Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଗତ ୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଛି। ତେବେ ଦେଶର ୯୫ ଲକ୍ଷରୁ ଅଧିକ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ…

ଜାପାନରେ କୋଭିଡ -୧୯ ଟିକା ଅନୁମୋଦନ ପାଇଁ ଫାଇଜରର ଆବେଦନ

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ୍ କମ୍ପାନୀ Pfizer Inc. ଶୁକ୍ରବାର ଦିନ ଜାପାନରେ ଏହାର ଗୋଭିଡ୍‌-୧୯ ଟିକା ଅନୁମୋଦନ ପାଇଁ ଆବେଦନ କରିଥିବା କହିଛି। ସୂଚନା ଥାଉ କି ବ୍ରିଟେନ ଏବଂ ଆମେରିକାରେ ଏହା ପୂର୍ବରୁ ଅନୁମୋଦିତ ହୋଇସାରିଛି। ଜାପାନ ସରକାର Pfizer ଏବଂ ଜର୍ମାନ ସହଭାଗୀ…

ଆଜି କୃଷକ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଚାଷୀଙ୍କ ସହ ଆଲୋଚନା କରିବେ। ଦେଶର କିଛି କୃଷକ ଏବଂ ସଂଗଠନ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୨ଟାରେ ଭିଡିଓ କନଫରେନ୍ସିଂ…

ବିଳମ୍ବିତ ରାତିରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାଜଧାନୀ ଦିଲ୍ଲୀରେ ଭୂକମ୍ପ। ରାତି ପାଖାପାଖି ୧୧.୪୬ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୪.୨ ଥିବା ରିକ୍ଟର୍‌ସ୍କେଲ୍‌ରୁ ଜଣାପଡ଼ିଛି। ହରିୟାଣା ଅନ୍ତର୍ଗତ ଗୁରୁଗ୍ରାମର ଦକ୍ଷିଣପଶ୍ଚିମ ଦିଗର ୪୮ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପ କେନ୍ଦ୍ରସ୍ଥଳର…

ତେଜିଲା କେନ୍ଦ୍ର-ମମତା ବିବାଦ

ନୂଆଦିଲ୍ଲୀ : ତିନି ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଶୀଘ୍ର ଛାଡିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହି ତିନି ଆଇପିଏସ୍ ଅଧିକାରୀ ହେଲେ ଭୋଳାନାଥ ପାଣ୍ଡେ ( ଡାଇମଣ୍ଡ ହାର‌୍‌ବର‌୍‌ର ପିଏସ୍‌ ) ପ୍ରବୀଣ ତ୍ରିପାଠୀ ( ପ୍ରେସିଡେନ୍‌ ରେଞ୍ଜ…

ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଏନସିବିର ନୋଟିସ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ୍ କରିଛି ଏନସିବି । ପୂର୍ବରୁ ଆୟୋଜନ କରିଥିବା ପାର୍ଟିର ତଥ୍ୟ ଦେବାକୁ ନୋଟିସ୍ ହୋଇଛି । ଇଲେକ୍ଟ୍ରୋନିକ ଏଭିଡେନ୍ସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନସିବି କହିଛି, କରନ ଜୋହର କୌଣସି ମାମଲାରେ ସଂଦୀଗ୍ଧ ନୁହନ୍ତି । ଡ୍ରଗ୍ସ ସହ ସଂପୃକ୍ତ…

ଆନ୍ଦୋଳନରତ କୃଷକଙ୍କୁ ୮ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି କୃଷକଙ୍କୁ ଚିଠି ଲେଖିଛନ୍ତି । ଆନ୍ଦୋଳନରତ କୃଷକଙ୍କ ପାଖକୁ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଚିଠିରେ କୃଷି ମନ୍ତ୍ରୀ ୮ଟି ଆଶ୍ବାସନା ଦେଇଛନ୍ତି । ଚିଠିରେ ଲେଖାଯାଇଛି ଯେ, ଯେଉଁ…

[ଭିଡ଼ିଓ] ମାସ୍କ ବଦଳାଇଦେବ ପରିଚୟ…

ଭୁବନେଶ୍ୱର: ବୋଧ ହୁଏ ସାରା ବିଶ୍ୱ କରୋନାକୁ ପରାଜିତ କରିଛି । ଏହି ଉକ୍ତିକୁ ଆମେ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ । ମାସ୍କ, ସାନିଟାଇଜର୍ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଆମେ କରୋନାଠୁ ଦୂରେଇ ରହିବାରେ ସକ୍ଷମ ହୋଇଛନ୍ତି । କରୋନା ପାଇଁ ବଜାରରେ ବିଭିନ୍ନ ପ୍ରକାରର ସାନିଟାଇଜର୍…

ସୋନିଆ ଗାନ୍ଧି ଡାକିଲେ ଜରୁରୀ ବୈଠକ: ୧୯ରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାଙ୍କ ଏକ ବୈଠକ ଡାକିଛନ୍ତି । ଆସନ୍ତା ୧୯ ତାରିଖରେ ସୋନିଆ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । କଂଗ୍ରେସରେ ଅସନ୍ତୁଷ୍ଟ ଥିବା ଏହି ନେତାଙ୍କ ସହ ବୈଠକ କରିବେ । ଏହି ନେତାମାନେ କିଛି ଦିନ ତଳେ ସୋନିଆ ଗାନ୍ଧିଙ୍କୁ ଚିଠି…

ବିଧାନସଭାରେ କୃଷି ଆଇନ ଦସ୍ତାବିଜକୁ ଚିରି ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆ ଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରାଯାଇଛି । ବିଧାନସଭାରେ ସେ ତିନିଟି କୃଷି ଆଇନ କପିକୁ ଚିରି ଦେଇଥିଲେ । ଏପରି ଏକ କଳା ଆଇନକୁ ଫେରାଇ ନେବା ପାଇଁ…