Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ପାଇଁ ଅମରାବତୀ ଓ ଆଚଲପୁରରେ ମାର୍ଚ୍ଚ ୮ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ମୁମ୍ବାଇ : କରୋନାକୁ ନେଇ ଚିନ୍ତାରେ ମହାରାଷ୍ଟ୍ର । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଚିନ୍ତାରେ ସରକାର । ସଂକ୍ରମଣ ବଢୁଥିବାରୁ ଏବେ ଅମରାବତୀ ଜିଲ୍ଲାର ୨ଟି ସହରରେ ଲାଗୁ ହୋଇଥିବା ଲକଡାଉନ ଅବଧିକୁ ବଢ଼ାଇଛନ୍ତି ଜିଲ୍ଲାପାଳ । ପ୍ରଥମେ ୭ଦିନ ପାଇଁ ଅମରାବତୀ ଓ ଆଚଲପୁରରେ ଲକଡାଉନ…

ମାର୍ଚ୍ଚ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ : ମାର୍ଚ୍ଚ ୩୧ ତାରିଖ ଯାଏଁ ବଢ଼ିଲା କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣା । ଏହାର ଅର୍ଥ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବନାହିଁ । ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛି ଡିଜିସିଏ । କରୋନା…

୨୫୦ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ : ଆସନ୍ତା ସୋମବାରରୁ ସାରା ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିସହ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବି ଟିକା ନେବେ । ଯେଉଁମାନେ ବହୁବିଧ…

ଆସନ୍ତାକାଲି ଶ୍ରୀହରିକୋଟାରୁ ଆମାଜୋନିଆ-୧ ସହ ଅନ୍ୟ ୧୮ଟି ଉପଗ୍ରହର ଉତକ୍ଷେପଣ

ବିଶାଖାପାଟନମ : ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ଟି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଏହା ରବିବାର ଭାରତୀୟ ସମୟ ୧୦ଟା ୨୪ରେ ଉତକ୍ଷେପଣ ହେବ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟାଡାଉନ୍ । ମିଳିଥିବା ସୂଚନା…

ମିଶନ ତାମିଲନାଡୁରେ ରାହୁଲ ଗାନ୍ଧୀ

ଥୁଥୁକୁଡି: କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତରେ ଅଛନ୍ତି। ଥୁଥୁକୁଡିରେ ପହଞ୍ଚିବା ପରେ ତାଙ୍କୁ ସମର୍ଥକମାନେ ସ୍ୱାଗତ କରିଥିଲେ। ରୋଡ୍ ସୋ ପରେ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ।…

ନିଜ ଅଟୋକୁ ବିଳାସପୂର୍ଣ୍ଣ ଘରରେ ପରିଣତ କଲେ ଯୁବକ; ଟୁଇଟ୍‌ କରି ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ତାଙ୍କ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ବାସ୍ତବରେ ଆନନ୍ଦ ମହିନ୍ଦ୍ରା ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଅଟୋକୁ ବିଳାସପୂର୍ଣ୍ଣ ଘରେ…

ପୁଣି ବଢିଲା ପେଟ୍ରୋଲ୍‌, ଡିଜେଲ୍‌ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଶନିବାର ଦିନ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨୪ ପଇସା ଏବଂ ଡିଜେଲ ଲିଟର ପିଛା ୧୫ ପଇସା ବୃଦ୍ଧି କରି ଦୁଇଟି ଇନ୍ଧନକୁ ଲିଟର ପିଛା ଟଙ୍କା ୪.୮୭ ଏବଂ ମାତ୍ର ୪.୯୯ ମହଙ୍ଗା କରିଛନ୍ତି। ଚଳିତ ମାସର ୧୬ ତମ ମୂଲ୍ୟ ବୃଦ୍ଧି ସହିତ…

‘ଇଣ୍ଡିଆ ଟଏ୍‌ ଫେୟାର୍’‌ ଉଦ୍‌ଘାଟନୀ ଉତ୍ସବରେ ଖେଳନା ପ୍ରସ୍ତୁତକାରୀଙ୍କୁ ‘ଭୋକାଲ୍‌ ଫର୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଟଏ୍‌ ଫେୟାର୍‌ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳନା ପ୍ରସ୍ତୁତକାରୀଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଖେଳନା ତିଆରି କରିବା…

ଜିଓ ଧମାକା, ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ୍ ଓ ୨ ବର୍ଷର ଅସୀମିତ ସେବା

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି ‘ନୂଆ ଜିଓଫୋନ୍ ୨୦୨୧’ ଅଫର । ଏହା ଏକ ବଣ୍ଡଲ୍ଡ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓଫୋନ୍ ସହିତ ୨ ବର୍ଷ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦୁଇ ଜିବି…

BCCI ଓ ICC ମଧ୍ୟରେ ନୂଆ ବିବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଓ ଅନ୍ତର୍ଜତାୟୀ କ୍ରିକେଟ୍ ପରିଷଦ (ICC) ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । ଆଇସିସି ଆଗାମୀ ୮ ବର୍ଷ ଲାଗି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ବିଡିଂ ଆହ୍ୱାନ କରିଛି । ଆଇସିସିର ଏହି ନୀତିକୁ ବିରୋଧ କରିଛି ବିସିସିଆଇ । ଆଇସିସିର…