Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅନନ୍ତନାଗ ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି…

ଏଥର ସଂସଦକୁ ଘେରିବା ଧମକ ଦେଲେ ଟିକାୟତ

ନୂଆଦିଲ୍ଲୀ: ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ନେତା ଗୋଟିଏ ପରେ ଗୋଟିଏ ଧମକ ଦେବାରେ ଲାଗିଛନ୍ତି । ବୁଧବାର ଟିକାୟତ କହିଛନ୍ତି ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନ କରିବେ ତାହାହେଲେ ସଂସଦକୁ ଘେରାଉ କରାଯିବ । ଏଥର ୪ ଲକ୍ଷ ଟ୍ରାକ୍ଟର ଆନ୍ଦୋଳନରେ ସାମିଲ ହେବେ ବୋଲି ସେ ଚେତାଇ…

ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ, ସଚେତନ କଲା ପୋଲିସ

ଅଯୋଧ୍ୟା: ଅଯୋଧ୍ୟାରେ ଲୋକଙ୍କୁ ଟ୍ରାଫିକ ନିୟମ ପ୍ରତି ସଚେତନ କରିବାକୁ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି । ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ, ସଚେତନ କରିଛି ପୋଲିସ । ଅଯୋଧ୍ୟାରେ ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କର ଚାଲାଣ କଟା ଯାଇ ନାହିଁ କି କୌଣସି ଦଣ୍ଡ…

ସବରିମାଲା ଏବଂ ସିଏଏ ବିରୋଧ ସହ ଜଡିତ ମାମଲା ପ୍ରତ୍ୟାହାର କଲେ କେରଳ ସରକାର

ଥରୁବନନ୍ତପୁରମ୍: ବୁଧବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ କେରଳ ସରକାର ସବରିମାଲା ମନ୍ଦିର ଏବଂ CAA ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରୁଛନ୍ତି। ପ୍ରକାଶ ଥାଉ କି, ସବରିମାଲା ଏବଂ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ବିରୋଧ ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ କେରଳ କ୍ୟାବିନେଟ୍…

ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରହିଲା ଶାନ୍ତନୁ ମୁଲୁକଙ୍କ ଜାମିନ ଆବେଦନ ଶୁଣାଣି

ନୂଆଦିଲ୍ଲୀ: କୃଷକ ବିରୋଧ ସହ ସୋସିଆଲ ମିଡିଆରେ ଏକ ଟୁଲ୍କିଟ୍ ଅଂଶୀଦାର କରିବାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଦିଶା ରବିଙ୍କ ସହ କାର୍ଯ୍ୟକର୍ତ୍ତା ଶାନ୍ତନୁ ମୁଲୁକଙ୍କ ଜାମିନ ଆବେଦନ ଉପରେ କୋର୍ଟ ଦିଲ୍ଲୀ ପୋଲିସ ପକ୍ଷରୁ ଜବାବ ମାଗିଛି। ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ…

ଜରୁରୀକାଳୀନ ବ୍ୟବହାର ପାଇଁ ଦେଶରେ ଆଉ ଏକ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଅନ୍ୟ ଏକ କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିପାରେ। ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଦେଶରେ ରୁଷିଆ ଟିକା 'ସ୍ପୁଟନିକ୍‌ ଭି'ର ଟିକାକରଣର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିବା ପାଇଁ  SEC ଏକ ଗୁରୁତ୍ୱପୂର୍ଣ୍ଣ ବ‌ୈଠକ କରିବାକୁ…

ବାଇଡେନ୍‌ ଦଳରେ ସାମିଲ୍‌ ହେଲେ ଭାରତୀୟ-ଆମେରିକୀୟ ଆଇନଜୀବୀ କିରଣ ଅହୁଜା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ-ଆମେରିକୀୟ ଆଇନଜୀବୀ ତଥା ଅଧିକାର କର୍ମୀ କିରଣ ଅହୁଜାଙ୍କୁ ଅଫିସ୍ ଅଫ୍ ପର୍ସୋନେଲ୍‌ ମ୍ୟାନେଜମେଣ୍ଟ କାର୍ଯ୍ୟାଳୟର ମୁଖ୍ୟ ଭାବରେ ମନୋନୀତ କରିଛନ୍ତି। ଯାହା ଆମେରିକାର ଦୁଇ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ପରିଚାଳନା କରିଥାଏ।…

ଏହି ୫ ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା, କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ପାଇଁ ପୁଣି କଡ଼ାକଡ଼ି ହେଲାଣି କଟକଣା । ୫ଟି ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ ଲାଗିଲା କଟକଣା । କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇଲେ ଏଣ୍ଟ୍ରି ଅନୁମତି ମିଳିବ । ଏହି ୫ଟି ରାଜ୍ୟ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବ । ଏସବୁ ରାଜ୍ୟରେ…

ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍ ବିଷୟରେ କିଛି କଥା

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିମ ଅହମ୍ମଦାବାଦରେ ମୋଟେରା ଷ୍ଟାଡିୟମ୍ । ଏଠାରେ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ନୂଆ ମୋଟେରା ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ । ପୁରୁଣା ଷ୍ଟାଡିୟମର ନବୀକରଣ କରାଯାଇଛି । ଏକାଠି ୧ ଲକ୍ଷ ୧୦ ହଜାର ଦର୍ଶକ…

ଦିନକରେ ଭାରତରୁ ୧୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୪ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧,୧୦,୩୦,୧୭୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…