Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’, ଆଣିଲେ ଟଙ୍କା ହଡପ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’ । ଢ଼ାବା ମାଲିକ କାନ୍ତା ପ୍ରସାଦ ମାଲଭିଆ ନଗର ପୋଲିସ ଷ୍ଟେସରେ କରିଛନ୍ତି ଅଭିଯୋଗ । ଭିଡିଓ ପ୍ରସ୍ତୁତ କରିଥିବା ଗୌରବ ୱାସନ ତାଙ୍କ ଠାରୁ ଟଙ୍କା ହଡପ କରିନେଇଥିବା କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି । Delhi: Kanta Prasad, owner of…

ରାମବିଲାସ ପାସୱାନଙ୍କ ଅକାଳ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲା ହିନ୍ଦୁସ୍ତାନ ଓବାମ ମୋର୍ଚା !

ପାଟନା: ଭାରତୀୟ ରାଜନୀତିର ସବୁ କଳା କୌଶଳ ବିହାରରୁ ଆସିଛି କହିଲେ ଭୁଲ ହେବ ନାହିଁ । ଏବେ ନିର୍ବାଚନ ଜୋରସୋର ମଧ୍ୟରେ ରାମବିଲାସ ପାସୱାନଙ୍କ ଅକାଳ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଓବାମ ମୋର୍ଚାର ପ୍ରାର୍ଥୀ ଦାନିଶ ରିଜୱାନ । ସେ ଏହାର ନ୍ୟାୟିକ ତଦନ୍ତ…

ନେପାଳର ଶାସକ କମ୍ୟୁନିଷ୍ଟ ପାର୍ଟି ହେବ ଦୁଇ ଫାଳ !

କାଠମାଣ୍ଡୁ: ନେପାଳର ଶାସକ କମ୍ୟୁନିଷ୍ଟ ଦଳ ଏବେ ଦୁଇ ଫାଳ ହେବାକୁ ଯାଉଛି । ଭାରତ-ଚୀନ ବିବାଦ ମଧ୍ୟରେ ମୁଣ୍ଡ ପୂରାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି । ବର୍ତମାନ ଓଲୀ ଓ ପାର୍ଟିର ବରିଷ୍ଠ ନେତା ପୁଷ୍ପ କମଲ ଦହଲ ମଧରେ ବିବାଦ ବଢ଼ିବାରେ ଲାଗିଛି ।…

ଏପ୍ରିଲ୍‌ରେ କରୋନା ଆକ୍ରାନ୍ତ ହୋଇଥିଲେ ପ୍ରିନ୍ସ ୱିଲିୟମ୍‌

ନୂଆଦିଲ୍ଲୀ: ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଏପ୍ରିଲ୍ ମାସରେ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଦେଶରେ ବିଶୃଙ୍ଖଳା ବିସ୍ତାର କରିବାକୁ ସେ ଇଚ୍ଛା କରୁ ନ ଥିବାରୁ ସେ ତାଙ୍କ ସ୍ୱାସ୍ଥ୍ୟ ସୂଚନାକୁ ଗୁପ୍ତ ରଖିଥିଲେ। ୱିଲିୟମ୍‌ଙ୍କ ପିତା ପ୍ରିନ୍ସ ଚାର୍ଲ୍ସ…

୧୮୩ ଜଣ ପାକିସ୍ତାନୀଙ୍କ ଭିସା ବାତିଲ କଲା ଫ୍ରାନ୍ସ

ନୂଆଦିଲ୍ଲୀ: ଇସଲାମକୁ ନେଇ ହୋଇଥିବା ବିତର୍କ ମଧ୍ୟରେ ଫ୍ରାନ୍ସ ୧୮୩ ଜଣ ପାକିସ୍ତାନୀଙ୍କ ଭିସା ବାତିଲ କରିଛି। ସେମାନେ ସମସ୍ତେ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ଅଭିଯୋଗ ହୋଇଛି। ବିଶେଷ କଥା ହେଉଛି ଏହି ୧୮୩ ଜଣଙ୍କ ମଧ୍ୟରେ ଆଇଏସ୍‌ଆଇର ପୂର୍ବତନ ମୁଖ୍ୟ ‌ଡାଇରେକ୍ଟର ଜେନେରାଲ୍‌ ଅହମ୍ମଦ…

ଭାରତ ବିରୁଦ୍ଧରେ ନୂଆ ଷଡଯନ୍ତ୍ର ରଚୁଛି କି ପାକିସ୍ତାନ?

ନୂଆଦିଲ୍ଲୀ: କୂଟନୈତିକ ଯୁଦ୍ଧରେ ପାକିସ୍ତାନ ପରାସ୍ତ ହେବା ପରେ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାଇଁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ବିଚ୍ଛିନ୍ନ ହେବା ପରେ ମଧ୍ୟ ସୁଧୁରିବାର ନାଁ ନେଉନି ପାକିସ୍ତାନ। ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ୍‌ ବାଲ୍ଟିସ୍ତାନକୁ…

ଅରୁଣାଚଳ ସୀମା ଛୁଇଁବ ଚୀନ୍‌ ରେଳପଥ

ନୂଆଦିଲ୍ଲୀ: ଚାଇନାର ସାମରିକ ଏବଂ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସିଚୁଆନ୍-ତିବ୍ଦତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହି ରେଳ ଲାଇନ ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରଦେଶର ୟାନ୍ ଠାରୁ ଆରମ୍ଭ ହୋଇ ତିବ୍ଦତର ଲିଞ୍ଜିକୁ ଯିବ। ଏହି ରେଳ ଲାଇନ ନିର୍ମାଣ ସହିତ…

ଦେଶରେ ୮୨ ଲକ୍ଷ କରୋନା ସଂକ୍ରମିତ, ଲକ୍ଷେ ୨୨ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ପାର କରିଛି । ମୃତ୍ୟୁସଂଖ୍ୟା ଲକ୍ଷେ ୨୨ ହଜାର ଡେଇଁଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୨୩୦ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୨ ଲକ୍ଷ ୨୯ ହଜାର ୩୧୩କୁ…

ସେଲଫ୍‌ କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ

ଜେନେଭା: ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ସେଲଫ୍‌ କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ଗତକାଲିଠାରୁ ସେ ନିଜକୁ ପୃଥକବାସରେ ରଖିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି WHO ମହାନିର୍ଦ୍ଦେଶକ । ସେ…

କାହିଁକି ଦୁବାଇ ଧାଇଁଲେ ତାପସୀ ପନ୍ନୁ ?

ମୁମ୍ବାଇ: ବେଶ କିଛିଦିନ ଧରି ମାଲ୍‌ଡିଭ୍‌ସରେ ଥିଲେ ତାପସୀ ପନ୍ନୁ । ଖାସ୍ ଛୁଟିଦିନ ମନାଇବା ପାଇଁ । ହେଲେ ଏବେ ଫୁଲ୍ ସ୍ପିଡ୍‌ରେ ନିଜ କାମରେ ମନ ବଳାଇଛନ୍ତି । ଶନିବାର ଫିଲ୍ମ ହସୀନ୍ ଦିଲ୍‌ରୁବାର ସୁଟିଂ ସାରିବା ପରେ ଏବେ ଦୁବାଇରେ ଡେରା ପକାଇଛନ୍ତି । କାହିଁକି ନା ଆରମ୍ଭ ହୋଇସାରିଛି…