Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କୁ ଟାର୍ଗେଟ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଣ ମାରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା । ବିଜେପି ଛାଡିବା ପରେ ମଜା ମଜାରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଟ୍ୱିଟର ପୋଷ୍ଟ ଜରିଆରେ ଶତ୍ରୁଘ୍ନ ପ୍ରଧାନମନ୍ତ୍ରୀଙ୍କୁ ମଜାରେ ମଜାରେ ତୀକ୍ଷ୍ମ ତୀର ମାରିଛନ୍ତି।…

‘ବନ୍ଦେ ମାତରମ୍‌’ ଗାଇ ଧମାଲ କରିଥିବା କୁନି ଝିଅକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜାତୀୟ ଗୀତ ‘ବନ୍ଦେ ମାତରମ’ର କଣ୍ଟେମପୋରାରୀ ଭର୍ସନ ଗାଇ ଧମାଲ କରିଥିବା ମିଜୋରାମର ୪ ବର୍ଷୀୟ କୁନି ଝିଅକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ମିଜୋରାମର ୪ ବର୍ଷୀୟ ଏସ୍ତେର ହମତେ ନାମକ କୁନି ଝିଅର ଏହି ଭିଡିଓ ଖୁବ୍ ପପୁରାଲ୍ ହୋଇଥିବା ବେଳେ ଏହା…

ଫିଲିପିନ୍ସରେ ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ କଲା ସୁପର ଟାଇଫୁନ୍ ‘ଗୋନି’

ଫିଲିପିନ୍ସ: ୨୦୨୦ରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଟାଇଫୁନ୍ ଗୋନି ଆଜି ଫିଲିପିନ୍ସରେ ସ୍ଥଳଭାଗ ଛୁଇଁଛି । କାଟାନଡ୍ୱେନ୍ସ ଦ୍ୱୀପରେ ଲ୍ୟାଣ୍ଡଫଳ କରିଥିଲା ଏହି ସୁପର ଟାଇଫୁନ୍ । ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ସ୍ଥଳଭାଗରେ ମାଡ଼ ହୋଇଥିଲା । ସ୍ଥଳଭାରେ ୨୨୫ରୁ ୧୬୫ କିଲୋମିଟର ବେଗରେ…

ଏଲ୍‌ଏସିରେ ସ୍ଥିତି ପରିବର୍ତ୍ତନ ପାଇଁ ଏକତରଫା ପ୍ରୟାସ ଗ୍ରହଣୀୟ ନୁହେଁ; ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ୍-ଭାରତ ସୀମା ଅବରୋଧ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଗୁରୁତର ହୋଇପଡିଛି ଏବଂ ସମ୍ପର୍କର ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଦୁଇ ବର୍ଷ ମଧ୍ୟରେ ଚୁକ୍ତିନାମା ହୋଇଛି। ତେବେ ଦୁଇ ଦେଶ ମଧ୍ୟରେ…

ଆସନ୍ତୁ ଜାଣିବା ଲାଲୁଙ୍କ କେଉଁ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ତେଜସ୍ୱୀ

ପାଟନା: ବିହାର ନିର୍ବାଚନ ଜିତିବା ନେଇ ରାଷ୍ଟ୍ରୀୟ ଜନତା ଦଳକୁ ଜିତାଇବା ପାଇଁ ତେଜସ୍ୱୀ ଯାଦବ ଆପ୍ରାଣ ଉଦ୍ୟମ କରୁଛନ୍ତି । ବିଜେପି ଓ ଜନତାଦଳ ୟୁନାଇଟେଡ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିବାରୁ ତେଜସ୍ୱୀ ର‌୍ୟାଲୀ କରି ଲୋକଙ୍କ ମନ କିଣିବାକୁ ଚେଷ୍ଟା କରିଛନ୍ତି । ଏହା ଭିତରେ ସେ…

ତ୍ରିଭେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଆରମ୍ଭ କଲେ ‘ଭକ୍ତଦର୍ଶନ ପୁରସ୍କାର’ ଶିକ୍ଷା କ୍ଷେତ୍ରରେ…

ନୂଆଦିଲ୍ଲୀ: ତ୍ରିଭେନ୍ଦ୍ର ସରକାର ପ୍ରଥମ ଥର ପାଇଁ 'ଭକ୍ତଦର୍ଶନ ପୁରସ୍କାର' ଆରମ୍ଭ କରିଛନ୍ତି। ଆଜି ସିଏମ୍ ତ୍ରିବେନ୍ଦ୍ର ସିଂ ରାୱତ ଡୁନ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଚାରିଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ସୂଚନାଯୋଗ୍ୟ ଏହି ପୁରସ୍କାର ଗଢୱାଲର ସାଂସଦ ରହିଥିବା…

ଦୀପାବଳି ପୂର୍ବରୁ ମଲ୍‌ରେ ଶୋଭା ପାଇଲା ଭଗବାନ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଦୀପାବଳି ଅବସରରେ ବଜାରରଘାଟ ସରଗରମ ହୋଇଉଠିଥିବା ବେଳେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ମଲ୍‌ରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି। ଲୋକମାନେ ମଧ୍ୟ ଏହି ପ୍ରତିମା ସାମ୍ନାରେ ଫଟୋ ଉଠାଉଛନ୍ତି। ଗାଜିଆବାଦର ପାସିଫିକ୍‌ ମଲ୍‌ ଭିତରେ ଭଗବାନ…

ଡବଲ୍ ଇଞ୍ଜିନ ବନାମ ଯୁବରାଜ: ବିହାର ରାଲିରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ପାଟନା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିହାରରେ ଥମିବ ପ୍ରଚାର । ଶେଷ ଦିନରେ ମାରାଥନ ରାଲି କରୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛପରା ସମାବେଶରେ ବିରୋଧୀଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନରୁ ବିହାରରେ ପୁଣି ଥରେ…

ମଧ୍ୟପ୍ରଦେଶ, କେରଳ ଏବଂ ଆନ୍ଧ୍ରପ୍ରଦେଶର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, କେରଳ ଏବଂ ଆନ୍ଧ୍ରପ୍ରଦେଶର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମଧ୍ୟପ୍ରଦେଶ, କେରଳ ଏବଂ ଆନ୍ଧ୍ରପ୍ରଦେଶ ୧ ନଭେମ୍ବର ୧୯୫୬ରେ ପ୍ରତିଷ୍ଠା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି…

ବ‌ଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶା ଉପକୂଳରେ ହେବନି ବର୍ଷା, ବଢ଼ିପାରେ ଶୀତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ଆସନ୍ତା ୨୪ ଘଣ୍ଟାରେ ଏହା ବାଂଲାଦେଶ ଉପକୂଳ ମୁହାଁ ହେବ । ଏହା ମିଆଁମାର୍‌ ଓ ସଂଲଗ୍ନ ବାଂଲାଦେଶ ଓ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା କରାଇବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ…