Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା

ବିଶାଖାପାଟଣା: ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା । ବସ୍‌ରେ ସର୍ଟ ସର୍କିଟ୍‌ ହୋଇ ନିଆଁ  ଲାଗି ଯାଇଥିବା ସୂଚନା । ସମସ୍ତ ଯାତ୍ରୀ ଉଦ୍ଧାର ହୋଇଛନ୍ତି । ବସ୍‌ରେ ଡ୍ରାଇଭର, ହେଲ୍‌ପର ସହ ୩୨ଜଣ ଯାତ୍ରୀ ଥିଲେ । ବିଶାଖାପାଟଣା ପାଇକରାଓପେଟା ନିକଟରେ ପାଞ୍ଚ ନମ୍ବର ଜାତୀୟ…

UAE ରାସ୍ତାରେ ସାଉଦୀ-କ୍ୱେତ ଯିବାକୁ ବାରଣ କଲେ ଭାରତୀୟ ଦୂତାବାସ

ଆବୁଧାବୀ: ୟୁଏଇ ରାସ୍ତାରେ ଭାରତୀୟଙ୍କୁ ସାଉଦୀ ଓ କ୍ୱେତ୍‌ ନଯିବା ଲାଗି ପରାମର୍ଶ ଦିଆଯାଇଛି । ଆବୁଧାବୀ ସ୍ଥିତ ଭାରତୀୟ ଦୂତାବାସ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏପରି ପରାମର୍ଶ ଦେଇଛନ୍ତି । ଏନେଇ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରୀ ମଧ୍ୟ ଜାରି ହୋଇଛି । ଯେଉଁଥିରୁ ଭାରତରୁ କୌଣସି ଦେଶକୁ…

ରାଜ୍ୟସଭାରେ ଲୁହ ବୋହିଲା, ମୋଦିଙ୍କ ପରେ ଆଜାଦ ବି ଆଖି ଛଳଛଳ କରାଇଲେ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଅଧିକାଂଶ ନେତାଙ୍କ ଆଖି ଛଳଛଳ ହୋଇଥିଲା । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପରେ ଗୁଲାମ ନବି ଆଜାଦଙ୍କ ବିଦାୟୀ ଭାଷଣ ଏହାର କାରଣ ସାଜିଥିଲା । ଆସନ୍ତୁ ଜାଣିବା ଆଜାଦଙ୍କ ବିଦାୟୀ ଭାଷଣର ସାରାଂଶ- ୧. ୨୦୦୫ରେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ…

ହରିଦ୍ୱାରରେ ଶିଳ୍ପା ସେଟ୍ଟୀଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ 

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ଯାହା ବେଶ ଭାଇରାଲ ହେବାର ଲାଗିଛି । ଭିଡିଓରେ ଶିଳ୍ପା ପଣ୍ଡିତ ମାନଙ୍କ ସହିତ ଛିଡା ହୋଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବା ନଜରକୁ ଆସିଛନ୍ତି । ଏହି ସମୟରେ ସେ ହ୍ୱାଇଟ୍…

ଆଷ୍ଟ୍ରାଜେନେକା ଟିକା ବ୍ୟବହାରକୁ ଖାରଜ କରିବା ନେଇ ‘ହୁ’ର ବଡ଼ ଚେତାବନୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏହାର କୋଭକ୍ସ ସହଯୋଗୀମାନେ ସୋମବାର ଦିନ ଆଷ୍ଟ୍ରାଜେନେକା କୋଭିଡ୍‌ ଟିକାକୁ ନେଇ ଚେତାବନୀ ଦେଇଛନ୍ତି। ଏହି ଟିକାକୁ ନେଇ ଅନେକ ଅସୁବିଧା ଦେଖାଦେଇଛି। ଆଷ୍ଟ୍ରାଜେନେକା ଟିକା ବର୍ତ୍ତମାନ କୋଭ୍ୟାକ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହାକି…

ଭାରତ-ଆମେରିକା ଯୁଦ୍ଧଭ୍ୟାସରେ ପାଦ ଥାପିଲା କରୋନା

ବିକାନେର: ଏଠାରେ ଭାରତ ଏବଂ ଆମେରିକା ମଧ୍ୟରେ ମିଳିତ ଯୁଦ୍ଧଭ୍ୟାସ ଚାଲିଛି । ତେବେ ଏଥିରେ ଯୋଗ ଦେଇଥିବା ୨୪୦ ଆମେରିକା ସୈନିକଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଥିବା ଜଣାପଡିଛି । ଏହି ସୈନିକଙ୍କୁ ଏବେ ଏକାନ୍ତବାସରେ ରଖାଯାଇଛି । ସୈନିକଜଣକଙ୍କ ଅନ୍ୟ କାହା ସଂସ୍ପର୍ଶରେ ଆସି ନାହାନ୍ତି ବୋଲି…

କାବୁଲରେ ଡ୍ୟାମ୍ ତିଆରି କରିବ ଭାରତ, ‘ଆଫଗାନିସ୍ତାନ ସହ ବନ୍ଧୁତ୍ୱ କେହି ଭାଙ୍ଗିପାରିବେ ନାହିଁ’: ମୋଦି

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନାରେ ସମ୍ବୋଧନ କରିଛନ୍ତି । ସେ ନିଜ ସମ୍ବୋଧନରେ ବିଭିନ୍ନ କ୍ଷତ୍ରୀୟ ସମସ୍ୟା ଉପରେ ଜୋର୍ ଦେଇଛନ୍ତି । ଏହି…

ଧର୍ମ ପରିବର୍ତ୍ତନ ଅଭିଯୋଗରେ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ, ଜଣେ ଗିରଫ; ମଧ୍ୟପ୍ରଦେଶ

ନୂଆଦିଲ୍ଲୀ: ଭୋପାଳ ମଧ୍ୟପ୍ରଦେଶର କନଭର୍ସନ ଆକ୍ଟ ଅନୁଯାୟୀ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନିକଟରେ ପ୍ରଣୀତ ଧାର୍ମିକ ସ୍ୱାଧୀନତା ଅର୍ଡିନାନ୍ସ ୨୦୨୦ (ଆଣ୍ଟି-କନଭର୍ସନ୍ ଆଇନ୍) ଅଧୀନରେ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମନ୍ଦସୌର ଦୁଇଜଣ ନାବାଳିକାଙ୍କୁ ବିବାହ…

ମୁମ୍ୱାଇର କେମିକାଲ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ୧୦ ଅଗ୍ନିଶମ ଗାଡ଼ି ନିୟୋଜିତ

ମୁମ୍ୱାଇ: ମହାରାଷ୍ଟ୍ର ନଭି ମୁମ୍ୱାଇର ତଲୋଜା ଠାରେ ଥିବା ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ପାଖାପାଖି ୧୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହେଇଥିବା ଖବର ମିଳିଛି । ତଲୋଜା ଅଗ୍ନିଶମ କେନ୍ଦ୍ରର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପାଖାପାଖି ୧୧ଟା…

ଆଜି କାଶ୍ମୀର ବନ୍ଦ; ସାଧାରଣ ଜନ ଜୀବନ ପ୍ରଭାବିତ; ଅଫଜଲ ଗୁରୁଙ୍କ ଅଷ୍ଟମ ମୃତ୍ୟୁ ବାର୍ଷିକୀକୁ ନେଇ ଦିଆଯାଇଥିଲା ବନ୍ଦ…

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କାଶ୍ମୀରରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଅଧିକାଂଶ ଦୋକାନ, ଇନ୍ଧନ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲାବେଳେ ସାଧାରଣ ପରିବହନ ବାଧାପ୍ରାପ୍ତ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।…