Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଗ୍ଲୋବାଲ୍‌ ଏନର୍ଜି ଆଣ୍ଡ୍‌ ଏନ୍‌ଭର୍‌ମେଣ୍ଟ୍‌ ଲିଡରସିପ୍‌’ ପୁରସ୍କାର ପାଇବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବାର୍ଷିକ ଆନ୍ତର୍ଜାତୀୟ ଶକ୍ତି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ CERAWeek ବିଶ୍ୱ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ପାଇବେ। ମାର୍ଚ୍ଚ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା CERAWeek ସମ୍ମିଳନୀ-୨୦୨୧ରେ ପ୍ରଧାନମନ୍ତ୍ରୀ ମଧ୍ୟ…

ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତାଙ୍କ ତଥ୍ୟ ଚୋରି ପାଇଁ ଚେଷ୍ଟା କରୁଛନ୍ତି ଚୀନ୍ ଓ ଋଷ ହ୍ୟାକର୍ସ

ନୂଆଦିଲ୍ଲୀ: ଚୀନ ଓ ଋଷିଆ ହ୍ୟାକର୍ସ ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତା, ଉତ୍ପାଦନକାରୀ ଓ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି । ଇଣ୍ଟେଲ୍ ଫାର୍ମର ରିପୋର୍ଟ ଅନୁସାରେ, ହ୍ୟାକର୍ସ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍, ପତଞ୍ଜଳି ଓ ଏମ୍ସରୁ ତଥ୍ୟ ଚୋରି ପାଇଁ ଉଦ୍ୟମ…

ବଡ଼ ଭଉଣୀର ଚିକିତ୍ସା ପାଇଁ ବିକ୍ରି ହେଲା ସାନ ଭଉଣୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏକ ଦମ୍ପତି ୧୬ ବର୍ଷର ଝିଅର ଚିକିତ୍ସା ପାଇଁ ଅର୍ଥ ପ୍ରଦାନ କରିବାରେ ଅସମର୍ଥ ହୋଇପଡ଼ିବାରୁ ନିଜ ୧୨ ବର୍ଷର ଝିଅକୁ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କୁ ବିକ୍ରି କରିବା ଘଟଣା ଆନ୍ଧ୍ରପ୍ରଦେଶର ନେଲୋରରେ ଆଲୋଡନ ସୃଷ୍ଟି କରିଛି। ଘଟଣାକ୍ରମ ହେଉଛି, ଉକ୍ତ…

ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ପ୍ରଥମ ରାଜନୀତିକ ହିଂସା

କୋଲକାତା: ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଜନୀତିକ ହିଂସା ଘଟିଛି । କଡ଼ାପାରା ଅଞ୍ଚଳରେ ବିଳମ୍ବିତ ରାତିରେ କିଛି ଲୋକ ବିଜେପିର ପରିବର୍ତ୍ତନ ରଥ ଭଙ୍ଗାରୁଜା କରିଛନ୍ତି । ଗାଡ଼ି ଉପରେ ଆକ୍ରମଣ କରିବା ସହ ଟିଏମସି କର୍ମୀ ଏଲଇଡି ଭାଙ୍ଗି ଦେଇଥିବା ବିଜେପି…

ଆଜି ‘ଇଣ୍ଡିଆ ଟଏ୍‌ ଫେୟାର୍‌ ୨୦୨୧’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର 'ଇଣ୍ଡିଆ ଟଏ୍‌ ଫେୟାର୍‌ ୨୦୨୧' ର ଉଦ୍‌ଘାଟନ କରିବେ। ଏହି ସମାରୋହ ଡିଜିଟାଲ୍ ଭାବେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୧ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ମେଳାର ଉଦଘାଟନ କରିବେ। ଆଜି ଅର୍ଥାତ୍‌ ୨୭ ଫେବୃଆରୀ…

ଆଜି ଦେଶରୁ ୧୬ ହଜାର କୋଭିଡ୍ ପଜିଟିଭ୍, ୧୧୩ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୮୮ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୦ଲକ୍ଷ ୭୯ ହଜାର ୯୭୯କୁ ବୃଦ୍ଧି ପାଇଛି । ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୮ହଜାର ୩୩୩ ନୂଆ ସଂକ୍ରମିତ…

ଅପମିଶ୍ରଣକାରୀ ସାବଧାନ, ଧରାପଡ଼ିଲେ ଆଜୀବନ ଜେଲ୍

ଭୋପାଳ: ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ବଢ଼ି ବଢ଼ି ଚାଲିଛି । ଅଧିକ ଦାମ ଦେଉଥିବା ବେଳେ ଆପଣଙ୍କୁ ଭଲ ଜିନିଷ ମିଳୁନାହିଁ । ମୁନାଫାଖୋର ଖାଦ୍ୟ ପ୍ରସ୍ତୁତକାରୀଙ୍କ ଯୋଗୁଁ ଆପଣଙ୍କ ଟଙ୍କା ଯିବା ସହ ସ୍ୱାସ୍ଥ୍ୟହାନୀ ହେଉଛି । ଏହାକୁ ନେଇ କଠୋର ହୋଇଛନ୍ତି ମଧ୍ୟପ୍ରଦେଶର ଶିବରାଜ ସରକାର ।…

ଆସନ୍ତା ୧ରୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ, ନିଜେ କରିପାରିବେ ପଞ୍ଜିକରଣ

ନୂଆଦିଲ୍ଲୀ: କରୋନା ଟିକାକରଣ ଲାଗି ଆରମ୍ଭ ହୋଇଥିବା CoWIN ଆପରେ ମାର୍ଚ୍ଚ ୧ ତାରିଖରୁ ଆପମ ନିଜେ ନାଁ ପଞ୍ଜିକରଣ କରିପାରିବେ । ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା କୋଭିଡ୍ ଟିକାକରଣ ଏମ୍ପାୱର୍ଡ କମିଟିର ଅଧ୍ୟକ୍ଷ ରାମ ସେବକ ଶର୍ମା ଏନେଇ ସୂଚନା ଦେଇଛନ୍ତି…

ମାର୍ଚ୍ଚ ୩୧ ଯାଏ କୋଭିଡ୍ ଗାଇଡଲାଇନ ବୃଦ୍ଧି ନେଇ କେନ୍ଦ୍ର ଗୃହ ସଚିବଙ୍କ ଚିଠି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର କଟକଣା କଡ଼ାକଡ଼ି କରିଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କରୋନା ଗାଇଡଲାଇନ୍ ମାର୍ଚ୍ଚ ୩୧ ଯାଏ ବଢ଼ାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍…

ଆଗକୁ ନିର୍ବାଚନ, ଜଗନ୍ନାଥଙ୍କ ବାଡଗ୍ରାହୀଙ୍କୁ ନେଇ ପୂଜାର୍ଚ୍ଚନା କଲେ ଦିଦି

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ବିରାଟ ପୂଜାର୍ଚ୍ଚନା । ତାଙ୍କ କାଳିଘାଟସ୍ଥିତ ବାସଭବନରେ ଏହି ପୂଜା କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି । ମମତାଙ୍କୁ ପୁତୁରା ତଥା ତୃଣମୂଳ କଂଗ୍ରେସ…