Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୃଷି ଆଇନ ବିରୁଦ୍ଧରେ ଭୁଲ ତଥ୍ୟ ପ୍ରସାର କରୁଥିବା ଆକାଉଣ୍ଟ ବ୍ଲକ୍‌ ପାଇଁ ପ୍ରସ୍ତୁତ ଟ୍ୱିଟର

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୁଦ୍ଧରେ କୃଷକ ସଂଗଠନର ବିରୋଧ ସଂପର୍କରେ “ଭୁଲ ତଥ୍ୟ ଏବଂ ଉତ୍ତେଜନାମୂଳକ ବିଷୟବସ୍ତୁ” ପ୍ରସାରଣ ଅଭିଯୋଗରେ ଟ୍ୱିଟର କେନ୍ଦ୍ର ଦ୍ୱାରା ଆଦେଶ ଦିଆଯାଇଥିବା ଆକାଉଣ୍ଟଗୁଡିକୁ ହଟାଇବା ଆରମ୍ଭ କରିଛି। ଟ୍ୱିଟର ଏହା ମଧ୍ୟ କହିଛି ଯେ କ୍ଷତିକାରକ ବିଷୟବସ୍ତୁ ଧାରଣ…

ଇରାନ ଧର୍ମଗୁରୁ ଡରାଇଲେ, କରୋନା ଭ୍ୟାକ୍ସିନ ସମଲିଙ୍ଗୀ କରାଇଦେବ

ତେହେରାନ: କୋଭିଡ-୧୯ର ମୁକାବିଲା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଭ୍ୟାକ୍ସିନ ବାହାର କରାଯିବା ପରେ ଏବେ ଏହାକୁ ଦିଆଯିବା ଆରମ୍ଭ ହୋଇଛି । ଏହା ମଧ୍ୟରେ ଇରାନର ଏକ ଧର୍ମଗୁରୁ ଲୋକମାନଙ୍କୁ ଏଥିନେଇ ଭୟର ବାତାବରଣ ସୃଷ୍ଟି କରାଉଛନ୍ତି । ସେ କହିଛନ୍ତି ଭ୍ୟାକ୍ସିନ ନେବା ପରେ ଲୋକେ ସମଲିଙ୍ଗୀ ପାଲଟି…

ଲାଲ୍‌ କିଲ୍ଲା ହିଂସା: ଆଉ ଜଣେ ମୁଖ୍ୟ ସନ୍ଦିଗ୍ଧ ଇକବାଲ ସିଂ ଗିରଫ

ନୂଆଦିଳ୍ଲୀ: ହରିୟାଣାର କର୍ଣ୍ଣଲରୁ ପଞ୍ଜାବୀ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ଗିରଫ କରିବାର ପ୍ରାୟ ୩୬ ଘଣ୍ଟା ପରେ ଦିଲ୍ଲୀ ପୋଲିସ ବୁଧବାର କହିଛି ଯେ ଜାନୁଆରୀ ୨୬ ଲାଲ୍‌ କିଲ୍ଲା ଭଙ୍ଗାରୁଜା ତଥା ହିଂସା ମାମଲାରେ ଅନ୍ୟ ଜଣେ ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି।…

ଲୋକଙ୍କୁ ଅଣ-ସାମାଜିକ କରିବାରେ ସୋସିଆଲ୍‌ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି

ନୂଆଦିଲ୍ଲୀ: କୌଣସି ସନ୍ଦେହ ନାହିଁ ଯେ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ପରି ଇଣ୍ଟରନେଟ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମ ଆମ ଅଭିବ୍ୟକ୍ତିକୁ ନୂଆ ଆକାର ଦେଇଛି। ଅବଶ୍ୟ, ସେମାନଙ୍କର ଅନେକ ସୁବିଧା ଅଛି, କିନ୍ତୁ ଏହି ବିଶୃଙ୍ଖଳାର ସୁଯୋଗ ନେଇ କିଛି ବିଶୃଙ୍ଖଳିତ ଉପାଦାନ ଏବଂ…

ନ୍ୟୁଜିଲ୍ୟାଣ୍ଡରେ ଉତ୍ତେଜନା; ଆଦିବାସୀ ସାଂସଦଙ୍କ ଟାଇ ନ ପିନ୍ଧିବା ପ୍ରସଙ୍ଗକୁ ନେଇ ବିବାଦ

ୱେଲିଙ୍ଗଟନ୍: ନ୍ୟୁଜିଲ୍ୟାଣ୍ଡର ଜଣେ ସାଂସଦଙ୍କ ଦ୍ୱାରା ସଂସଦରେ ଟାଇ ନ ପିନ୍ଧିବା ନେଇ ବିବାଦ ଦେଖାଦେଇଛି। ପ୍ରକୃତରେ, ଆଦିବାସୀ ସାଂସଦ ରାୱିରି ୱଇଟିଟି ସଂସଦରେ ଟାଇ ପିନ୍ଧିବାକୁ ମନା କରିଦେଇଥିଲେ। ଯାହା ପରେ ତାଙ୍କୁ ସଂସଦରୁ ବାହାର କରି ଦିଆଯାଇଥିଲା। ସାଂସଦ କହିଛନ୍ତି ଯେ ଆଧୁନିକ…

