Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୪ ଜଣଙ୍କ ପାଇଁ ବଲିଉଡକୁ ଫେରିଲେ କରନ୍ ଜୋହର !

ମୁମ୍ବାଇ: ନିର୍ଦ୍ଦେଶକ ରାଜ ମେହେତାଙ୍କ ପ୍ରଥମ ନିର୍ଦ୍ଦେଶନାରେ ସୁପରହିଟ୍ ହୋଇଥିଲା କମେଡି ଫିଲ୍ମ ଗୁଡ୍ ନ୍ୟୁଜ୍ । ଫିଲ୍ମରେ ଦେଖିବାକୁ ମିଳିଥିଲା ଅକ୍ଷୟ କୁମାର, କରିନା କାପୁର ଖାନ, ଦିଲଜିତ୍ ଦୋସାଂଜ ଓ କିଆରା ଆଡଭାନୀଙ୍କ ଦମଦାର କମିକ୍ କେମିଷ୍ଟ୍ରୀ । ତେବେ ଆଗାମୀ ଦିନରେ ରାଜ ଆଉ ଏକ…

କଙ୍ଗନାଙ୍କ ଫ୍ଲାଇଟରେ ହଙ୍ଗାମା; ସାମ୍ବାଦିକଙ୍କ ଉପରେ ବ୍ୟାନ୍ ଲଗାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ସୁରକ୍ଷା ନିୟମ ଓ ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ୯ ସାମ୍ବାଦିକଙ୍କ ଉପରେ ୧୫ ଦିନ ପାଇଁ ବ୍ୟାନ୍ କରାଯାଇଛି । ସୂଚନାନୁଯାୟୀ ମହାରାଷ୍ଟ୍ର ସରକାର ସହ ବାଦ ବିବାଦରେ ଥିବା କଙ୍ଗନା ରାଣାୱତ ଗତ ସେପ୍ଟେମ୍ବର ୯…

ବିବାହ କରିବେ ‘କୁଛ କୁଛ ହୋତା ହୈ’ର ଛୋଟେ ସର୍ଦାର !

ମୁମ୍ବାଇ: ଫିଲ୍ମ 'କୁଛ କୁଛ ହୋତା ହୈ'ର ଏହି କ୍ୟୁଟ୍ ସର୍ଦ୍ଦାର । ଏହି କୁନି ଚରିତ୍ରଙ୍କୁ କିଏ ବା ନ ଜାଣେ । ହେଲେ ବୋଧ ହୁଏ ଏହି କ୍ୟୁଟ ସର୍ଦ୍ଦାରଙ୍କ ପ୍ରକୃତ ନାଁ ଅନେକଙ୍କୁ ଅଜଣା ଥିବ । ଦିନେ କୁନି କଳାକାର ଭାବେ ସମସ୍ତଙ୍କୁ ଏଣ୍ଟରଟେନ କରିଥିବା ଏହି ଚରିତ୍ର ଆଜି ବହୁତ ବଡ ହୋଇଗଲେଣି ।…

‘RGV MISSING’ରେ ରାମ ଗୋପାଲ ବର୍ମା !

ତେଲେଙ୍ଗାନା: ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଓରଫ RGV । ବିବାଦୀୟ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଏହି ନିର୍ଦ୍ଦେଶକ ଶେଷରେ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି । ପ୍ରଥମ ଥର ପାଇଁ ସେ ଏକ ଟଲିଉଡ୍ ଫିଲ୍ମରେ ଅଭିନୟ କରିବେ । ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଟାଇଟଲ୍…

ଗୋଆକୁ ମିଳିଲା ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀର ସମ୍ମାନ

ନୂଆଦିଲ୍ଲୀ: କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର। ସମ୍ପ୍ରତି  ପର୍ଯ୍ୟଟନ ଦିଗରେ କିଛିଟା ଅଗ୍ରଗତି ହେଉଥିବା ଦେ୍ଖିବାକୁ ମିଳିଛି। ତେବେ ଏହା ଭିତରେ ଇଣ୍ଡିଆ ଟୁଡେ ପକ୍ଷରୁ 'ଟୁରିଜିମ୍‌ ସର୍ଭେ ଆଣ୍ଡ୍ ଆୱାର୍ଡ ୨୦୨୦'ର ଆୟୋଜନ କରାଯାଇଥିଲା। ଯେଉଁଥିରେ…

ଦାଢି ଗଲା ଚାକିରୀ ଫେରିଲା !

