Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟାଇମ ପତ୍ରିକାରେ ୨୦୨୦ ଖରାପ ବର୍ଷ ଭାବେ ଚିହ୍ନିତ

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ପତ୍ରିକା ଟାଇମ ୨୦୨୦କୁ ଖରାପ ବର୍ଷ ଭାବେ ଚିହ୍ନିତ କରିଛି । ପତ୍ରିକା ତାର ମୂଖ୍ୟ ପୃଷ୍ଠାରେ ୨୦୨୦ ଲେଖି ନାଲି ରଙ୍ଗର ଛକି ଚିହ୍ନ ମାରିଛି । ସେହିପରି ଆମେରିକା ସଭାପତି ଜୋ ବାଇଡେନ ଓ ଉପ ସଭାପତି କମଳା ହ୍ୟାରିସଙ୍କୁ ବର୍ଷର ଶ୍ରେଷ୍ଠ ବ୍ୟକ୍ତି ଭାବେ…

-୫୧ ଡିଗ୍ରୀ ସେଲ୍‌ସିୟସ୍‌ରେ ବି ଏଠାରେ ଖୋଲିଥାଏ ସ୍କୁଲ୍‌

ନୂଆଦିଲ୍ଲୀ: ସାଇବେରିଆ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ବିବେଚନା କରାଯାଏ ଏବଂ ଏଠାରେ ଦୁନିଆର ସବୁଠାରୁ ଶୀତଳ ବିଦ୍ୟାଳୟ ମଧ୍ୟ ଅବସ୍ଥିତ। ଯେଉଁଠାରେ ତାପମାତ୍ରା ପ୍ରାୟତ -୫୦ ଡିଗ୍ରୀ ସେଲସିୟସ୍ ରହିଥାଏ। ଏଠାରେ ଏତେ ଥଣ୍ଡା ପରେ ବି ଛୋଟ ପିଲାମାନେ ପାଠ ପଢିବା ପାଇଁ ଏହି ସ୍କୁଲରେ…

ନିର୍ବାଚନ ଫଳାଫଳକୁ ନେଇ ଟ୍ରମ୍ପ ସମର୍ଥକଙ୍କ ୱାଶିଂଟନରେ ପୁନର୍ବାର ରାଲି ପ୍ରଦର୍ଶନ

ୱାଶିଂଟନ୍: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବିଜୟ ହାସଲ କରିଥିଲେ ଏବଂ ଟ୍ରମ୍ପ୍‌ ଏହି ନିର୍ବାଚନୀ ଲଢେଇରେ ହାରିଯାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ​​ପରାଜୟ ପରେ ବି ଟ୍ରମ୍ପଙ୍କ ସମର୍ଥକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ୍ ଏବଂ ଫଳାଫଳ ପରିବର୍ତ୍ତନ କରିବାକୁ…

ପ୍ରଣବଙ୍କ ପୁସ୍ତକରେ କଂଗ୍ରେସ ଭିତିରି କଥା: ୨୦୧୪ ନିର୍ବାଚନ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଉଲ୍ଲେଖ ରହିଛି କଂଗ୍ରେସର ଗୁମର । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧି ଓ ପୂର୍ବତନ ପରଧାନମନ୍ତ୍ରୀ ମନମୋହନ ସିଂହ ଦାୟୀ । ଏକଥା ଲେଖିଛନ୍ତି ପ୍ରଣବ ମୁଖାର୍ଜୀ । ସେ ତାଙ୍କ ଅନୁଭୂତିର ପୁସ୍ତକ…

ଆଜି FICCIର ୯୩ ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ FICCI ର ୯୩ ତମ ବାର୍ଷିକ ସାଧାରଣ ସଭା ଏବଂ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ଚଳିତ ବର୍ଷର ବାର୍ଷିକ ସମ୍ମିଳନୀର ବିଷୟବସ୍ତୁ ହେଉଛି “ପ୍ରେରିତ ଭାରତ”। ପ୍ରଧାନମନ୍ତ୍ରୀ FICCI ର ବାର୍ଷିକ ଭର୍ଚୁଆଲ୍…

ଉତ୍ତରପ୍ରଦେଶ: ଟୋଲ ପ୍ଲାଜା ବନ୍ଦ କରିବାକୁ କୃଷକଙ୍କ ଧମକ; ସତର୍କ ସୂଚନା ଜାରି କଲା ୟୁପି ପ୍ରଶାସନ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଦାବି ପୂରଣ ନହେଲେ ଏହା ଆହୁରି ଉଗ୍ର ରୂପ ଧାରଣ କରିବ ବୋଲି କୃଷକ ସଂଘ ଚେତାବନୀ ଦେଇଛି। ହରିୟାଣାର ଉତ୍ତେଜିତ କୃଷକମାନେ ଟୋଲ ପ୍ଲାଜା ବନ୍ଦ କରିବାକୁ ଧମକ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପାଞ୍ଚଟି ଟୋଲ…

ବାଇଡେନ୍‌ଙ୍କ ଉପରେ ରିପବ୍ଲିକାନର ହମ୍‌ଲାକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜୋ ବାଇଡେନ୍‌ଙ୍କ ନିର୍ବାଚନକୁ ପରାସ୍ତ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦାୟର ହୋଇଥିବା ଏକ ମକଦ୍ଦମାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ରାଜ୍ୟ ତଥା କେନ୍ଦ୍ର ବିଚାରପତିଙ୍କ ଦ୍ୱାରା ଆଇନଗତ ପ୍ରସଙ୍ଗ ପାଇବାକୁ…

ଦେଶରେ ୯୮ଲକ୍ଷ କରୋନା ସଂକ୍ରମିତ, ମୃତ୍ୟୁସଂଖ୍ୟା ୧ଲକ୍ଷ ୪୨ହଜାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ହଜାର ୫ ନୂଆ ଆକ୍ରାନ୍ତ । ଏହି ସମୟରେ ୧୦ଲକ୍ଷ ୬୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୨୬ହଜାର ୭୭୫କୁ ବୃଦ୍ଧି ପାଇଛି ।…

ସବୁ ଟୋଲ ପ୍ଲାଜା ଓ ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ତୁଟୁନି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି କୃଷକ ସଂଗଠନ । ଆଜି ସବୁ ଟୋଲ୍ ପ୍ଲାଜା ଘେରାଉକରୁଛନ୍ତି ଆନ୍ଦୋଳନକାରୀ ଚାଷୀ । ରିଲାଏନ୍ସ ଓ ଆଦାନୀର ଟୋଲ ପ୍ଲାଜାକୁ ଫ୍ରି କରୁଛନ୍ତି ।…

ଆମେରିକାରେ ୨୪ ଘଣ୍ଟା ଭିତରେ ଦିଆଯିବ Pfizer ଟିକା: ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ବ୍ରିଟେନ, ବାହାରିନ୍, କାନାଡ଼ା ପରେ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ ଦେଇଛି ଆମେରିକା । କିଛି ଦିନ ଭିତରେ ସବୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ତାପୂର୍ବରୁ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ପ୍ରଥମ …