୪୨ ବର୍ଷୀୟ ଚାଷୀଙ୍କ ନିଆରା ଫୁଲକୋବି ଚାଷ; ହଳଦିଆ ଏବଂ ବାଇଗଣି ରଙ୍ଗର ଫୁଲକୋବି ଫଳେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ନୂଆଦିଲ୍ଲୀ: ମହାରାଷ୍ଟ୍ର ନାସିକର ୪୨ ବର୍ଷୀୟ କୃଷକ ଏକ ନୂତନ ପ୍ରକାରର ହାଇବ୍ରିଡ୍ ଫସଲ ଅମଳ କରିଛନ୍ତି। ୧୬ ଲକ୍ଷ ଟଙ୍କା ମୂଲ୍ୟର ଭିନ୍ନ ରଙ୍ଗର ଫୁଲକୋବି ଚାଷ କରିଛନ୍ତି ଏହି ଚାଷୀ। ପ୍ରାୟ ୭୦ ଦିନ ପୂର୍ବେ ନାସିକର ଏହି ଚାଷୀ ଜଣକ ନୂତନ ବିକଶିତ ମଞ୍ଜି କିଣିଥିଲେ ଯାହା ପଞ୍ଜାବର…

ଅଯୋଧ୍ୟା ରାମ ମନ୍ଦିର ଲାଗି ଦାନ ମାଗୁଥିବା ବେଳେ ଆରଏସ୍ଏସ୍ କର୍ମକର୍ତ୍ତାଙ୍କୁ ଗୁଳି

ଚଣ୍ଡିଗଡ଼: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଦାନ ମାଗୁଥିବା ବେଳେ ଗୁଳି କରିଛନ୍ତି ଦୁର୍ବୃତ୍ତ । ରାଜସ୍ଥାନର ରାମଗଞ୍ଜମଣ୍ଡି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି । ଏହି ମାମଲାରେ ସ୍ଥାନୀୟ ପୋଲିସ…

ପଶ୍ଚିମବଙ୍ଗକୁ ଶବଦାହରେ ପରିଣତ କରିବାକୁ ବିଜେପିକୁ ଦିଆଯିବ ନାହିଁ: ମମତା

କୋଲକାତା: ପାଖେଇ ଆସୁଛି ନିର୍ବାଚନ ଘୋଷଣା ତାରିଖ, ତେଜୁଛି ବୟାନ ବାଜି । ପଶ୍ଚିମବଙ୍ଗ ବିଧାନସଭା ପୂର୍ବରୁ ଛାନିଆ ହେଲେଣି ଦିଦି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ‘ବିଜେପି ଦେଶକୁ ଶବଗଦାହରେ ପରିଣତ କରିଛି, ଟିଏମସି ପଶ୍ଚିମବଙ୍ଗରେ ସେମିତି ହେବାକୁ…

ମଦ ମାଫିଆଙ୍କ ମାଡ଼ରେ କନେଷ୍ଟବଳ ସହିଦ, ଏସ୍‌ଆଇ ଗୁରୁତର

କସଗଞ୍ଜ: ମଦ ମାଫିଆଙ୍କ ଜଣେ କନଷ୍ଟେବଳଙ୍କ ଜୀବନ ଚାଲିଯିବା ସହ ଗୁରୁତର ଆହତ ହୋଇଛନ୍ତି ଜଣେ ଏସ-ଆଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର କସଗଞ୍ଜ ଅଞ୍ଚଳରେ। ମଙ୍ଗଳବାର ରାତିରେ ବେଆଇନ ମଦ କାରଖାନରେ ଚଢ଼ାଉ କରିବା ନିମନ୍ତେ ପୁଲିସମାନେ ଯାଇଥିବା ବେଳେ ଦୁର୍ବୃତ୍ତ ମାନେ ଜଣେ…

ପ୍ରଳୟ ପରେ… ୭୨ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ; ୩୨ ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ୧୯୭ ନିଖୋଜ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗ୍ଲାସିୟର୍ ଧସିବା ପରେ ସୃଷ୍ଟି ହୋଇଥିବା ବନ୍ୟାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଛି । ତିନିଦିନରୁ ଅଧିକ ହେଲା ନିଖୋଜଙ୍କୁ ଖୋଜୁଛନ୍ତି ଯବାନ । ସୁଡ଼ଙ୍ଗ ଭିତରେ ଚାଲିଛି ଜୀବନ ସନ୍ଧାନ । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁଡ଼ଙ୍ଗ ଭିତରେ ଫସିଥିବା ଲୋକଙ୍କ ସନ୍ଧାନ…