Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଧୀର ରଞ୍ଜନଙ୍କ ଅଭିଯୋଗର ଉତ୍ତର ପ୍ରମାଣ ସହ ରଖିଲେ ଅମିତ ଶାହ

ନୂଆଦିଲ୍ଲୀ:ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ସେ କହିଥିଲେ ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତ ବେଳେ ଟାଗୋରଙ୍କ ଚୌକିରେ ଅମିତ ଶାହ ବସି ତାଙ୍କୁ ଅସମ୍ମାନିତ କରିଛନ୍ତି । ଆଜି ଏଥିନେଇ ମୁହଁ…

ମମତାଙ୍କ ପ୍ରିୟ ପୋଲିସ ଯୋଗ ଦେଲେ ଟିଏମସିରେ

କୋଲକାତା: ଚନ୍ଦନନଗର ପୋଲିସ କମିଶନର ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ହୁମାୟନ କବିର ଟିଏମସିରେ ମିଶିଛନ୍ତି । ଟିଏମସି ମୂଖ୍ୟ ମମତା ବାନାର୍ଜୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପୂର୍ବରୁ ବିରୋଧୀମାନେ ଅଭିଯୋଗ କରିଥିଲେ । କମିଶନର ଥିବା ବେଳେ ସେ ବିବାଦୀୟ ନାରା ଦେବା ନେଇ ବିଜେପିର କିଛି…

ଶାଢୀ ଓ ଧୋତିରେ ଦମ୍ପତ୍ତି କଲେ ସ୍କିଇଂ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏକ ଦମ୍ପତ୍ତି ଶାଢୀ ଓ ଧୋତି ପିନ୍ଧି ସ୍କିଇଂ କରୁଛନ୍ତି । ଏହାକୁ ନେଇ ଏବେ ଉଭୟ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଭିଡିଓଟିକୁ ୩ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ୧୩ ହଜାରରୁ ଅଧିକ କମେଣ୍ଟ୍ସ ମଧ୍ୟ ମିଳିଛି । ଏହି ଭାରତୀୟ…

ନାଗେଶ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର: ଚଳିତ ନାଗେଶ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ (ଦୃଷ୍ଟିହୀନ ଟି୨୦)ରେ ଓଡିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ଓଡିଶା ୧୨୨ ରନରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପଙ୍କଜଙ୍କ ୯୬ ଏବଂ ଲାଲ ପ୍ରସାଦ ସୋରେନଙ୍କ ୪୬…

କମୁଛି କରୋନା : ୧୫ ରାଜ୍ୟରେ ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ : ଦେଶରେ ସୁଧୁରୁଛି କରୋନା ସ୍ଥିତି । କରୋନାରେ ଗତ ୨୪ ଘଣ୍ଟାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାହାର ମୃତ୍ୟୁ ହୋଇନଥିବା ସରକାର ଘୋଷଣା କରିଛନ୍ତି । ଦେଶରେ ବିଗତ ୫ ସପ୍ତାହ ହେଲାଣି କରୋନା ସଂକ୍ରମଣ ହାର ହ୍ରାସ ପାଉଛି । ସେହିପରି ଗତ ଗୋଟିଏ ସପ୍ତାହ…

ଶଶି ଥରୁର ଓ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ରୋକ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଶିଶ ଥରୁର, ସାମ୍ବାଦିକ ରାଜଦୀପ ସରଦେଶାଇ ଓ ଅନ୍ୟ ୫ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏମାନେ ସମସ୍ତେ ଟ୍ରାକ୍ଟର ରାଲି ବେଳେ ସୋସିଆଲ ମିଡିଆ ଓ…

ରିପୋର୍ଟ ଦେଲେ ହୁର ତଦନ୍ତକାରୀ ଟିମ୍‌: ଚୀନ ଲ୍ୟାବରୁ କରୋନା ବ୍ୟାପିନି

ବେଜିଂ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ତଦନ୍ତକାରୀ କମିଟି କରେନା ଭାଇରସ ଉତ୍ପତି ନେଇ ରିପୋର୍ଟ ଦାଖଲ କରିଛନ୍ତି । ଚୀନର ଉହାନ ସହରକୁ ସେମାନେ ତଦନ୍ତ ପାଇଁ ଯାଇଥିଲେ । ରିପୋର୍ଟରେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନ କରୋନାମୁକ୍ତ ଥିଲା ବୋଲି ଘୋଷଣା କରିଛନ୍ତି । ଏହା ପରେ ବାଦୁଡିରୁ କିପରି…

ଦିଲ୍ଲୀରେ ପୁଣି ବାର୍ଡ ଫ୍ଲୁ ଆତଙ୍କ

ନୂଆଦିଲ୍ଲୀ : ପୁଣି ଦିଲ୍ଲୀରେ ବାର୍ଡ ଫ୍ଲୁ ଆତଙ୍କ । କିଛି ଦିନ ତଳେ ଜାତୀୟ ପ୍ରାଣୀ ଉଦ୍ୟାନରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ବେଳେ, ଏବେ ପୁଣି ୭ଟି ନମୁନା ପଜିଟିଭ ଆସିଥିବା ଜଣାପଡ଼ିଛି । ବାର୍ଡ ଫ୍ଲୁ ବ୍ୟାପିକାକୁ ଦୃଷ୍ଟିରେ ରଖି ଜାତୀୟ ପ୍ରାଣୀ ଉଦ୍ୟାନରୁ ମୋଟ ୭ଟି ନମୁନାକୁ ପରୀକ୍ଷା…

୭ ଦିନିଆ ରିମାଣ୍ଡରେ ଗଲେ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ସୂତ୍ରଧର ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ମଙ୍ଗଳବାର ଗିରଫ କରି ତୀସ ହଜାରୀ କୋର୍ଟରେ ହାଜର କରିଛି । କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୁଲିସ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଅନୁରୋଧ…

ଏବେ ଆପଣ କ୍ରେଡିଟ୍ କାର୍ଡରୁ ଦେଇପାରିବେ ଘରଭଡ଼ା, ମିଳିବ କ୍ୟାସ୍ ବ୍ୟାକ୍ 

ନୋଇଡା: ଯଦି ଆପଣ ଭଡ଼ା ଘରେ ରହୁଥାନ୍ତି ତେବେ ଘର ମାଲିକଙ୍କୁ କ୍ରେଡିଟ୍‌ କାର୍ଡରୁ ପୈଠ କରିପାରିବେ । ଏହି ସୁବିଧା ପେଟିଏମ ତାଙ୍କ ପ୍ଲାଟଫର୍ମରେ ଉପଲବ୍ଧ କରାଇଛନ୍ତି । ପେଟିଏମରେ ଘରଭଡ଼ା ପୈଠ କଲେ ଟଙ୍କା ତୁରନ୍ତ ଘର ମାଲିକଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଯିବ । ଏଥିଲାଗି ଡିଜିଟାଲ…