Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଲିଠୁ ମହାରାଷ୍ଟ୍ରରେ କୋଭିଡ୍ କଟକଣା ଭିତରେ ଖୋଲିବ ଧାର୍ମିକ ସ୍ଥଳୀ

ମୁମ୍ବାଇ: ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର । କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଳିବା ନେଇ ଅନୁମତି ଦେଇଛନ୍ତି ସରକାର । ଦୀପାବଳି ରାତିରେ ଏହି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସର୍ତ୍ତ ସହ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । କରୋନାକୁ…

କମୁଛି କରୋନା କେସ୍: ୨୪ ଘଣ୍ଟାରେ ଦେଶରୁ ୪୧ ହଜାର ଆକ୍ରାନ୍ତ, ୪୪୭ ମୃତ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମିବାରେ ଲାଗିଛି ଦୈନିକ କରୋନା କେସ୍ । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ଏବେ ଦୈନିକ ୫୦ ହଜାରରୁ କମ୍ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୧ ହଜାର ଶହେ ଜଣ । ମୋଟ୍…

ପରୋକ୍ଷ ଭାବେ ଚାଇନାକୁ ଟାର୍ଗେଟ୍‌ କଲା ଭାରତ‌; ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡ।.ଜୟଶଙ୍କର ଶନିବାର ଦିନ ୧୫ ତମ ପୂର୍ବ ଏସିଆ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହି ସମ୍ମିଳନୀର‌େ ଭିଏତନାମର ପ୍ରଧାନମନ୍ତ୍ରୀ ନଗୁଏନ୍ ଜୁଆନ୍ ଫୁକ୍ ଅଧ୍ୟକ୍ଷତା କରିଥିଲେ। ସେ ASEAN ର ସଭାପତି ଅଛନ୍ତି। ତେବେ ସମ୍ମିଳନୀରେ ଚୀନ୍‌ର ନାଁ…

ଟ୍ରମ୍ପ-ବିଡେନ୍ ସମର୍ଥକ ମୁହାଁମୁହିଁ, ଓ୍ୱାଶିଂଟନରେ ହିଂସାକାଣ୍ଡ

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ପରିଣାମକୁ ସହଜରେ ତାଙ୍କ ସମର୍ଥକ ବି ହଜମ କରି ପାରୁ ନାହାନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଜଣାଇବା ଏବଂ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ କରି ଓ୍ୱାଶିଂଟନରେ ବିରୋଧ…

ଘାଟି ତଳକୁ ଖସିଲା ଗାଡି; ୪ ମୃତ, ୪ ଗୁରୁତର

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଘଟିଛି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା । ଘଟି ତଳକୁ କାର ଖସି ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନାନୁସାରେ, ମଥୁରା ଶେରଗଡ ଅଞ୍ଚଳର ପୁଲିଆରେ ଏକ କାର୍ ଘାଟି ତଳକୁ ଖସି ପଡିଥିଲା । ଏହି କାର ଭିତରେ ଗୋଟିଏ ପରିବାରର ୮ ଜଣ ଥିଲେ।…

କୋଭିଡ୍ ହସ୍ପିଟାଲ ଆଇସିୟୁ ଓ୍ୱାର୍ଡରେ ଲାଗିଲା ନିଆଁ, ୧୦ ରୋଗୀ ମୃତ

କୋଭିଡ୍ ୧୯ ହସ୍ପିଟାଲରେ ଅଗ୍ନିକାଣ୍ଡ । ଆଇସିୟୁ ଓ୍ୱାର୍ଡରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରୋମାନିଆରେ । ଦୁର୍ଘଟଣାରେ ଆଉ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ରୋମାନିଆର ପିଏଟ୍ରା ନିମଟରେ ଥିବା ସରକାରୀ…

ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପାକ୍ ହାଇକମିଶନରଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଏନେଇ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ଭାରତ । ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସମନା କରାଯାଇଛି । ଗତ କିଛି ଦିନ ଭିତରେ ଜାମ୍ମୁ କାଶ୍ମୀର…

ବିହାରରେ ଆଜି ଏନଡିଏ ବୈଠକ, ବିଧାୟକ ଦଳ ନେତା ନିର୍ବାଚିତ ହେବେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ବସୁଛି ଏନଡିଏ ବିଧାୟକ ଦଳ ବୈଠକ । ଏଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯିବ । ବୈଠକରେ ଅଂଶୀଦାର ଦଳ ବିଜେପି, ଜେଡିୟୁ, ହାମ୍ ଓ ଭିଆଇପିର ନବନିର୍ବାଚିତ…

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ଶିମଲା:ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶନିବାର ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଶିମଲସ୍ଥିତ ଆଇଜିଏମସି ଡାକ୍ତରଖାନାରେ ଭିର୍ତି କରାଯାଇଛି । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶୁକ୍ରବାରଠାରୁ ସେ ହିମାଚଳ ପ୍ରଦେଶ ଗସ୍ତରେ…

ଇନଷ୍ଟାଗ୍ରାମରେ ରାଜ କରୁଛି ବନ୍ଦିତାଙ୍କ ଖାଣ୍ଟି ଓଡିଆଣୀ ହାତରନ୍ଧା

ଭକ୍ତି ଓ ଭାବପ୍ରବଣତା ଏକ ଫେଣ୍ଟାଫେଣ୍ଟି ଅବରୋଧ ଭିତରେ ସେ ଖୋଜନ୍ତି ନିଜ ପ୍ରିୟ କାଳିଆ ଠାକୁରଙ୍କୁ । ପୁରୀରେ ତାଙ୍କର ଜନ୍ମ ହୋଇଥିବା ବେଳେ ତାଙ୍କ ପରିବାର ଜଗନ୍ନାଥ ସଂସ୍କୃତି ସହ ଜଡିତ । ବାପାଜେଜେଙ୍କ ଭଳି ସେ ବି ଚାହାନ୍ତି ସାଆନ୍ତଙ୍କ କଥା, ପରମ୍ପରା ଓ କିମ୍ବଦନ୍ତୀ  ଭକ୍ତଙ୍କ ପାଖରେ…