Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଙ୍ଗନାଙ୍କ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କଡା ସମାଲୋଚନା; କହିଲେ ବାଇଡେନ୍‌ ହେଉଛନ୍ତି ‘ଗଜ୍‌ନୀ’ ଏକ…

ମୁମ୍ବାଇ: ଆମେରିକା ନିର୍ବାଚନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ବଲିଉଡ୍‌ ସେଲିବ୍ରେଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପ୍ରତ୍ୟେକ ପ୍ରସଙ୍ଗରେ ନିଜର ବୟାନ ରଖୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ…

ଦର୍‌ଭଙ୍ଗାରୁ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ଆଜିଠାରୁ ଆରମ୍ଭ ହେଲା ବିମାନ ସେବା

ନୂଆଦିଲ୍ଲୀ: ଆଜିଠାରୁ ବିହାରର ଦର୍‌ଭଙ୍ଗା ଠାରୁ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସେଜେଟ୍ ଏଠାରୁ ତିନୋଟି ନୂତନ ବିମାନ ଉଡ଼ାଣ ଆରମ୍ଭ କରିଛି। ବିମାନ ଯାତ୍ରା ଆରମ୍ଭ ହେବା ଦ୍ୱାରା ଏଠାରେ ଥିବା ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି…

ଆମେରିକାରେ ବାଇଡେନ୍‌ ରାଜ୍‌; ୫ ଲକ୍ଷ ଭାରତୀୟଙ୍କୁ ମିଳିବ ଆମେରିକୀୟ ନାଗରିକତ୍ୱ!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିବା ଜୋ ବାଇଡେନ୍‌ ୧୦ ମିଲିୟନରୁ ଅଧିକ ପ୍ରବାସୀଙ୍କୁ ଆମେରିକୀୟ ନାଗରିକତ୍ୱ ଦେବାକୁ ଯାଉଛନ୍ତି। ବାଇଡେନ୍‌ ୧.୧ କୋଟି ପ୍ରବାସୀଙ୍କୁ ନାଗରିକତ୍ୱ ପ୍ରଦାନ ଦିଗରେ ଏକ ରୋଡମ୍ୟାପ ସୃଷ୍ଟି କରିବାକୁ…

ଆସନ୍ତୁ ଜାଣିବା ଆମେରିକା ରାଷ୍ଟ୍ରପତିଙ୍କ ସମ୍ପର୍କରେ ରୋଚକ ତଥ୍ୟ

ୱାଶିଂଟନ: ଡେମୋକ୍ରେଟ ଜୋସେଫ ବାଇଡେନ ଆମେରିକାର ନୂତନ ରାଷ୍ଟ୍ରପତି ହେବେ । ଆସନ୍ତୁ ଜାଣିବା ଆମେରିକାର ରାଷ୍ଟ୍ରପତିଙ୍କ ସମ୍ପର୍କରେ କେତେକ ରୋଚକ ତଥ୍ୟ । ୧.ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୫ତମ ରାଷ୍ଟ୍ରପତି ଥିଲେ । ତେବେ ପ୍ରକୃତରେ ସେ ୪୪ତମ ରାଷ୍ଟ୍ରପତି । ଗ୍ରୋଭର କ୍ୱିଲେଣ୍ଡ ୧୮୮୪…

ଗୁଜୁରାଟକୁ ମୋଦୀଙ୍କ ଆଉ ଏକ ଉପହାର; ସୁରଟରୁ ଭବନଗର ପର୍ଯ୍ୟନ୍ତ ଫେରି ସେବା ଆରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟକୁ ଆଉ ଏକ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସୁରଟ ସହିତ ସୌରାଷ୍ଟ୍ରକୁ ଜଳମାର୍ଗ ଦ୍ୱାରା ସଂଯୋଗ କରୁଥିବା ହାଜିରା-ଘୋଘା ରୋ-ପ୍ୟାକ୍ସ ଫେରି ସେବା ଉଦଘାଟନ କରିଛନ୍ତି। ଏହି ସେବା ଆରମ୍ଭ ହେବା ସହିତ ଘୋଘା ଏବଂ ହାଜିରା ମଧ୍ୟରେ…

ଜୋ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ହେବା ପରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ…

ରଣବୀର୍‌ଙ୍କ ମସ୍କୁଲାର୍‌ ଅନ୍ଦାଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର ସିଂ ଲକଡାଉନ୍ ସମୟରେ ରୂପେଲି ପରଦାରୁ ଦୂରରେ ରହିଥିଲେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ସହ ନିରନ୍ତର ସମ୍ପର୍କରେ ରହିଆସିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅପେକ୍ଷା…

କେକ୍ କାଟି ଲାଲକୃଷ୍ଣ ଆଡଭାନୀଙ୍କର ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୯୨ ବର୍ଷରେ ପାଦ ଥାପିଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ତାଙ୍କୁ ଭେଟି ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ବାସଭବରେ ପୁଷ୍ପଗୁଚ୍ଛ ଦେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଥିଲେ ।…

ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଭାରତର ରାଷ୍ଟ୍ରପତି…

ଦେଶରେ ୮୫ ଲକ୍ଷ ଟପିଲା କରୋନା କେସ୍, ୨୪ ଘଣ୍ଟାରେ ୪୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଦେଶରେ କମିଛି ସଂକ୍ରମଣ । ସୁସ୍ଥ ହୋଇଛନ୍ତି ଅଧିକ । ପୁଣି ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୬୭୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪କୁ ବୃଦ୍ଧି ପାଇଛି ।…