Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୯୭ ଲକ୍ଷ ଟପିଲା କରୋନା ପଜିଟିଭ୍: ୨୪ଘଣ୍ଟାରେ ୨୬ ହଜାର ଆକ୍ରାନ୍ତ, ୩୮୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ହଜାର ୫୬୭ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୭ଲକ୍ଷ ୩ହଜାର ୭୭୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ସଂକ୍ରମଣ ଚିହ୍ନଟର ୩୧୩ଦିନ ଭିତରେ…

ଆଜିଠୁ ବ୍ରିଟେନରେ କରୋନା ଟିକାକରଣ, ଲୋକଙ୍କୁ ଦିଆଯିବ ଫାଇଜର୍ ଟିକା

ଲଣ୍ଡନ: ଆଜିଠୁ ବ୍ରିଟେନରେ ଆରମ୍ଭ ହେଉଛି କରୋନା ଟିକାରରଣ ଅଭିଯାନ । ଲୋକଙ୍କୁ ଦିଆଯିବ ଚଲସଚ୍ଛରr / ଈସକ୍ଟଘକ୍ଟଗ୍ଧରମଷ ଦ୍ୱାରା ଉତ୍ପାଦିତ ଟିକା । ଫାଇଜର ଟିକାକୁ ବ୍ୟବହାର କରୁଥିବା ପ୍ରଥମ ଦେଶ ହେବ ବ୍ରିଟେନ । ସରକାର କହିଛନ୍ତି, ଏହି ଟିକା ପ୍ରଥମେ ଡାକ୍ତରଖାନାରେ ଯୋଗାଇ ଦିଆଯିବ । ପରେ…

ଗୁଜରାଟରେ ହେବନି ଭାରତ ବନ୍ଦ, ଜବରଦସ୍ତି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଗୁଜରାଟ: ବିଭିନ୍ନ କୃଷକ ସଂଗଠନ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦ କରାଯିବ । ବିଭିନ୍ନ ବିରୋଧୀ ଦଳ ମଧ୍ୟ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ହେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସ୍ପଷ୍ଟ କରିଛନ୍ତି ଯେ, ଗୁଜରାଟରେ ଭାରତ ବନ୍ଦ ହେବ ନାହିଁ ।…

ଇସ୍ରାଏଲ ଗୋଇନ୍ଦା ସଂସ୍ଥା ମୋସାଦ କମାଣ୍ଡର ହତ୍ୟା ପଛରେ ଇରାନର ହାତ !

ତେହେରାନ: ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ମୋସାଦର ଜଣେ କମାଣ୍ଡରଙ୍କୁ ହତ୍ୟା କରାଯାଇଛି । ଏହି ଖବର ବିଭିନ୍ନ ୱେବସାଇଟ ଓ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ଏଥିନେଇ ଇସ୍ରାଏଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଖବରର ସତ୍ୟତା ମଧ୍ୟ ପୃଷ୍ଟି ହୋଇ ନାହିଁ । ରିପୋର୍ଟ ମୁତାବକ ଇରାନ…

ଆସନ୍ତାକାଲି ଭାରତ ବନ୍ଦ; ଦିନ ୩ଟା ଯାଏ ଚକା ଜାମ୍

ନୂଆଦିଲ୍ଲୀ: କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ୍ ଘୋଷଣା କରାଯାଇଛି। ଏହି ଭାରତ ବନ୍ଦ ଡାକରାକୁ ୧୧ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଭାରତ ବନ୍ଦ ୮ ତାରିଖ ମଙ୍ଗଳବାର ସକାଳ ୮ରୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଳନ କରାଯିବ । ତେବେ ବନ୍ଦ ସମୟରେ କିଛି ଜରୁରୀକାଳୀନ ସେବା ଜାରିରହିବ ।…

ଭାରତ ବନ୍ଦକୁ ନେଇ ସରକାର ଆଲର୍ଟ: ସୁରକ୍ଷା କଡ଼ାକଡ଼ି ପାଇଁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । କୃଷକଙ୍କ ଏହି ଭାରତ ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ତେଣୁ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡ଼ିକୁ ପରାମର୍ଶ ଦେଇଛି କେନ୍ଦ୍ର । ସୁରକ୍ଷା ବ୍ୟବସ୍ଥା କଡାକଡି ସହ ୩ଟି ଦିଗ ଉପରେ ଗୁରୁତ୍ବ…

କରୋନା ଭ୍ୟାକସିନ୍ ଲୁଟ୍ ଆଶଙ୍କା: କଡା ସୁରକ୍ଷା ମଧ୍ୟରେ ଡେଲିଭରୀ

ଲଣ୍ଡନ: ଆସନ୍ତାକାଲିଠାରୁ ବ୍ରିଟେନରେ କରୋନା ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ହସ୍ପିଟାଲ ପର୍ଯ୍ୟନ୍ତ ଭ୍ୟାକସିନ୍ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି ଯେ, ଅପରାଧୀ ଗ୍ୟାଙ୍ଗ ଭ୍ୟାକସିନ୍ ପର୍ଯ୍ୟନ୍ତ…

ମିଗ୍ -୨୯କେର ନିଖୋଜ ପାଇଲଟଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ନିଖୋଜ ମିଗ୍‌-୨୯କେ ପାଇଲଟଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ଭାରତୀୟ ନୌସେନା ନିଖୋଜ ମିଗ -୨୯କେ ପାଇଲଟ କମାଣ୍ଡର ନିଶାନ୍ତ ସିଂଙ୍କ ମୃତଦେହକୁ ସମୁଦ୍ରରେ ୭୦ ମିଟର ତଳୁ ଉଦ୍ଧାର କରାଯାଇଛି। ବ୍ୟାପକ ଅନୁସନ୍ଧାନ ପରେ ଏହା…

କୃଷକ ଆନ୍ଦୋଳନ; କ୍ରୀଡା ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ଭବନ ପହଞ୍ଚିଲେ ଏହି ଖେଳାଳି; ଅଧାରୁ ଅଟକାଇଲା ପୋଲିସ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ସମାଜର ଅନେକ ବର୍ଗର ସମର୍ଥନ ପାଇଛନ୍ତି। ସୋମବାର ଦିନ, ବହୁ ପୂର୍ବତନ ତଥା ବର୍ତ୍ତମାନର ଖେଳାଳିମାନେ କୃଷି ନିୟମକୁ ବିରୋଧ କରି ପୁରସ୍କାର ଫେରସ୍ତ କରିବାକୁ ରାଷ୍ଟ୍ରୀୟ ଭବନ ଅଭିମୁଖେ ଯାତ୍ରା କରିଥିଲେ। ତେବେ ରାସ୍ତାରେ…

ରହସ୍ୟମୟ ରୋଗ କବଳରେ ଆନ୍ଧ୍ରପ୍ରଦେଶ

ହାଇଦ୍ରାବାଦ: ତେଲୁଗୁ ରାଜ୍ୟରେ ଆତଙ୍କ ଖେଳାଇଛି ଅଜଣା ରୋଗ । ଏଲୁରୁ ସହରରେ ୪୦୦ଜଣ ଏକ ରହସ୍ୟମୟ ରୋଗ କବଳରେ ପଡିଛନ୍ତି । ସେଥିମଧ୍ୟରୁ ୧୫୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ରୋଗ ପଛରେ ପ୍ରକୃତ କାରଣ ଜଣାପଡିନଥଲାବେଳେ ଗତ ଶନିବାର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ…