Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛୋଟ ପରଦାକୁ ଆସୁଛନ୍ତି ଛୋଟ ଯୀଶୁ

ମୁମ୍ବାଇ: ଛୋଟା ଭୀମ, ଲିଟିଲ୍ କ୍ରିଷ୍ଣା ଓ ଲିଟିଲ ସିଂଘମ୍ ପରେ ଏବେ ଲିଟିଲ ଯୀଶୁଙ୍କ ପାଳି । ଖୁବଶୀଘ୍ର ଛୋଟ ପରଦାକୁ ଆସିବ ସିରିଜ୍ ୟେଶୁ । ଆସନ୍ତା ସୋମବାରଠୁ ଏହି ସିରିଜ ଟିଭି ପରଦାରେ ପ୍ରସାରିତ ହେବ । ଏହି ସିରିଜରେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଙ୍କର ବାଲ୍ୟଲୀଳା ଦେଖିବାକୁ ମିଳିବ…

ଗୋଟିଏ ଦିନ ପାଇଁ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେସିଆଲ ଟ୍ରେନ୍ ବାତିଲ

ଭୁବନେଶ୍ୱର: ଦକ୍ଷିଣ କେନ୍ଦ୍ରୀୟ ରେଳପଥର ଗୁଣ୍ଟକଓଲ ରେଳ ମଣ୍ଡଳ ଅଧୀନ ଗୁଡୁର-ତିରୁପତି ରେଳ ସେକ୍ସନରେ ନନ ଇଣ୍ଟରଲକିଙ୍ଗ ଜନିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲକୁ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ କରିବାକୁ…

କିଏ ବିକୁଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ?

ବାରଣାସୀ: ବିକ୍ରି ହେବ ବାରଣାସୀରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କିଛି ଏପରି ବିଜ୍ଞାପନ ଆଜି ଉତ୍ତରପ୍ରଦେଶରେ ହଟଚମଟ ସୃଷ୍ଟି କରିଥିଲା । ଅନ୍‌ଲାଇନ୍ ପ୍ଲାଟଫର୍ମ ଓଏଲଏକ୍ସରେ ମିନି ପିଏମ୍‌ଓ ବିକ୍ରି ହେବା ବିଜ୍ଞାପନ କେବଳ ସାଧାରଣ ଲୋକ ନୁହେଁ ବରଂ ପୋଲିସ ପ୍ରଶାସନକୁ ବି ଚକିତ…

ଭାରତରେ ଉତ୍ପାଦିତ ସ୍ପୁଟିନିକ୍-ଭି ଟିକାର ରୁଷ୍‌ରେ ଚାଲିଛି ପରୀକ୍ଷା, ୨୦୨୧ ସୁଦ୍ଧା ପ୍ରସ୍ତୁତ ହେବ ୩୦ କୋଟି ଡୋଜ୍‌

ନୂଆଦିଲ୍ଲୀ: କରୋନା ବିରୁଦ୍ଧରେ ଟିକା ଉତ୍ପାଦନ ପାଇଁ ସାରା ବିଶ୍ୱରେ ପ୍ରସ୍ତୁତି ଚାଲିଛି, ଏଥିରେ ଭାରତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଋଷିଆ ଟିକା ସ୍ପୁଟିନିକ୍‌-ଭି ମଧ୍ୟ ଭାରତରେ ଉତ୍ପାଦିତ ହେଉଛି, ବର୍ତ୍ତମାନ ଋଷିଆରେ ଭାରତରେ ଉତ୍ପାଦିତ ଟିକା ପରୀକ୍ଷଣ ଚାଲିଛି। ଋଷିଆ…

ଦର୍ଶକଙ୍କ ପାଇଁ ଫାଣ୍ଟମ୍ ସାଜିବେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ଯାହା ଜଣାପଡୁଛି ବଲିଉଡରେ ଏବେ ସୁପରହିରୋ କ୍ରେଜ ଜୋର ଧରିଛି । ବୋଧ ହୁଏ ସେଥିପାଇଁ ଗୋଟିଏ ପରେ ଗୋଟିଏ ସୁପରହିରୋ ଥିମର ମୁଭି ପାଇପ୍ ଲାଇନ୍‌ରେ ରହିଛି । ଆଗାମୀ ଦିନରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ରଣବୀର କାପୁରଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ହ୍ରିତିକ…

କୋଭିଡ ପରିଚାଳନା: ଏସବିଆଇର ଅଧ୍ୟୟନ ଅନୁଯାୟୀ ଚତୁର୍ଥ ସ୍ଥାନରେ ଓଡିଶା

ଭୁବନେଶ୍ୱର: କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନୁସନ୍ଧାନ ୱିଙ୍ଗ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଏହି ରିପୋର୍ଟ ଦେଇଛି । ଅଧ୍ୟୟନ ଏପ୍ରିଲରୁ ନଭେମ୍ବର ମଧ୍ୟରେ ମାସିକ ତଥ୍ୟ ସହିତ ଦୁଇ ପର୍ଯ୍ୟାୟ ଗାଣିତିକ ମଡେଲ୍…

୨୭ରେ ‘ମନ କି ବାତ୍‌’; ଦେଶବାସୀଙ୍କୁ ଏହିସବୁ ପ୍ରଶ୍ନର ଉତ୍ତର ମାଗିଲେ ମୋଦୀ

ନୂଆଦିଲ୍ଲୀ: ଡିସେମ୍ବର ୨୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ୍‌' ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲୋକଙ୍କୁ ପଚାରିଛନ୍ତି ଯେ ଆପଣ କଣ ଲାଗୁଛି ଆଗାମୀ ବର୍ଷ କିପରି କଟିବ? ୨୦୨୧ ରେ ଆପଣ କ’ଣ ଅଧିକ କଣ…

ହାସ୍ୟ ଅଭିନେତା କୁନାଲ କାମ୍ରା ଏବଂ କାର୍ଟୁନିଷ୍ଟ ରଚିତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଅବମାନନା ନୋଟିସ୍‌ ଜାରି

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କୁନାଲ କାମ୍ରା ଏବଂ କାର୍ଟୁନିଷ୍ଟ ରଚିତା ତାନେଜାଙ୍କ ଅଡୁଆ ବଢୁଥିବା ନଜର ଆସିଛି। ସୁପ୍ରିମକୋର୍ଟ କୁନାଲ କାମ୍ରା ଏବଂ ରଚିତା ତନେଜାଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ଉଭୟଙ୍କୁ ୬ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ଦେବାକୁ କହିଛନ୍ତି।…

ଦିଲ୍ଲୀ: ଗୋଟିଏ ଦିନରେ ସର୍ବାଧିକ ୯୦ ହଜାର କରୋନା ପରୀକ୍ଷା ରେକର୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ପରୀକ୍ଷଣ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଦିନରେ ସର୍ବାଧିକ ୯୦,୩୫୪ ପରୀକ୍ଷା କରାଯାଇଥିଲା ଏବଂ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ କମ୍ ଥିବା ଜଣାପଡିଛି। ଏହା ସହ ଗୋଟିଏ ଦିନରେ କରୋନାର ୧୩୬୩ ଟି ନୂଆ ମାମଲା ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ,…

ଜରୁରୀକାଳୀନ ବ୍ୟବହାର ପାଇଁ ‘ମଡର୍ନା’ ଟିକାକୁ ଖୁବ୍‌ ଶୀଘ୍ର ମିଳିପାରେ ମଞ୍ଜୁରୀ

ୱାଶିଂଟନ୍: କରୋନା ଭୂତାଣୁ ଦ୍ୱାରା ଆମେରିକା ବିଶ୍ୱରେ ସର୍ବାଧିକ ପ୍ରଭାବିତ ଦେଶ ହୋଇଛି। ଏହି ଭୂତାଣୁ ଦେଶରେ ବିପଦ ସୃଷ୍ଟି କରୁଛି। ଏହି ସମୟରେ, ଆମେରିକାର ଫୁଡ୍‌ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ପରାମର୍ଶଦାତା ମଡର୍ନାର କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ସପକ୍ଷରେ…