Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଇଡେନ୍‌ଙ୍କ ସହିତ ହ୍ୱାଇଟ୍‌ ହାଉସ୍‌ ଯିବେ ‘ମେଜର୍’‌ ଏବଂ ‘ଚାମ୍ପ୍‌’

ନୂଆଦିଲ୍ଲୀ: ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ଆମେରିକା ଏହାର ପରବର୍ତ୍ତୀ ରାଷ୍ଟ୍ରପତି ପାଇଛି। ନିର୍ବାଚନ ଯୁଦ୍ଧରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ବାଇଡେନ୍‌ ଆମେରିକାର ନୂତନ ରାଷ୍ଟ୍ରପତି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ୍‌ ହାଉସରେ ଟ୍ରମ୍ପଙ୍କ ବଦଳରେ…

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ମିଲିୟନ୍‌ ପାର୍‌

ନୂଆଦିଲ୍ଲୀ: କରୋନା ଭାଇରସ୍ ସାରା ବିଶ୍ୱରେ କ୍ରମାଗତ ଭାବେ ବିପଦ ସୃଷ୍ଟି କରିବାରେ ଲାଗିଛି। ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ଅତିକ୍ରମ କରିସାରିଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ମହାମାରୀ ଦ୍ୱାରା ୫୦,୩୨୫,୦୭୨ ଲୋକ ସଂକ୍ରମିତ ହୋଇଛନ୍ତି। ୧,୨୫୫,୪୮୯…

ଚାଇନା ସୋସିଆଲ୍‌ ମିଡିଆରେ ଆମେରିକା ଫଳାଫଳକୁ ନେଇ ଆନ୍ଦୋଳନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ଚୀନ୍‌ର ସୋସିଆଲ ମିଡିଆରେ ଜବରଦସ୍ତ ଆନ୍ଦୋଳନ ଚାଲିଛି ଏବଂ ଲୋକମାନେ ଫଳାଫଳକୁ ନେଇ ଉତ୍ସାହର ସହ ପ୍ରତିକ୍ରିୟା କରୁଛନ୍ତି। ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହୋଇଥିବା ଜୋ ବାଇଡେନ୍‌ଙ୍କ ପ୍ରୋଫାଇଲ ଯାଞ୍ଚ କରାଯାଉଥିବାବେଳେ…

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ଦୁଇ ଦିନିଆ ମାଲଦ୍ୱୀପ ଗସ୍ତ; ଅର୍ଥନୈତିକ ସଂସ୍କାର ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି ଦୁଇ ଦିନିଆ ମାଲଦ୍ୱୀପ ଗସ୍ତରେ ଯାଇଛନ୍ତି। ଏହି ସମୟ ମଧ୍ୟରେ ସେ କରୋନା ଭୁତାଣୁର ସ୍ଥିତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା କରିବେ। ଏହା ସହିତ ମାଲଦ୍ୱୀପରେ ଅର୍ଥନୈତିକ ପୁନରୁଦ୍ଧାରରେ ଭାରତୀୟ…

ଦେଶରେ ଦିନକରେ ୪୫ ହଜାର ୯୦୩ ସଂକ୍ରମିତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା କାୟାରେ ଲାଗୁନି ବ୍ରେକ । ଦିଲ୍ଲୀ, କେରଳରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୯୦୩ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୫ ଲକ୍ଷ ୫୩ ହଜାର ୬୫୭କୁ ବୃଦ୍ଧି ପାଇଛି । ଜୀବନ ନେଉଛି ମହାମାରୀ ।…

ଦେଶର ଆତ୍ମାକୁ ଫେରାଇ ଆଣିବାର ଲକ୍ଷ୍ୟ ରଖିଛୁ; କମଲା ହାରିସ୍‌

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି ଏବଂ ଜୋ ବାଇଡେନ୍‌ ବିଶ୍ବର ସବୁଠୁ ଶକ୍ତିଶାଳୀ ରା‌ଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ବିଜୟ ହାସଲ କରିଛନ୍ତି। ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସ୍ ସୋମବାର ଟୁଇଟ୍ କରି…

ପ୍ରତ୍ୟେକ ବୈଧ ଭୋଟ୍‌ ଗଣାଯିବା ଉଚିତ; ମେଲାନିଆ ଟ୍ରମ୍ଫ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ୍‌ଙ୍କଠାରୁ କଡ଼ା ପରାଜୟର ସମ୍ମୁଖୀନ ହୋଇଛନ୍ତି। ବାଇଡେନ୍‌ଙ୍କୁ ୨୯୦ ନିର୍ବାଚନ ଭୋଟ୍ ମିଳିଥିବାବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ ଟି ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ। ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି…

ଭୁଲ ସୁଧାରିଲା ଅକ୍ସଫୋର୍ଡ; ଓମ୍ୟାନ ଶବ୍ଦକୁ କଲା ଅପଡେଟ୍

ନୂଆଦିଲ୍ଲୀ: ଶେଷରେ ଭୁଲ ସୁଧାରିଲା ଅକ୍ସଫୋର୍ଡ ଡିକ୍ସନାରି। ଏହାର ଶବ୍ଦ କୋଷରେ ଥିବା ଓମ୍ୟାନ ଶବ୍ଦର ଅର୍ଥରେ ପରିବର୍ତ୍ତନ ଅଣାଯାଇ ଏହାକୁ ଅପଡେଟ୍ କରାଯାଇଛି। ସଦ୍ୟ ସଂସ୍କରଣ ଅନୁଯାୟୀ, ଓମ୍ୟାନ ଶବ୍ଦର ଅର୍ଥ ମହିଳା, ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ, ଗାର୍ଲଫ୍ରେଣ୍ଡ ବା ପ୍ରେମିକା ଭାବେ…

ବାରଣାସୀରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୋଦି

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବାରଣାସୀରେ ପ୍ରାୟ ୩୦ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ । ଏହି ଉଦଘାଟନ୍ ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ସୂଚନା ମିଳିଛି । କୃଷି, ପର୍ଯ୍ୟଟନ ଓ ଇନଫ୍ରାଷ୍ଟ୍ରକଚର ଆଦି ପ୍ରକଳ୍ପ ପାଇଁ ୬୧୪…

ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କଲା ବାପା !

ଉତ୍ତରପ୍ରଦେଶ: କଳଙ୍କିତ ହୋଇଛି ବାପା ଓ ଝିଅର ପବିତ୍ର ସମ୍ପର୍କ । ନିଜ ରକ୍ତକୁ ଧୋକା ଦେଲା ଜନ୍ମଦାତା । ଉତ୍ତରପ୍ରଦେଶ ନୋଏଡା ଅଂଚଳରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ନିଜ ନାବାଳିକା ଝିଅ ସହ ଖୋଦ ତା ବାପା ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି…