Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଆସିବେ ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ ଓ କଣ୍ଟେଣ୍ଟ ପ୍ରୋଗ୍ରାମ

ନୂଆଦିଲ୍ଲୀ: ଦେଶରେ ଚାଲୁଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଅନଲାଇନ୍ କଣ୍ଟେଣ୍ଟ ପ୍ରୋଗ୍ରାମ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଆଜି ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଅନଲାଇନ୍…

ଆମେରିକାରେ ଭୟଙ୍କର ସ୍ଥିତି: ଗୋଟିଏ ଦିନରେ ଦୁଇ ଲକ୍ଷ କରୋନା ପଜିଟିଭ୍

କରୋନାର ଥାର୍ଡ ଓ୍ୱେଭରେ ତ୍ରାହି ତ୍ରାହି ଡାକ ଛାଡୁଛି ଆମେରିକା । ମହାମାରୀ ସ୍ଥିତି ସଙ୍ଗୀନ । ଗୋଟିଏ ଦିନରେ ରେକର୍ଡ ଦୁଇ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଆମେରିକାରେ ଏଯାଏ ସର୍ବାଧିକ ୨ ଲକ୍ଷ ୧ ହଜାର ୯୬୧ ଜଣ ସଂକ୍ରମିତ ହୋଇଛନ୍ତି । ଜନ୍ସ ହପକିନ୍ସ…

‘ହୁ’ ମୁଖ୍ୟ ଟେଡ୍ରୋସ୍ ଏଡ୍‌ହୋମ୍‌ଙ୍କ ଚେତାବନୀ; ଆମେ ଦୁର୍ବଳ ହୋଇପଡ଼ିବା କିନ୍ତୁ ଭାଇରସ୍‌ ନୁହେଁ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟେଡ୍ରୋସ୍ ଏଡ୍‌ହୋମ୍‌ ଲୋକଙ୍କୁ କରୋନା ଭୂତାଣୁ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ମହାମାରୀ ସହିତ ଲଢିବାବେଳେ ଆମେ ଦୁର୍ବଳ ହୋଇପାରିବା କିନ୍ତୁ କରୋନା ଥକିବନି। WHO ର ମୁଖ୍ୟ ବାର୍ଷିକ ସମାବେଶରେ ଯୋଗ ଦେଇ…

ବିହାରରେ ଏନଡିଏର ବିଜୟ ଓ ମହାମେଣ୍ଟ ପରାଜୟ ପଛର ୫ ପ୍ରମୁଖ କାରଣ

ନୂଆଦିଲ୍ଲୀ: ବିହାରରେ ଭୁଲ ପ୍ରମାଣିତ ହେଲା ଏକଜିଟ୍ ପୋଲ୍ । ଏକଜାଟି ରେଜଲ୍ଟ ପରିଣାମ ଆସିଲା ଓଲଟା । ମ୍ୟାଜିକ୍ ନମ୍ୱର ଛୁଇଁ ପାରିଲାନି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ । ବିଜେପିର ସୁପର ସୋ ବଳରେ ଏନଡିଏ ବାଜିମାତ କଲା । ମୋଦି-ନୀତିଶ କେମିଷ୍ଟ୍ରି ବଳରେ ବିହାରରେ ଶାସନ କ୍ଷମତା ବଜାୟ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୮୦ ଲକ୍ଷ ଆକ୍ରାନ୍ତ, ୫ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଛି ସୁସ୍ଥ ହାର । ଦେଶରେ ୮୬ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୪ ହଜାର ୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୬ ଲକ୍ଷ ୩୬ ହଜାର ୧୨କୁ ବୃଦ୍ଧି ପାଇଛି ।…

ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ପୂର୍ବରୁ କେବେ ହୋଇଥିଲେ ସିଏମ୍ ?

ପାଟନା: ବିହାର ବାଜି ଜିତିଛି ଏନଡିଏ । ୧୨୫ ଆସନରେ ବହୁମତ ହାସଲ କରିଛନ୍ତି । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ମୁଖ୍ୟ ନୀତିଶ କୁମାର । ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବେ ନୀତିଶ । ସେ ବିହାରର ୩୭ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ନିର୍ବାଚନ…

ବିହାରରେ ଏନଡିଏ ସରକାର: ୧୨୫ ଆସନ ସହ ବହୁମତ ହାସଲ, ୧୧୦ ସିଟରେ ଅଟକିଲା ମହାମେଣ୍ଟ

ନୂଆଦିଲ୍ଲୀ: ବିହାରରେ ବିଜେପିର ସୁପର ସୋ । କ୍ଷମତା ଲଢ଼େଇରେ ପୁଣି ଏନଡିଏ ହାତରେ ବିହାର ଶାସନ ଡ଼ୋରି ଧରାଇଛନ୍ତି ବିହାର ଭୋଟର । ୧୨୫ ଆସନ ସହ ବହୁମତ ହାସଲ କରିଛି ଏନଡିଏ । ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ଥିଲା ୧୨୨ । ଏନଡିଏ ମେଣ୍ଟରେ ବିଜେପି ବଡ଼ ଦଳ ଭାବରେ ଉଭା ହୋଇଛି ।…

ବିହାର ରେଜଲ୍ଟ; ତେଜସ୍ୱୀ ଯାଦବଙ୍କ ପାଇଁ ଖଳନାୟକ ସାଜିଲେ ଓବେସି

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ବିଜେପି ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ବିଫଳ ହୋଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଏଠାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗତକାଲି ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗ ସମସ୍ତ ୨୪୩ଟି ଆସନରେ ଫଳାଫଳ ଘୋଷଣା…

ଶ୍ରୀଦେବୀଙ୍କ ସହ ରୋମାନ୍ସ କରିବାକୁ ଡରୁଥିଲେ ସଲମାନ ଖାନ; ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କ ସହ ପ୍ରାୟ ସବୁ କଳାକାର ସ୍କ୍ରିନ୍ ରେ ଦେଖାଯିବାକୁ ଚାହାଁନ୍ତି। ଦର୍ଶକଙ୍କୁ ସିନେମା ହଲରେ ବାନ୍ଧି ରଖିବା ସହ ବକ୍ସ ଅଫିସରେ ସିନେମା ହିଟ କରାଇବା ପାଇଁ ସଲମାନଙ୍କ ଅଭିନ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ହିଁ ଯଥେଷ୍ଟ । ତେବେ ବଲିଉଡର…

ବିହାର ନିର୍ବାଚନ ଫଳାଫଳରେ ଏବେ ବି ସସ୍ପେନ୍ସ ଜାରି :ଏନଡିଏ ୧୨୩, ମହାଗଠବନ୍ଧନ ୧୧୩

ପାଟନା: ବିହାର ନିର୍ବାଚନ ଫଳାପଳ ଭାରତ-ପାକିସ୍ତାନ ମ୍ୟାଚର ରୋମାଂଚକୁ ପଛରେ ପକାଇ ଦେଇଛି । ରାତି ୯ଟା ୩୦ରେ ପ୍ରାପ୍ତ ରିପୋର୍ଟ ଅନୁସାରେ ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୩ ରେ ଆଗେଇଛନ୍ତି । ଏନଡିଏ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୨୨ ସିଟରୁ ଆଗରେ ଥିଲେ ମଧ୍ୟ ଖୁସି ମନାଇ ପାରୁ ନାହିଁ ।…