Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୀପାବଳିରେ ଭାରତ-ଚୀନ ସୀମାରେ ଶାନ୍ତିର ଦୀପ ଜଳିବ !

ନୂଆଦିଲ୍ଲୀ:ଲଦାଖର ପୂର୍ବାଂଚଳରେ ଭାରତ-ଚୀନ ସୀମା ବିବାଦର ଉତେଜନା ଏବେ ମଧ୍ୟ ହ୍ରାସ ପାଇନି । ବାରମ୍ବାର ଆଲୋଚନା ବିଫଳ ହେବା ପରେ ଏଥର କିନ୍ତୁ ଆଶା ଉଜ୍ଜୀବିତ ହୋଇଛି । ଦୀପାବଳି ପୂର୍ବରୁ ଭାରତ-ଚୀନ ବିବାଦୀୟ ଅଂଚଳରୁ ପଛକୁ ହଟିବା ନେଇ ରାଜି ହୋଇଛନ୍ତି । ଫିଙ୍ଗର ଏବଂ ପୋଙ୍ଗାଙ୍ଗ ହ୍ରଦ…

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଫଳରେ ସେ ୮ ଦିନ ପରେ ଜେଲ୍‌ରୁ ମୁକ୍ତି ପାଇବେ । ୨୦୧୮ ଏକ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ।…

କିଏ ଡ୍ରାମେବାଜ? ଫାତିମା ନା’ ଦିଲଜିତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡ୍ରାମେବାଜ କହିଲେ ଅଭିନେତା ଦିଲ୍‌ଜିତ ଦୋସାଞ୍ଜ । ତେବେ ପ୍ରକୃତ ଜୀବନରେ ନୁହେଁ, ଅପ୍‌କମିଂ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ର ଏକ ଗୀତରେ ସେ ଏଭଳି କହିଛନ୍ତି । ରିଲିଜ ହୋଇଛି ଏହି ଫିଲ୍ମର ଏକ ପେପି ଟ୍ରାକ ତଥା ପାର୍ଟି ସଙ୍ଗ । ଏହି…

କରୋନା ଭାଇରସ: ଜୈବିକ ପ୍ରତିରୋଧ, ମହାମାରୀ ରୂପ ଦେଉଥିବା ଜିନ୍‌ର ଚିହ୍ନଟ

ନ୍ୟୁୟର୍କ: ଆମେରିକା ବୈଜ୍ଞାନିକମାନଙ୍କୁ ବୁଧବାର କରୋନା ଭାଇରସ ଗବେଷଣାରେ ବହୁତ ବଡ ସଫଳତା ମିଳିଛି । କରୋନା ଭାଇରସକୁ ପ୍ରତିରୋଧ କ୍ଷମତା ଓ ମହାମାରୀ ରୂପ ଦେଉଥିବା ଜିନର ଚିହ୍ନଟ ସେମାନେ କରିପାରିଛନ୍ତି । ଏହା ଦ୍ୱାରା କରୋନା ଭାଇରସର ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସହାୟ ହେବ । କରୋନା…

ପ୍ରେମରେ ପଡିଛନ୍ତି କି କ୍ରିକେଟର୍ ପୃଥ୍ୱୀ ଶ ?

ଭୁବନେଶ୍ୱର: ଦିଲ୍ଲୀ କ୍ୟାପିଟାଲ୍ସର ଓପନର୍ ପୃଥ୍ୱୀ ଶ । ଭାରତର ଜଣେ ପ୍ରତିଭାବାନ କ୍ରିକେଟର୍ । ସୋମବାର ଏହି ଖେଳାଳି ନିଜର ୨୧ତମ ଜନ୍ମଦିନ ପାଳିଥିଲେ । ଏହି ଅବସରରେ ତାଙ୍କୁ ଅନେକ ଲୋକ ଶୁଭେଛା ଜଣାଇଥିଲେ । ହେଲେ ଏକ ଖାସ୍ ୱିସ୍ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ନିଜ ଜନ୍ମଦିନରେ…

ଅର୍ଣ୍ଣବ ଗୋସ୍ୱାମୀ ମାମଲା: ବିରକ୍ତି ହେଲେ ସୁପ୍ରିମକୋର୍ଟ, ମହାରାଷ୍ଟ୍ର ସରକାରଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଆବେଦନ ଶୁଣାଣିବେଳେ ସୁପ୍ରିମକୋର୍ଟ କଡା ମନ୍ତବ୍ୟ ଦେଇଛନ୍ତି । ଯଦି ରାଜ୍ୟ ସରକାର ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବେ, ତାହେଲେ ସେମାନେ ଜାଣିବା ଦରକାର ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା…

ବଲିଉଡ ଡ୍ରଗ୍ସ ଲିଙ୍କ: NCBରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା

ମୁମ୍ବାଇ: ଡ୍ରାଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଅଫିସ୍‌ରେ ହାଜର ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସ । ଏନ୍‌ସିବି ଆଜି ସାକଳେ ପଚରାଉଚରା କରିବା ପାଇଁ ତାଙ୍କୁ ସମନ ପଠାଇଥିଲା । ଗେବ୍ରିଏଲାଙ୍କ ସହ ଅଜୁର୍ନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ…

ଫିଲ୍ମ ନିର୍ମାଣ ପାଇଁ ଛେଳି ଚୋରି !

ତାମିଲନାଡୁ: ଆଜିକାଲି ବାସ୍ତବ ଜୀବନର ଅନେକ ଘଟଣାକୁ ଫିଲ୍ମରେ ରୂପାନ୍ତରିତ କରାଯାଉଛି । ଠିକ୍ ଏହିପରି ଏକ ଘଟଣା ଘଟିଛି ତାମିଲନାଡୁରେ । ଯେଉଁଠି ଦୁଇ ଭାଇ ଚୋରି କରି ନିଜ ବାପାର ଫିଲ୍ମ ନିର୍ମାଣ କରିବା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ । ଏପରିକି ସେହି ଫିଲ୍ମରେ ଦୁହେଁ ଅଭିନେତା…

କରୋନା ଟିକା ବଣ୍ଟନ ପାଇଁ ସରକାର ରଣନୀତି ପ୍ରସ୍ତୁତ କରିବା ଉଚିତ; ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ, ୭ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି ଏବଂ ୮୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। କରୋନା ବିପର୍ଯ୍ୟୟ ମଧ୍ୟରେ ସମସ୍ତେ ଉତ୍ସାହର ସହିତ ଏହି ଟିକାକୁ ଅପେକ୍ଷା କରିଛନ୍ତି। ଏହି ସମୟରେ…

ଆଫଗାନିସ୍ତାନ ଗୁରୁଦ୍ୱାର ଆକ୍ରମଣ; ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ଅନୁସନ୍ଧାନ ପାଇଁ କାବୁଲ ପହଞ୍ଚିଲା ଏନଆଇଏ ଟିମ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର ଗୁରୁଦ୍ୱାର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ଚାରିଜଣ ଫାଷ୍ଟ ଟ୍ରାକ୍ ଅଧିକାରୀ ସେମାନଙ୍କ ଟିମ୍ ସହିତ କାବୁଲରେ ପହଞ୍ଚିଛନ୍ତି। ଏହା ପ୍ରଥମ ଥର ପାଇଁ ହେଉଛି ଯେ ଏନଆଇଏ ଟିମ୍ ଏକ…