Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡିବା ପୂର୍ବରୁ ଚୀନ ବିରୋଧରେ ଟ୍ରମ୍ପ ବଡ କାର୍ଯ୍ୟାନୁଷ୍ଠାନ ନେବେ !

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ଯାଇଛି । ଡେମୋକ୍ରେଟିକ ପାର୍ଟିର ଜୋ ବାଇଡେନ ବିଜୟୀ ହୋଇଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ତୀରରେ ଦୁଇଟି ଶୀକାର କରିବା ଲକ୍ଷ୍ୟରେ ରହିଛନ୍ତି । ରାଷ୍ଟ୍ରପତି…

ମାସ୍କ ପିନ୍ଧିବାକୁ ଆମେରିକାବାସୀଙ୍କୁ ନିବେଦନ କଲେ କମଲା ହାରିସ୍‌

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। କରୋନା ଭୂତାଣୁ ସଂକ୍ରମଣର ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି। ସର୍ବାଧିକ କରୋନା ପ୍ରଭାବିତ ଦେଶ ଆମେରିକାରେ ପ୍ରତିଦିନ ୧ ଲକ୍ଷ ୨୦ ହଜାରରୁ ଅଧିକ ନୂତନ କରୋନା…

ବିଗ ବାସ୍କେଟର ଡାଟାବେସରୁ ୨ କୋଟି ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ: ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟ ଡାଟାବେସରୁ ହ୍ୟାକରମାନେ ୧୫ଜିିବି ଫାଇଲ ଚୋରି କରିଛନ୍ତି । ଏଥିଯୋଗୁ ଅନଲାଇନରେ ୨କୋଟି ୟୁଜର୍ସଙ୍କ ଗୁପ୍ତ ତଥ୍ୟ ଲିକ୍ ହୋଇଛି । ସାଇବର ଇଂଟେଲଜେନ୍ସ କମ୍ପାନୀ ସାଇବେଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବିଗ୍ ବାସ୍କେଟ ବାଙ୍ଗାଲୋର…

ଉତ୍ସବ ସମୟରେ ‘‌ଭୋକାଲ୍‌ ଫର୍‌ ଲୋକାଲ୍’‌ ମନ୍ତ୍ରକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାରଙ୍କ ଆବେଦନ

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଏଥର କେନ୍ଦ୍ର ସରକାର ପକ୍ଷରୁ ଏକ ସ୍ୱତନ୍ତ୍ର ଆବେଦନ କରାଯାଇଛି। ଦୀପାବଳି ପର୍ବ ସମୟରେ ସ୍ଥାନୀୟ ଉତ୍ପାଦଗୁଡ଼ିକ କ୍ରୟ କରିବା ପାଇଁ ଲଗାତାର୍‌ ଭାବେ ଅପିଲ କରାଯାଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ…

ଏଥର ଅଯୋଧ୍ୟାରେ ପାଳନ ହେବ ସ୍ୱତନ୍ତ୍ର ଦୀପାବଳି; ଅନ୍‌ଲାଇନ୍‌ରେ ‘ଅଯୋଧ୍ୟା ଦୀପୋତ୍ସଭ’ରେ ଭାଗ ନେଇ…

ନୂଆଦିଲ୍ଲୀ: ଏଥର ଦୀପାବଳି ଅଯୋଧ୍ୟାରେ ସ୍ୱତନ୍ତ୍ର ହେବାକୁ ଯାଉଛନ୍ତି। ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବ। କରୋନା ସଙ୍କଟ ମଧ୍ୟରେ, ଏହି ପର୍ବ ପାଳନ କରାଯାଉଛି। ଏହା ମଧ୍ୟରେ ବହୁତ କିଛି ଡିଜିଟାଲ୍ ହୋଇଯାଇଛି। ଏଥର 'ଅଯୋଧ୍ୟା…

ଫିରୋଜଙ୍କ ପରେ NCB ଜାଲରେ ଫସିଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡର ନାମୀ ପ୍ରଯୋଜକ ଫିରୋଜା ନାଦିଆଦୱାଲାଙ୍କ ପରେ ଏନ୍‌ସିବି ଜାଲରେ ଫସିଲେ ଅଭିନେତା ଅର୍ଜୁନ ରାମାପାଲ । ତାଙ୍କ ମୁମ୍ବାଇ ସ୍ଥିତ ଘରେ ଆଜି ଏନ୍‌ସିବି ଚଢ଼ାଉ କରିଛି । ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚି ଡ୍ରଗ୍ସ ଖୋଜୁଥିବା ନେଇ ସୂଚନା ମିଳିଛି।…

ବାଣ ଫୁଟାଇବା ଓ ବିକ୍ରି କରିବା ବ୍ୟାନ୍ କଲା ଏନ୍‌ଜିଟି

ନୂଆଦିଲ୍ଲୀ: ବାଣ ଫୁଟାଇବା ଓ ବିକ୍ରି କରିବା ଉପରେ ଲାଗିଲା କଟକଣା । ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ…

ଫଳାଫଳ ପୂର୍ବରୁ ବିହାରରେ କଂଗ୍ରେସକୁ ବିଭାଜନ ଭୟ, ପାଟନା ଗଲେ ଦୁଇ ବରିଷ୍ଠ ନେତା

ପାଟନା: କାହା ଦଖଲରୁ ଯିବ ବିହାର ? ଏନଡିଏ ପୁଣି ସରକାର ଗଢ଼ିବ ନା ଫେରିବ ମହାମେଣ୍ଟ ? ଆସନ୍ତାକାଲି ଆସିବ ରେଜଲ୍ଟ । ଭୋଟ ଗଣତି ପରେ ପ୍ରକାଶ ପାଇବ ଫଳାଫଳ । ଏକଜାଟ୍ ରେଲ୍ଡ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ କଂଗ୍ରେସକୁ ଘାରିଛି ବିଭାଜନ ଭୟ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଅନୁସାରେ…

ଦୀପାବଳିରେ ବାରଣାସୀବାସୀଙ୍କୁ ଉପହାର ଦେଲେ ମୋଦୀ; ସମ୍ବୋଧନରେ କହିଲେ ବାବା ବିଶ୍ୱନାଥଙ୍କ କୃପାରୁ ସବୁ ସମ୍ଭବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ସଂସଦ ନିର୍ବାଚନମଣ୍ଡଳୀ ବାରାଣାସୀଙ୍କୁ ଦିପାବଳୀର ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୭୦୦ କୋଟିରୁ ଅଧିକ ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀକୁ ସମ୍ବୋଧନ କରି…

ସାଉଥ ମେଗାଷ୍ଟାର ଚିରଞ୍ଜୀବି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ସାଉଥ୍ ମେଗାଷ୍ଟାର ଚିରଞ୍ଜୀବି କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ନିଜେ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ଚିରଞ୍ଜୀବି । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଟ୍ୱିଟ କରି ସେ ଲେଖିଛନ୍ତି,…