Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୫ ବର୍ଷ ପରେ କୋଲକାତା ରାସ୍ତାରେ ଗଡିଲା ଡବଲ୍ ଡେକର୍ ବସ୍ !

କୋଲକାତା: ଦିନ ଥିଲା କଲିକତାର ପରିଚୟ ସାଜିଥିଲା ଡବଲ୍ ଡେକର୍ ବସ୍ । ହେଲେ କଲିକତାରୁ କୋଲକାତା ହେବାର ମାତ୍ର ୪ ବର୍ଷ ପରେ ରାସ୍ତାରେ ଆଉ ଦେଖିବାକୁ ମିଳିନଥିଲା ଏହି ସ୍ୱତନ୍ତ୍ର ବସ୍ । ହେଲେ ଏବେ କୋଲକାତା ରାସ୍ତାକୁ ପୁଣିଥରେ ଦୀର୍ଘ ୧୫ ବର୍ଷ ପରେ ଫେରିଛି ଡବଲ୍ ଡେକର୍ ବସ୍ । ଆଗକୁ…

ରାଜନୀତି ମୈଦାନକୁ ଓହ୍ଲାଇଲେ ବିହାରୀ ବାବୁଙ୍କ ପୁଅ

ପାଟନା: ବିହାର ନିର୍ବାଚନ ଯେତେ ପାଖେଇ ଆସୁଛି ଏଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ବଲିଉଡର ପ୍ରତିଷ୍ଠିତ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନା ରାଜନୀତି ମୈଦାନରେ ନିଜ ଭାଗ୍ୟ ପରଖି ସାରିଛନ୍ତି । ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ଏଥର ବିହାର ନିର୍ବାଚନରେ…

ଜାପାନରେ ୨୦୦ରୁ ଅଧିକ ଗଣେଶ ମନ୍ଦିର, ହେଲେ କାଠ ବାକ୍ସରେ ଆବଦ୍ଧ ମୂର୍ତ୍ତୀ !

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓ । ହଜାରହଜାର ବର୍ଷ ପୂର୍ବରୁ ଏଠି ଅନେକ ଗଣେଶ ମନ୍ଦିର ସ୍ଥାପନ ହୋଇଥିଲା । ପଢି ତାଜୁବ ହେଉଥିବ ନିଶ୍ଚୟ । କଥାଟି ମନରେ କୌତୁହଳ ସୃଷ୍ଟି କରୁଥିଲେ ବି ସତ । ହେଲେ ଏଠି ଏମିତି ଏକ ଗଣେଶ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କୁ ଏକ କାଠ ବାକ୍ସ ଭିତରେ…

TRP ସ୍କାମ: ରିପବ୍ଳିକ ଟିଭିର ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟିଆର୍‌ପି ଦୁର୍ନୀତିରେ ମୁମ୍ବାଇ ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ରିପବ୍ଲିକ୍‌ ଟିଭି ଓ ତା’ର ସଂପାଦକ ଅର୍ଣ୍ଣବ ଗୌସ୍ୱାମୀ କରିଥିବା ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଥମେ ବମ୍ବେ ହାଇକୋର୍ଟରେ…

ନୀତିଶଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଉଡିଗଲା ମଞ୍ଚ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏଥିପାଇଁ ସବୁ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି ଜୋରସୋର ପ୍ରଚାର। ନେତା ମନ୍ତ୍ରୀମାନେ ନିଜ ନିଜ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥନରେ ଓହ୍ଲାଇ ପ୍ରଚାର କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜେଡିୟୁ ଆଶାୟୀଙ୍କ…

ଟିଆର୍‌ପି ସ୍କାମ: ୩ ମାସ ପାଇଁ ଆସିବନି ଟିଆର୍‌ପି

ନୂଆଦିଲ୍ଲୀ: ଟିଭି ଚ୍ୟାନେଲଗୁଡିକର ଆଉ ଆସିବନି ଟିଆର୍‌ପି । ଆଗାମୀ ୧୨ ସପ୍ତାହ ପର୍ଯ୍ୟନ୍ତ ସପ୍ତାହିକ ଟେଲିଭିଜନ ରେଟିଂ ପଏଣ୍ଟ ବନ୍ଦ କରିଛି ବାର୍କ (ବ୍ରଡକାଷ୍ଟା ଅଡିଆନ୍ସ ରିସର୍ଚ୍ଚ କାଉନସିଲ) । ଟିଆର୍‌ପି ବିବାଦ ପରେ ବାର୍କ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଟିଆର୍‌ପି ଡାଟା ଆକଳନ…

ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ !

ମୁମ୍ବାଇ: ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ । ବିବେକଙ୍କ ଭିଣୋଇ ଆଦିତ୍ୟ ଆଲଭାଙ୍କ ଡ୍ରଗ୍ସ ଲିଙ୍କ ଦର୍ଶାଇ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ ଯାଞ୍ଚ କରିଥିବା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ (ଟିଏନଏ)ରେ ରିପୋର୍ଟ ପ୍ରକାଶ। କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ୍…

ଦେଢବର୍ଷ ପରେ ଶୌଚାଳୟରୁ ଉଦ୍ଧାର ହେଲେ ମହିଳା !

ହରିୟାଣା: ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଶୌଚାଳୟରେ ରହିବାକୁ ବାଧ୍ୟ କରାଯାଇଥିଲା । ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ଦେଢ ବର୍ଷ ଧରି ସେ ଶୌଚାଳୟରେ ବନ୍ଦ ଥିଲେ । ତେବେ ଏପରି ଅମାନବୀୟ ଘଟଣା ଅନ୍ୟ କେହି ନୁହେଁ ବରଂ ଖୋଦ ସେହି ମହିଳାଙ୍କ ସ୍ୱାମୀ ହିଁ ଘଟାଇଥିଲେ । ପାନିପତ ଜିଲ୍ଲାର…

ସଫଳତା ପ୍ରାପ୍ତି ପାଇଁ କଲାମଙ୍କ ୫ ଟି ଗୁରୁ ମନ୍ତ୍ର ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱରେ ମିସାଇଲ ମ୍ୟାନ ଭାବେ ଖ୍ୟାତି ଅର୍ଜନ କରିଥିବା ମହା ମାନବ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମ ତିଥି । ୧୯୩୧ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଏହି ମହା ପୁରୁଷ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କଲାମଙ୍କର ପିଲାଙ୍କ ପ୍ରତି…

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେ ରହିଛି ସମ୍ପତ୍ତି । ତାଙ୍କ ବ୍ୟାଙ୍କ ଆକାଉଂଟରେ କେତେ ରହିଛି ସେଭିଂ । ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ମୋଦି । ଅକ୍ଟୋବର ୧୨ ତାରିଖରୁ ଜୁନ୍ ୩୦ ଯାଏଁ ତାଙ୍କ ବ୍ୟାଙ୍କ ଆକାଉଂଟର ସବୁ ତଥ୍ୟ ଘୋଷଣା କରିଛନ୍ତି ।…