Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଲା ନୋବେଲ ଶାନ୍ତି ପୁରସ୍କାର

ଓସ୍ଲୋ: ନୋବେଲ କମିଟି କହିଛି ଯେ କ୍ଷୁଧାକୁ ମୁକାବିଲା କରିବା ତଥା ବିବାଦୀୟ ଅଞ୍ଚଳରେ ଶାନ୍ତି ପାଇଁ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିଥିବାରୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WHP) କୁ ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ନରୱେ ନୋବେଲ କମିଟିର ଚେୟାରମ୍ୟାନ୍…

ଉଡନ୍ତା ବିମାନରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

ବେଙ୍ଗାଳୁରୁ: ଦିଲ୍ଲୀରୁ ବେଙ୍ଗାଳୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ଜନ୍ମ ନେଲା ଶିଶୁପୁତ୍ର । ଗୁରୁବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ ୬ଇ ୧୨୨ରେ ଏହି ପିଲାଟି ଜନ୍ମ ନେଇଛି । ବେଙ୍ଗାଳୁରୁରେ ବିମାନଟି ପହଞ୍ଚିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଉଭୟ ମାଆ ଓ ଶିଶୁକୁ ସ୍ୱାଗତ କରିଥିଲେ । ଯାହାର…

ମହାଭାରତର ଅଶ୍ୱତ୍ଥାମା ସାଜିବେ ଭିକି କୌଶଲ !

ମୁମ୍ବାଇ: ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ର ଅପୂର୍ବ ସଫଳତା ପରେ ପୁଣିଥରେ ଏକାଠି ହେବେ ଅଭିନେତା ଭିକି କୌଶଲ ଓ ନିର୍ଦ୍ଦେଶକ ଆଦିତ୍ୟ ଧର । ଏକ ମାଇଥୋଲଜିକାଲ ପିରିଅଡ ଡ୍ରାମା ମୂଭିରେ ଏକାଠି କାମ କରିବେ ଦୁହେଁ । ଫିଲ୍ମର ସୁଟିଂ ଜାନୁଆରୀ ୨୦୨୧ରେ ହେବ ବୋଲି ଯୋଜନା ରହିଥିଲା । ହେଲେ…

ରାଜସ୍ଥାନରେ ପୂଜାରୀଙ୍କୁ ଜୀଅନ୍ତା ଜାଳି ହତ୍ୟା

ଜୟପୁର: ରାଜ୍ୟ ରାଜଧାନୀ ଜୟପୁର ଠାରୁ ୧୭୭ କିଲୋମିଟର ଦୂରରେ ଥିବା ରାଜସ୍ଥାନର କରୌଲି ଜିଲ୍ଲାର ଜଣେ ପୂଜାରୀଙ୍କୁ ଜମି ବିବାଦକୁ ନେଇ ଜୀଅନ୍ତା ଜାଳିଦିଆଯାଇଛି । ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରି ପରେ ଜୀଅନ୍ତା ଜଳେଇଦେବାପରେ ତାଙ୍କର ମୃତ୍ୟୁ ଘଟିଛି। ପୂଜାରୀଙ୍କର ପ୍ରାୟ ତେରଟି ବଡ…

ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷୟଙ୍କ ନିଆରା ଅନ୍ଦାଜ, ଟ୍ରେଲର ରିଲିଜ !

ମୁମ୍ବାଇ: ରିଲିଜ୍ ହୋଇଛି ଫିଲ୍ମ ଲକ୍ଷ୍ମୀ ବମ୍ ର ଟ୍ରେଲର । ଭର୍ସାଟାଇଲ୍ ଆକ୍ଟର ଅକ୍ଷୟଙ୍କ ଏକାଧିକ କିର୍ଦାର । କମେଡି ଓ ହରର ଛୁଙ୍କ ଜରିଆରେ ଏହି ଫିଲ୍ମର ଟ୍ରେଲରଟି ଖୁବ ଇମ୍ପ୍ରେସିଭ୍ ହୋଇପାରିଛି । ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ ଓ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ । ଅପେକ୍ଷାର…

ଗୋଖାଦ୍ୟ ଦୁର୍ନୀତିରେ ଲାଲୁଙ୍କ ବେଲ୍, ତଥାପି ଜାରି ରହିବ ଜେଲ୍

ଝାଡ଼ଖଣ୍ଡ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ପାଇଁ ଭଲ ଖବର । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ଚାଇବାସା ଟ୍ରେଜେରୀ କେସରେ ତାଙ୍କୁ ବେଲ୍ ଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ଗୋଖାଦ୍ୟ ଦୁର୍ନୀତିରେ…

ଦେଶରେ କରୋନା ଟ୍ରେଣ୍ଡ: ଦୈନିକ ଆକ୍ରାନ୍ତ କମ୍, ସୁସ୍ଥ ଅଧିକ

ନୂଆଦିଲ୍ଲୀ: ଦେଶରେ ୬୯ ଲକ୍ଷ ଟପିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୪୯୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୬୯ ଲକ୍ଷ ୬ ହଜାର ୧୫୨କୁ ବୃଦ୍ଧି ପାଇଛି । ବଢୁଛି ମୃତ୍ୟୁସଂଖ୍ୟା । ଦିନକରେ ପ୍ରାଣ ହରାଇଛନ୍ତି ଆଉ ୯୬୪ ଆକ୍ରାନ୍ତ…

ଆମେରିକା ନିର୍ବାଚନର ଅଜବ ଚିତ୍ର; ଭୋଟ୍‌ ଅପିଲ୍‌ ପାଇଁ ଉଲଗ୍ନ ହେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ଆମେରିକା ନିର୍ବାଚନର ଏକ ଅଜବ ଚିତ୍ର ଦେଖିବାକୁ ମିଳିଛି। ୨୦୨୦ ଆମେରିକାର ରା‌ଷ୍ଟ୍ରପତି ନିର୍ବାଚନରେ ହଲିଉଡ୍‌ ସେଲିବ୍ରିଟିମାନେ ଉଲଗ୍ନ ହୋଇ ଲୋକମାନଙ୍କୁ ଭିଡିଓ ଭୋଟିଙ୍ଗ୍‌ ମାଧ୍ୟମରେ ଭୋଟ୍‌‌ ଦେବାକୁ ଉତ୍ସାହିତ କରୁଛନ୍ତି। ଏହାସହିତ ଆମେରିକୀୟ ନାଗରିକମାନଙ୍କୁ ନିୟମ…

ଆଜି ପାଟନା ନିଆଯିବ ପାଶଓ୍ୱାନଙ୍କ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପାଟନାରେ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନଙ୍କ ଶେଷକୃତ୍ୟ । ଆଜି ତାଙ୍କର ପାର୍ଥିବ ଶରୀରକୁ ଦିଲ୍ଲୀରୁ ପାଟନା ଅଭିମୁଖେ ନିଆଯିବ । ଆଜି ହସ୍ପିଟାଲରୁ ମରଶରୀରକୁ ଦିଲ୍ଲୀ ଜନପଥ ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ…

ସାହିତ୍ୟରେ ଲୁଇସ୍‌ ଗ୍ଲକ୍‌ଙ୍କୁ ନୋବେଲ୍

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ କବୟିତ୍ରୀ ଲୁଇସ୍‌ ଗ୍ଲକ୍‌ଙ୍କୁ ଚଳିତ ବର୍ଷ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କର ନିଭୁର୍ଲ କାବିକ୍ୟ ଉଚ୍ଚାରଣ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ନୋବେଲ୍‌ କମିଟି ପକ୍ଷରୁ କୁହାଯାଇଛି।…