Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରୁ ଦିନକରେ ୪୯ ହଜାର କରୋନା ପଜିଟିଭ୍, ୫୦୦ରୁ କମ୍ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଖସୁଥିବା ବେଳେ ସୁସ୍ଥହାର ବଢୁଛି । କମୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ତଳକୁ ଖସିଛି । ଦିନକରେ ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୪୯ ହଜାର ୪୫ ହଜାର ୧୪୯ । ମୋଟ୍…

ଭାରତୀୟ ସେନାର ୪ ଦିନିଆ ସମ୍ମିଳନୀ, ଏଜେଣ୍ଡାରେ ଯୁଦ୍ଧ ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: ସୀମାରେ ଟେନସନ୍ ଲାଗି ରହିଛି । ଏଲଏସିରେ ଉତ୍ତେଜନା ପରିସ୍ଥିତି ଥମୁନି । ଏଭଳି ସ୍ଥିତିରେ ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଉଛି ଭାରତୀୟ ସେନାର ଚାରି ଦିନିଆ କମାଣ୍ଡରସ୍ତରୀୟ ସମ୍ମିଳନୀ । ଏଜେଣ୍ଡାରେ ପ୍ରମୁଖ ପ୍ରସଙ୍ଗ ରହିଛି ସେନାର ରଣନୀତି ଓ ମାନବ ସମ୍ବଳ ପ୍ରସଙ୍ଗ । ଯୁଦ୍ଧ…

ଆଜି ଭାରତ ଆସୁଛନ୍ତି ଆମେରିକା ପରରାଷ୍ଟ୍ର ସଚିବ ଓ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପାର୍‌ । ନୂଆଦିଲ୍ଲୀରେ ଟୁ ପ୍ଲସ୍‌ ଟୁ ଆଲୋଚନା ରହିଛି । ଦୁଇ ଭାରତୀୟ ପ୍ରତିପକ୍ଷଙ୍କ ସହ ସେମାନେ ଆଲୋଚନା କରିବେ । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ଦୁଇ ଦେଶ ମଧ୍ୟରେ…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ୫ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଣି ରହିଛି । ଗତ ୧୪ ତାରିଖରେ ଦଣ୍ଡବିଧାନ ଶୁଣାଣିକୁ ଆଜି…

ଧର୍ମ ବଦଳାଇ ଦ୍ୱିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ

ନୂଆଦିଲ୍ଲୀ: ଭାରତର ଜଣାଶୁଣା ବରିଷ୍ଠ ଓକିଲ ହରିଶ ସାଲଭେ ନିଜ ଧର୍ମ ବଦଳାଇ ଆସନ୍ତା ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ୬୫ ବର୍ଷିୟ ସାଲଭେ ଗତମାସରେ ମିନାକ୍ଷୀ ସାଲଭେଙ୍କୁ ତଲାକ ଦେଇଥିଲେ । ଆଇନ୍ ଅନୁସାରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ । ହରିଶ ସାଲଭେ ଓ ମିନାକ୍ଷୀଙ୍କର…

ସ୍ୱାସ୍ଥ୍ୟକର୍ମୀଙ୍କ ମହାନତା; ରୋଗୀଙ୍କୁ କାନ୍ଧରେ ବୋହି ୫୦୦ମି. ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ

ଗୌହାଟୀ: ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ସ୍ୱାସ୍ଥ୍ୟ କର୍ମୀ ଗୁରୁତର କରୋନା ରୋଗୀଙ୍କ କାନ୍ଧରେ ବୋହି ପାଖାପାଖି ୫୦୦ମି. ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଛନ୍ତି । ଉକ୍ତ ଅଞ୍ଚଳରେ ଉପଯୁକ୍ତ ରାସ୍ତାଘାଟ ନଥିବାରୁ ଆମ୍ବୁଲାନ୍ସଟି ତାଙ୍କ ଘରେ ପହଞ୍ଚି ପାରିନଥିଲା । ସୂଚନା…

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ରବିବାର ଦିନ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ମୁଁ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛି । ଏବେ…

ଯାଇଥିଲେ ହନିମୁନରେ ପହଞ୍ଚିଗଲେ ଜେଲରେ; ଜାଣନ୍ତୁ ଏହି ଦମ୍ପତ୍ତିଙ୍କ ଦୁଖଃଭରା କାହାଣୀ 

ମୁମ୍ବାଇ: ହନିମୁନରେ ଯାଇଥିଲେ ନବବିବାହିତ ଦମ୍ପତ୍ତି। ମାତ୍ର ଏୟାରପୋର୍ଟରୁ ସେମାନଙ୍କୁ ଧରି ନେଲା ପୋଲିସ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ବିବାହ ସମୟରେ ସାଧାରଣତଃ ନବ ଦମ୍ପତ୍ତିଙ୍କୁ ଉପହାର ଦିଆଯାଇଥାଏ। ଓନିବା ଏବଂ ଶାରିକ ମଧ୍ୟ ବିବାହରେ ଉପହାର ସ୍ୱରୂପ ଜଣେ…

[ଭିଡିଓ] ମଣିଷଙ୍କୁ ମାତ୍ ଦେଇ କୁକୁର ଖେଳୁଛି ଚମତ୍କାର ବିଲିୟର୍ଡସ୍ !

ଭୁବନେଶ୍ୱର: ଫୁଟବଲ୍ କିମ୍ବା ସ୍ୱିମିଂ ପୁଲ୍‌ରେ ପୋଷା କୁକୁରଙ୍କୁ ଖେଳିବାରେ ତ ଆମେ ଅନେକ ଦେଖିଛନ୍ତି । ହେଲେ କେହି କେବେ କୁକୁରଙ୍କୁ ବିଲିୟର୍ଡସ ଖେଳିବାରେ ଦେଖଛନ୍ତି କି? ଆଉ ତା ପୁଣି ମଣିଷଙ୍କଠାରୁ ଢେର ଭଲ । ଯଦି ଆପଣଙ୍କ ଉତ୍ତର ନା ? ତା ହେଲେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା…

କୋଭିଡ ୧୯: ଭାରତରେ ୯୦% ଛୁଇଁଲା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଭାରତରେ କରୋନା ଆରୋଗ୍ୟ ହାର ରବିବାର ଦିନ ୯୦% ଛୁଇଁଛି। ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୬୨,୦୭୭ ଲୋକ ଏହି ରୋଗରୁ ମୁକ୍ତି ପାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହା ବ୍ୟତୀତ ରାତାରାତି ୫୦,୧୨୯ ଟି ନୂଆ ଆକ୍ରାନ୍ତ ଚିହ୍ନଟ…