Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୀତା ଖୋଜୁଛନ୍ତି ଆଦି ପୁରୁଷ !

ତେଲେଙ୍ଗାନା: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ଆଦି ପୁରୁଷ । ଏଥିରେ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଅଭିନୟ କରୁଥିଲାବେଳେ ହିନ୍ଦୀ ସମେତ ଅନ୍ୟ ତିନୋଟି ଭର୍ସନରେ ବି ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଖବର ମିଳିଛି ଏହି ଫିଲ୍ମ ପାଇଁ ପ୍ରଭାସ୍…

ଟୀକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ଯାଏଁ ଅପେକ୍ଷା କରିବାକୁ ପଡିବ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନାଭାଇରସ୍ ଟୀକାକୁ ସତେ ଯେପରି ଲୋକମାନେ ଚାତକ ପରି ଚାହିଁ ବସିଛନ୍ତି। ତେବେ ଲୋକଙ୍କ ଏହି ଅପେକ୍ଷାର ଅନ୍ତ ବୋଧେ ଏବେ ହେବ ନାହିଁ। ଏମ୍ସ ନିର୍ଦ୍ଦେଶକ ଡ଼. ରଣଦୀପ ଗୁଲେରିଆ ଦେଇଥିବ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ , ଟୀକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ଯାଏଁ…

ମାନବିକତା: କରୋନା ଭାଇରସରେ ଫ୍ରାନ୍ସରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅସ୍ଥି ନେଇ ଭାରତ ଆସିଲେ ଇକବାଲ

ପ୍ୟାରିସ: କରୋନା କାଳରେ ବି ମାନବିକତା ମରିନି । ଏହାକୁ ପ୍ରମାଣିତ କରିଛନ୍ତି ଇକବାଲ ସିଂ ଭଟ୍ଟି । ଫ୍ରାନ୍ସରେ କରୋନା ଭାଇରସ ଯୋଗୁ ମୃତ୍ୟୁବରଣ କରିଥିବା ୧୦ ଜଣଙ୍କ ଅସ୍ଥି ନେଇ ସେ ଭାରତ ଆସିଛନ୍ତି । ଏଠାରେ ସେ ପରିବାରବର୍ଗଙ୍କୁ ଏହା ହସ୍ତାନ୍ତର କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ…

ବିବାଦରେ ଥିଲା ଲକ୍ଷ୍ମୀ ବମ୍‌, ଚର୍ଚ୍ଚାରେ ଟ୍ୱିଙ୍କିଲ୍ ବମ୍

ମୁମ୍ବାଇ: କୌଣସି ଟ୍ରୋଲ୍‌କୁ ନେଇ ଟ୍ୱିଙ୍କିଲ ଖାନ୍ନା ଚତୁରତାର ସହ ଜବାବ ଦେବାରେ ବେଶ ମାହିର । ନିକଟରେ ଫିଲ୍ମ ଲକ୍ଷ୍ମୀ ବମ୍‌କୁ ନେଇ ଅକ୍ଷୟଙ୍କୁ ଅନେକ ଲୋକ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିଥିଲେ । ଯାହାର ଜବାବ ଟ୍ୱିଙ୍କିଲ୍ ବେଶ ଭାବିଚିନ୍ତି ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଥିଲେ । ହେଲେ…

କୁପୱାଡାରେ ସୁରକ୍ଷାବଳ-ଆତଙ୍କବାଦୀ ଗୁଳି ବିନିମୟ; ୩ ଆତଙ୍କବାଦୀ ନିହତ ଓ ୪ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାଛଲି ସେକ୍ଟର ଏଲଓସି ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ…

ଅନ୍‌ସ୍କ୍ରିନ ଚରିତ୍ରକୁ ନେଇ ମୁଁ ଖୁବ ସ୍ୱାର୍ଥୀ; ଦିବ୍ୟେନ୍ଦୁ ଶର୍ମା

ମୁମ୍ବାଇ: ଲକଡାଉନରେ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ହେଲେ ସେବେଠୁ ଜୋର ଧରିଛି ୱେବ୍ ସିରିଜ୍ ଟ୍ରେଣ୍ଡ । ଏହି ଧାରାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଦିବ୍ୟେନ୍ଦୁ ଶର୍ମା । ୨୦୧୧ରେ ପ୍ୟାର୍ କା ପଂଚନାମା ଭଳି ଫିଲ୍ମରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ହେଲେ ଏବେ…

ଭାରତର ଏହି ସୁପରଷ୍ଟାର ୩୬୯ଟି କାର୍‌ର ମାଲିକ !

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ସେଠିକାର ସୁପରଷ୍ଟାରଙ୍କର ରହିଛି ଅଦ୍ଭୁତ ଫ୍ୟାନ ଫଲୋଇଙ୍ଗ । ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ଅଲ୍ଲୁ ଅର୍ଜୁନଙ୍କ ଭଳି ଅଭିିନେତାଙ୍କର ଫ୍ୟାନ୍ ଫଲୋଇଙ୍ଗକୁ ଆକଳନ କରିବା ଆଦୌ ସମ୍ଭବ ନୁହେଁ । ତେବେ ଏହି ତାଲିକାରେ ଅଭିନେତା ମାମୁଟ୍ଟି ବି ସାମିଲ…

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ଙ୍କ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବିଜୟୀ ହୋଇଛନ୍ତି ୭୭ ବର୍ଷୀୟ…

ମିଲିନ୍ଦ ସୋମନ୍‌ଙ୍କ ରାଣୀ ସାଜିବେ ଅଭିନେତ୍ରୀ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଛୋଟ ପରଦାରେ ଅଙ୍ଗୁରି ଭାବି ଓ ବିଗ୍‌ବସ୍‌ରେ ରୋକ୍‌ଠୋକ୍ ରବୈୟା ପାଇଁ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ । ନିକଟରେ ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ ଭଳି କମେଡି ସୋ'ରେ ବି ନଜର ଆସିଥିଲେ । ତେବେ ଆଗାମୀ ଦିନରେ ଖୁବଶୀଘ୍ର ସେ ମିଲିନ୍ଦ ସୋମନ୍‌ଙ୍କ ଅନସ୍କ୍ରିନ୍…

ୱେବ୍ ସିରିଜ୍ ଦୁନିଆରେ ପାଦ ଦେଲେ କମେଡିଆନ୍ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲଙ୍କ ସହ ତିକ୍ତତା ପରେ ଏକାଧିକ ପ୍ରୋଜେକ୍ଟରେ ସାମିଲ ହୋଇ ସୁଦ୍ଧା ସଫଳ ହୋଇନଥିଲେ ସୁନୀଲ ଗ୍ରୋଭର । ତେବେ ଫିଲ୍ମ ଜଗତରେ କିଛିଟା ସଫଳତା ହାସଲ କରିଥିବା ସୁନୀଲ ଆଗାମୀ ଦିନରେ କିନ୍ତୁ ୱେବ୍ ସିରିଜ୍‌ରେ ନଜର ଆସିବେ । ୱେବ୍ ସିରିଜ୍‌ର ଟାଇଟଲ୍ ସନ୍‌ଫ୍ଲାୱାର ଥିବାବେଳେ…