Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଣ୍ଟରନେଟ୍‌ରେ ଭାଇରାଲ୍ ଟିମ୍ ଇଣ୍ଡିଆର ନୂଆ ଜର୍ସି !

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କ୍ରିକେଟ୍ ମହା-ମୁକାବିଲା । ଏଥିପାଇଁ ନିକଟରେ ଅଷ୍ଟ୍ରେଲିଆ ଦଳ ଟି୨୦ ଓ ଦିନିକିଆ ମ୍ୟାଚ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆ ବି କୁଆଡେ ଦିନିକିଆ ଓ ଟି୨୦ରେ ନୂଆ ତଥା ପାରମ୍ପରିକ ଜର୍ସି ପରିଧାନ…

ଡ୍ରଗ୍ସ ଲିଙ୍କ: ଏନ୍‌ସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା ଅର୍ଜୁନ ରାମପାଲ । ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ସୋମବାର ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ଅଫିସରେ ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା। ଆଉ ଏବେ ଅର୍ଜୁନ…

ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି । ଆଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଆତ୍ମନିର୍ଭର ଭାରତ-୩.୦ ଘୋଷଣା କରି ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା…

ବଡ ଘୋଷଣା, ନୂଆ କର୍ମଚାରୀଙ୍କ ଇପିଏଫ୍ ଭରିବ କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ଏହି ଘୋଷଣା କରାଯାଇଛି । ମୁଖ୍ୟତଃ ସଂଗଠିତ କ୍ଷେତ୍ରରେ ଅଧିକ…

ପାଇଲଟ୍ ପାଲଟିଲେ ଫାଷ୍ଟଫୁଡ୍ ଦୋକାନୀ !

ଭୁବନେଶ୍ୱର: ପରିଚୟ ଅଜରିନ୍ ମୋହମ୍ମଦ ଜୱାୱି । ପେଶା ପାଇଲଟ୍ ତଥା ଫ୍ଲାଇଟ୍ ଇନ୍‌ଷ୍ଟ୍ରକ୍ଟର୍ । ହେଲେ ଏବେ ରାସ୍ତାକଡରେ ବିକୁଛନ୍ତି ନୁଡୁଲ୍ସ । ସୋସିଆଲ୍ ମିଡିଆରେ ଏହି ପାଇଲଟ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଫ୍ଲାଇଟ୍ ପାଇଲଟ୍ ନୁଡୁଲ୍ସ ବିକିବା ଘଟଣା ଯେତିକି ଭାଇରାଲ୍ ହୋଇଛି,…

ଆସନ୍ତା ୧୬ ତାରିଖରେ ଶପଥ ନେବେ ନୀତିଶ କୁମାର !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ପୁଣି ଥରେ ବିହାର କମାଣ ଧରିବେ ନୀତିଶ କୁମାର । ସେ ମୁଖ୍ୟମନ୍ତ୍ରୀ ହେବା ବିଜେପି ସ୍ପଷ୍ଚ କରିବା ପରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ । ଆସନ୍ତା ୧୬ ତାରିଖରେ ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

ଦେଶରେ ୫ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, ଜାଣନ୍ତୁ ୨୪ ଘଣ୍ଟାର ରିପୋର୍ଟ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମୁଛି ଆକ୍ଚିଭ କେସ୍ । ବଢୁଛି ସୁସ୍ଥ ହାର । ଦୈନିତ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୭ ହଜାର ୯୦୫ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ଲକ୍ଷ ୮୩…

ମୁକୁଳିଲେ ଅର୍ଣ୍ଣବ ଗୋସ୍ୱାମୀ

ନୂଆଦିଲ୍ଲୀ: ମୁକୁଳିଲେ ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ୨ ବର୍ଷ ତଳର ଏକ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡ୍‌ରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଅର୍ଣ୍ଣବ ଗୋସ୍ୱାମୀ ଗତକାଲି…

ସୁଡାନର ମୁନ୍ଦରି ସମ୍ପ୍ରଦାୟ ପାଇଁ ଗାଇ ସବୁ କିଛି, ଏଥିନେଇ ମରିପାରିବେ ଆଉ ମାରିପାରିବେ

ଖାର୍ତୋମ: ଗାଈ ନେଇ ଭାରତରେ ରାଜନୀତି ହେଉଛି କହିଲେ ଭୁଲ ହେବ ନାହିଁ । କିନ୍ତୁ ଆଫ୍ରିକାର ସୁଡାନରେ ମୁନ୍ଦୁରି ସମ୍ପ୍ରଦାୟ ପାଇଁ ଗାଇ ସବୁକିଛି । ଏହାର ରକ୍ଷା ପାଇଁ ସେମାନେ ଜୀବନ ନେଇପାରିବେ ଓ ହାରିବି ପାରିବେ ମଧ୍ୟ । ମାଆଠାରୁ ଅଧିକ ଭଲ ପାଆନ୍ତି । ଏଠାକାର ଆଦିବାସୀ ସମ୍ମାନ, ଔଷଧ,…

ସାମ୍ନାକୁ ଆସିଲା ଆଧ୍ୟାତ୍ମିକ ଟିଭି ଚ୍ୟାନେଲର ନଗ୍ନ ରୂପ !

ଭୁବନେଶ୍ୱର: ଧାର୍ମିକ ମନୋଭାବରେ ଲାଗିଲା ଅଶ୍ଲୀଳତାର ଛିଟା । ଜଣେ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ଭିଡିଓ ଲିଙ୍କ୍ ବଦଳରେ ମିଳିଥିଲା ଅଶ୍ଲୀଳ ଭିଡିଓ ସାଇଟ୍‌ର ଠିକଣା । ଏକ ସାଟେଲାଇଟ୍ ତଥା ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଆନ୍ଧ୍ରପ୍ରଦେଶର ଶ୍ରୀ…