଡ କରିଥିଲା । ଏବେ କିଛି ଦିନ ଧରି ଅସୁସ୍ଥ ଥିବା ଧୀର ଆଜି ଆଉ ଆଖି ଖୋଲି ନ ଥିଲା । ଏହି ବୃଦ୍ଧ ସିଂହ ଖାଇବା ପିଇବା ମଧ୍ୟ କମାଇ ଦେଇଥିଲା । ସକ୍କରବାଜ ଚିଡିଆଖାନାର ଅଧିକାଂଶ…

ଶାରଦା ଚିଟଫଣ୍ଡ ଠକେଇ ମାମଲା: କୁଣାଳ, ଶତାବ୍ଦୀ ଓ ଦେବଯାନୀଙ୍କ ସମ୍ପତି ଜବତ

କୋଲକାତା: ଶାରଦା ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଶନିବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଳ ଘୋଷ, ସାଂସଦ ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ୩ କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ପିଏମଏଲଏ ଅନୁସାରେ ସେମାନଙ୍କ…

ଯବାନ ଓ ମାଓବାଦୀ ଗୁଳି ବିନିମୟ, ୫ ଯବାନ ସହିଦ

ଛତିଶଗଡ଼ : ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ମାଓବାଦୀଙ୍କ ଗୁଳିରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଛତିଶଗଡ ବିଜାପୁର ଜିଲ୍ଲା ସିଲେଗୁର ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା…

ଗୋଟିଏ ସ୍କୁଲର ୨୬ ଛାତ୍ର କରୋନା ପଜିଟିଭ

କର୍ଣ୍ଣାଟକ: ଶନିବାର ଦିନ କର୍ଣ୍ଣାଟକର ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଦାଭାନାଗେରର ବାସଭାନାହଲ୍ଲୀ ହାଇସ୍କୁଲ ଏବଂ କଲେଜରେ ଅଫଲାଇନ୍ କ୍ଲାସ୍ ସ୍ଥଗିତ ରଖାଯାଇଛି। ରାଜ୍ୟରେ ଭାଇରସ ବ୍ୟାପିବା ବୃଦ୍ଧି ଯୋଗୁ କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ…

ଏକ ସପ୍ତାହ ପାଇଁ ଏହି ଦେଶ ଲକ୍‌ଡାଉନ୍‌

ଢାକା: ଢାକାରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ବାଂଲାଦେଶ ସରକାର ସୋମବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶର ସଡକ ପରିବହନ ମନ୍ତ୍ରୀ ଅବଦୁଲ୍‌ କାଦିର ଶନିବାର ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ଏହି…

ଛତିଶଗଡ ବିଜାପୁରରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ; ୫ ଆହତ

ଛତିଶଗଡ: ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୂଚନା ମୁତାବକ ବିଜାପୁର ଜିଲ୍ଲାର ସିଲେଗୁର ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ୍‌ କରି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫ ର ଯବାନ ମାନେ ମିଳିତ ଭାବେ କୁମ୍ବିଙ୍ଗ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଫାରୁକ୍ ଅବଦୁଲ୍ଲା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିକଟରେ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପୁଅ ଓମାର ଅବଦୁଲ୍ଲା…

ବାଇଡେନଙ୍କ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆମେରିକାର 'ଜଳବାୟୁ ରାଷ୍ଟ୍ରଦୂତ ଜନ୍ କେରି ଏପ୍ରିଲ୍ ୫-୮ ରୁ ଭାରତରେ ଉପସ୍ଥିତ ରହିବେ ଯେଉଁଥିରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ଆୟୋଜିତ ଜଳବାୟୁ ଉପରେ ଆଗାମୀ ନେତାଙ୍କ ସମ୍ମିଳନୀ ବୈଠକରେ ମୁଖ୍ୟ ଜଳବାୟୁ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏ ନେଇ ବୈଦେଶିକ ବ୍ୟାପାର…

ଏମ୍ସ ଆଇସିୟୁରୁ ସ୍ୱତନ୍ତ୍ର କ୍ୟାବିନକୁ ଆସିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ବାଇପାସ୍ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସର ଆଇସିୟରୁ ସ୍ୱତନ୍ତ୍ର ରୁମକୁ ଅଣାଯାଇଛି । ଲଗାତାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଛି । ଡାକ୍ତରୀ…