Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

“RRR” ନିର୍ଦ୍ଦେଶକ ରାଜାମୌଲୀଙ୍କୁ ଖୋଲା ଧମକ ଦେଲେ ସାଂସଦ !

ତେଲେଙ୍ଗାନା: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣକ ପରେ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କୁ ମିଳୁଛି ଖୋଲା ଧମକ । କିଛିଦିନ ପୂର୍ବରୁ ବାୟୋପିକ ୮୦୦କୁ ନିର୍ମାଣ ନେଇ ନିର୍ଦ୍ଦେଶକ ସିନୁ ରାମାସ୍ୱାମୀଙ୍କୁ ମିଳିଥିଲା ଖୋଲା ଧମକ । ଆଉ ଏବେ "RRR" ଫିଲ୍ମର ନିର୍ଦ୍ଦେଶକ ତଥା ବାହୁବଲି ଫେମ୍ ଏସ୍‌.ଏସ୍…

[ଭିଡିଓ] ଦ୍ୱନ୍ଦ ଦୂର କଲେ ଧୋନୀ, ଜାରି ରହିବ ଖେଳ !

ଦୁବାଇ: ଚଳିତ ବର୍ଷ ଆଇପିଏଲ୍‌ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଓ ଝଡ ଉଠିଛି । ଖରାପ ଫର୍ମ, ଲଗାତାର ମ୍ୟାଚରେ ପରାଜୟ, ଦଳରେ ଯୁବ ଖେଳାଳିଙ୍କ ଅଭାବ, ବରିଷ୍ଠ ଖେଳାଳି ମ୍ୟାଚ ଜିତିଇବାରେ ଅସଫଳ ଓ ଶେଷରେ ପ୍ଲେ-ଅଫ୍‌ରୁ ବାଦ୍…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନିର୍ମାଣଧୀନ ଅଯୋଧ୍ୟା ମନ୍ଦିରର ଫଟୋ, ସତ ନା ମିଛ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ନିର୍ମାଣଧୀନ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଫଟୋ । ଏ ନେଇ ଖାସ କରି ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ଲୋକ ଏହି ଫଟୋର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଆରମ୍ଭ କରିଥିଲା ଏହାର…

୪୦ ଘଣ୍ଟା ଜଳିପାରୁଛି ମାଟିରୁ ପ୍ରସ୍ତୁତ ଦୀପ

ନୂଆଦିଲ୍ଲୀ: ପାର୍ବଣ ଋତୁର ମଉଜ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳି ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ଛତିଶଗଡର କୋଣ୍ଡାଗାଁଓ ନିବାସୀ ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି ଯାହା ଅ‌ାକର୍ଷଣର କେନ୍ଦ୍ର ପାଲଟିଛି।…

ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ସଫା, ୭୨ ଘଂଟାରେ ଫୈସଲା ଅନ ଦି ସ୍ପଟ

ଶ୍ରୀନଗର:ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀଙ୍କୁ ଆଜି ବହୁତ ବଡ ସଫଳତା ମିଳିଛି । ବିଜେପି ନେତାଙ୍କ ହତ୍ୟାରେ ସାମିଲ ଥିବା ହିଜୁବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ପୋଲିସ ଗୁଳିରେ ଟଳିଛନ୍ତି । ମାତ୍ର ୭୨ ଘଂଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଫୈସଲା ଅନ ଦି ସ୍ପଟ…

‘ଆଲ୍ଲାଦିନ କା ଚିରାଗ’ ନାଁରେ ୩୧ଲକ୍ଷ ଲୁଟିନେଲେ

ମିରଟ: ଆଲ୍ଲାଦିନ୍‌ର ଚିରାଗ । ଦାମ ହେଉଛି ଦେଢ କୋଟି ଟଙ୍କା । ଚିରାଗ ଭିତରୁ ଜିନ୍ ବାହାରିବ ଆଉ ଯାହା ମାଗିବେ ତାହା ଆଖି ପିଛୁଳାକେ ପୂରଣ ହୋଇଯିବ । ଉତ୍ତର ପ୍ରଦେଶର ମିରଟରେ ଜଣେ ଡାକ୍ତରଙ୍କୁ ଏଭଳି କହି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ କଥାରେ ଡାକ୍ତର ଏମିତି ବିଶ୍ୱାସ…

ଖାସ୍ ପର୍ବ ପାଇଁ ବଜାରକୁ ଆସଲା ସୁନାରେ ପ୍ରସ୍ତୁତ ମିଠା !

ଗୁଜରାଟ: ବଜାରକୁ ଆସିଲା ସୁନାରେ ପ୍ରସ୍ତୁତ ମିଠା । ନାଁ ରହିଛି ଗୋଲ୍ଡ ଘାରି । ତେବେ ଖାଲି ନାଁ ନୁହେଁ ବରଂ ଏହି ମିଠାରେ ବି ରହିଛି ସୁନାର ଆବରଣ । ଏହି ମିଠା ଖାଇବାକୁ ହେଲେ ଆପଣଙ୍କୁ ସୁରଟ୍ ଯିବାକୁ ପଡିବ । ଏପରି ମିଠା ପ୍ରସ୍ତୁତ କରି ସୁରଟର ଏକ ମିଠା ଦୋକାନ ଚର୍ଚ୍ଚାକୁ ଆସିଛି ।…

କନ୍ନଡ ଜାଣିନଥିଲେ ମିଳିବନି ଚାକିରି !

ବେଙ୍ଗଳୁରୁ: ଏଣିକି ରାଜ୍ୟ ସରକାରଙ୍କ ଚାକିରି କରିବାକୁ ହେଲେ ରାଜ୍ୟର ସ୍ଥାନୀୟ ଭାଷା ଜାଣିବା ଜରୁରୀ । ଆଂଚଳିକ ଭାଷା ଜାଣିନଥିଲେ ମିଳିବନି ଚାକିରି । ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ସୁଯୋଗ ବି ମିଳିବା ସମ୍ଭାବନା ନାହିଁ । ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ପରୀକ୍ଷା କରିବାକୁ…

ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଗାଡ଼ି ଅଟକାଇ ନୀତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ମୁକେଶ

ନୂଆଦିଲ୍ଲୀ: ଆଜି ଭାରତୀୟ ମହିଳା ବ୍ୟବସାୟୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ନୀତା ଅମ୍ବାନୀଙ୍କ ୫୭ ତମ ଜନ୍ମଦିନ। ଶିଳ୍ପପତି ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଧୀରୁଭାଇ ଅମ୍ବାନୀ ମଧ୍ୟ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ତଥା…

ତାମିଲନାଡୁ କୃଷି ମନ୍ତ୍ରୀଙ୍କ ପରଲୋକ

ଚେନ୍ନାଇ: ତାମିଲନାଡୁର କୃଷି ମନ୍ତ୍ରୀ ଆର ଡୋରିକାନ୍ନୁ କରୋନା ସଂକ୍ରମଣ ପରେ ମୃତ୍ୟୁ ଘଟିଛି। ୧୩ ଅକ୍ଟୋବରରେ ୭୨ ବର୍ଷିୟ ଡୋରିକାନ୍ନୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଡୋରିକାନ୍ନୁଙ୍କ ୯୦ ପ୍ରତିଶତ ଫୁସଫୁସ ସଂକ୍ରମଣ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା। ତାଙ୍କ…