ଉତ୍ତରପ୍ରଦେଶ: ଏଇ କିଛିଦିନ ପୂର୍ବରୁ ଦାଢି ପାଇଁ ନିଲମ୍ବିତ ହୋଇଥିଲେ ଜଣେ ପୋଲିସ ବାବୁ । ଖବକକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଏପରିକି ପୋଲିସ ବାବୁ ମୁସଲମାନ ହୋଇଥିବାରୁ ଘଟଣାରେ ସାମ୍ପ୍ରଦାୟୀକ ରଙ୍ଗ ବି ବୋଳା ହୋଇଥିଲା । ହେଲେ ଶେଷରେ ଦାଢି କାଟି ପୋଲିସ ବାବୁ ପୁଣିଥରେ ଚାକିରୀରେ ଯୋଗ…

[ଭାଇରାଲ୍ ଭିଡିଓ] ପଂଜାବୀ ରାବଣର ଭାଙ୍ଗଡା ଡାନ୍ସ !

ପଂଜାବ: ଆଜି ପବିତ୍ର ଦଶହରା । ସାରା ଦେଶରେ ଲୋକେ ମା' ଦୁର୍ଗାଙ୍କ ପୂଜାରେ ନିମଗ୍ନ ଥିବାବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଦଶହରା ସମୟୟରେ ରାମଲିଳା କିଛି ନୂଆ କଥା ନୁହେଁ । ହେଲେ ପଂଜାବର ରାମଲିଳାରେ ଦେଖିବାକୁ ମିଳିଛି ରାବଣର ମଡର୍ଣ୍ଣ ଅବତାର । ସୋସିଆଲ ମିଡିଆରେ…

କୋଭିଡ୍‌-୧୯ ଟିକା ଉତ୍ପାଦନରେ ଭାରତ ସହ ମିଶିବ ମିଆଁମାର୍‌!

ନୂଆଦିଲ୍ଲୀ: କୋଭିଡ -୧୯ ଟିକା ର ମିଳିତ ବିକାଶ ଉପରେ ଭାରତ ଏବଂ ମିଆଁମାର ଆପୋସ ସହଯୋଗ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଆଲୋଚନା ଚଳିତ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ହୋଇଥିଲା। ଅନଲାଇନରେ କୋଭିଡ -୧୯ର ବିକାଶରେ ସହଯୋଗର ସମ୍ଭାବନା ଉପରେ ଉଭୟ ଦେଶର…

ପରଲୋକରେ ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ଅଧ୍ୟକ୍ଷ

ଦକ୍ଷିଣ କୋରିଆ: ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ ଲି କୁନ୍ ହି’ଙ୍କର ଦେହାନ୍ତ ହୋଇଛନ୍ତି । ଆଜି ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କମ୍ପାନୀ ପକ୍ଷରୁ ତାଙ୍କର ମୃତ୍ୟୁ ସମ୍ପର୍କରେ ବିଧିବଦ୍ଧ ସୂଚନା ଦିଆଯାଇଛି । ସାମସଙ୍ଗ ଇଲେକ୍ଟ୍ରୋନିକ୍ସକୁ ସାରା ବିଶ୍ୱରେ…

ମୋକମା ବିଧାସନଭା ସିଟରେ ରାମ-ରାବଣ ଲଢ଼େଇ ନେଇ ଚର୍ଚ୍ଚା

ମୋକମା: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋକମା ସିଟ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ରାମ-ରାବଣ ଲଢ଼େଇ ହେବ ବୋଲି କୁହାଯାଉଛି । ରାଷ୍ଟ୍ରୀୟ ଜନତା ଦଳର ବାହୁବଳୀ ଅନନ୍ତ ସିଂଙ୍କ ବିପକ୍ଷରେ ଛିଡା ହୋଇଛନ୍ତି ଜନତା ଦଳ ୟୁନାଇଟେଡର ସନ୍ଥ ରାଜୀବ ଲୋଚନ ନାରାୟଣ ସିଂ । ଅନନ୍ତଙ୍କ…