Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନମୁନା ପରୀକ୍ଷଣରେ ଦେଶର ଆଉ ଏକ ସଫଳତା: ମୋଟ ପରୀକ୍ଷଣ ୯ କୋଟି ଟପିଲା

ନୂଆଦିଲ୍ଲୀ: ଜାନୁୟାରୀ ୨୦ ରୁ ଆଜି ମଧ୍ୟରେ କରୋନା ନମୁନା ପରୀକ୍ଷଣ ରେକର୍ଡ ୯ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୫,୦୧୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ସଂଖ୍ୟା ୯,୦୦,୯୦,୧୨୨ରେ ପହଞ୍ଚିଛି । ଦେଶର ୧୯୦୦ ରୁ ଅଧିକ ପରୀକ୍ଷାଗାରରେ କେନ୍ଦ୍ର, ରାଜ୍ୟ ଓ…

ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ସେନାକୁ ପ୍ରସ୍ତୁତ ରହିବା ପାଇଁ କହିଲେ ଜିନିପିଙ୍ଗ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ପାଗଳାମୀ ଯୋଗୁ ଯୁଦ୍ଧର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ବୁଧବାର ସେ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ।  ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ, ସରକାରୀ ଚାକିରୀରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଅନୁସାରେ ସରକାରୀ ଚାକିରୀରେ ଏଣିକି ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ପଞ୍ଜାବର କଂଗ୍ରେସ ସରକାର ସିଭିଲ ସର୍ଭିସେସ ନିୟମ ୨୦୨୦କୁ ଅନୁମୋନ କରିଛି ।…

ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଦୁଇ ଜଣ ଓକିଲ । ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି, ପୀଡିତା ବୟାନ ବଦଳାଇଲେ

ଲକ୍ଷ୍ନୌ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି । ବର୍ଷକ ତଳେ ତାଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ଆଣିଥିବା ପୀଡିତା କୋର୍ଟରେ ନିଜୟ ବୟାନ ବଦଳାଇଛନ୍ତି । ୨୩ ବର୍ଷୀୟା ଏହି ଆଇନ ବିଭାଗ ଛାତ୍ରୀ ସମସ୍ତ ସଙ୍ଗୀନ ଅଭିଯୋଗକୁ…

ମରିବା ପାଇଁ ଫ୍ରିଜ ବାକ୍ସରେ ଛାଡିଦେଲେ ପରିବାର ଲୋକେ; ଭିଡ଼ିଓ ହେଲା ଭାଇରାଲ

ସାଲେମ: ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି । ସୂଚନାଅନୁଯାୟୀ, ଜଣେ ୭୪ ବର୍ଷ ବୟସ୍କ ଗୁରୁତର ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଏକ ଫ୍ରିଜ ବାକ୍ସରୁ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପରିବାର ଲୋକେ…

ସେନା ପାଇଁ ସର୍ବଦା ଡିଆରଡିଓ ପ୍ରସ୍ତୁତ

ନୂଆଦିଲ୍ଲୀ:ଡିଆରଡିଓ ଭାରତରେ ସମସ୍ତ ପ୍ରକାର କ୍ଷେପଣାସ୍ତ୍ର ପ୍ରସ୍ତୁତ କରିପାରିବ ବୋଲି ଏହାର ମୁଖ୍ୟ ଜି.ସତୀଶ ରେଡ୍ଡୀ ଦୃଢ଼ତା ସହକାରେ କହିଛନ୍ତି। ଭାରତୀୟ ସେନାର ସମସ୍ତ ଆବଶ୍ୟକତା ପୂରଣ କରିବା ନେଇ ଆମେ ସକ୍ଷମ ବୋଲି ସେ କହିଛନ୍ତି । ୪୦ ଦିନ ମଧ୍ୟରେ ୧୦ ଭିନ୍ନ ଭିନ୍ନ ଧରଣର ମିସାଇଲର ସଫଳ…

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏହି ଅଭିନେତା, ସାହାଯ୍ୟର ହାତ ବଢ଼ାଇଲେ ପୂଜା ଭଟ୍ଟ

ବାଙ୍ଗାଲୋର: ବଲିଉଡ ଅଭିନେତା ଫରାଜ ଖାନ, ରାନୀ ମୁଖାର୍ଜୀଙ୍କ ମେହେନ୍ଦୀ ସହ-ତାରକା ତଥା ବରିଷ୍ଠ ଅଭିନେତା ୟୁସୁଫ ଖାନଙ୍କ ପୁଅ ବର୍ତ୍ତମାନ ବାଙ୍ଗାଲୋର ଡାକ୍ତରଖାନାରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଫରାଜଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏକାଧିକ ରିପୋର୍ଟରେ ଦର୍ଶାଯାଇଛି ଯେ…

ବିଫଳ ପ୍ରେମ କାହାଣୀ, ଜଳିଲା ଜାଳିଲା !

ଆନ୍ଧପ୍ରଦେଶ: କୋଭିଡ୍ ଯୋଦ୍ଧାଙ୍କ ସହ ଘଟିଛି ଅମାନବୀୟ କାଣ୍ଡ । ପ୍ରେମ ସଂପର୍କର ଭୟାନକ ପରିଣତି । ନିଜେ ଖୋଳିଥିବା ଗାତରେ ପଡିଥିଲା ପ୍ରେମିକ । ହେଲେ ଏହି ଧାରାରେ ବଳିପଡିଥିଲେ ଜଣେ ନୀରିହ ମହିଳା ତଥା କୋଭିଡ୍ ହସ୍ପିଟାଲ ନର୍ସ । ସୋମବାର ରାତିରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ…

JEE ଆଡଭାନ୍ସଡ ଦେଇନଥିବା ଛାତ୍ରମାନେ ୨୦୨୧ରେ ପୁଣିଥରେ ସୁଯୋଗ ପାଇପାରିବେ

ନୂଆଦିଲ୍ଲୀ: ମିଳିତ ଆଡମିଶନ ବୋର୍ଡ (JAB) ବୁଧବାର ନିଷ୍ପତ୍ତି ନେଇଛି ଯେ ଚଳିତ ବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ଦେଇନଥିବା ପ୍ରାର୍ଥୀଙ୍କୁ ଆସନ୍ତା ବର୍ଷ ପରୀକ୍ଷା ପାଇଁ ଅନୁମତି ଦିଆଯିବ। ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରୀ ବିବୃତ୍ତିରେ କୁହାଯାଇଛି,…