Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକୀୟ ମିଲିଟାରୀ ଏକାଡେମୀର ମୁଖ୍ୟ ବିନ୍‌ଫୋଡ୍‌ ପାଇ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆଫ୍ରିକୀୟ ଆମେରିକୀୟ ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ଏକ ଆମେରିକୀୟ ସାମରିକ ଏକାଡେମୀରେ ବାରମ୍ବାର ଜାତିଭେଦ ମାମଲା ସାମ୍‌ନାକୁ ଆସିଥିଲା। ଏହା ପରେ ଆମେରିକାର ମିଲିଟାରୀ ଏକାଡେମୀରେ ବ୍ୟବସ୍ଥିତ ଜାତିଭେଦ ଅଭିଯୋଗର ଯାଞ୍ଚ ପାଇଁ ଭର୍ଜିନିଆର ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।…

ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଜଳର ସନ୍ଧାନ ପାଇଲା ନାସା

ଜହ୍ନ ରାଇଜରେ ଜାଗା କିଣିବା ଓ ଘର କରିବାର ସ୍ୱପ୍ନ ସାକାର ହୋଇପାରେ । ଗବେଷଣା ଭିତରେ ଆମେରିକା ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସା ଆଉ ପାଦେ ଆଗେଇଛି । ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ଖୋଜି ପାଇଛି ନାସା । ପ୍ରଥମ ଥର ଜଳ ଆବିଷ୍କାର କରିଥିବା ନେଇ ନାସା ଦାବି କରିଛି । ଗୁରୁତ୍ୱପୂର୍ଣ୍ଣ କଥା…

ଅଷ୍ଟ୍ରେଲିଆ ଟୁର ପାଇଁ ଟିମ୍ ଇଣ୍ଡିଆ ଘୋଷଣା, କେଉଁ ଫର୍ମାଟରେ ଖେଳିବ କିଏ?

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ତେବେ ବଡ କଥା ହେଉଛି ଯେ, ଏକାସଙ୍ଗେ ଟିଟ୍ୱେଂଟି, ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ସବୁ ଫର୍ମାଟରେ ବିରାଟ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି…

ସୁଶାନ୍ତଙ୍କ ହତ୍ୟା ପଛରେ ଉଦ୍ଧବ, ଆଦିତ୍ୟଙ୍କ ହାତ: ନାରାୟଣ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସ୍ ଥଣ୍ଡା ପଡି ଆସୁଥିବା ବେଳେ ବିଜେପି ନେତା ନାରାୟଣ ରାଣେଙ୍କ ବୟାନ ଏହାକୁ ପୁଣି ଚର୍ଚ୍ଚାର ବିଷୟ କରି ଦେଇଛି । ସୁଶାନ୍ତ କେସର ତଦନ୍ତରେ ଇଡି, ଏନସିବି ଓ ସିବିଆଇ ଜୋରସୋରରେ ଲାଗିଛନ୍ତି । ସୋମବାର ରାଣେ କହିଛନ୍ତି ସୁଶାନ୍ତଙ୍କ ହତ୍ୟା…

ଇଣ୍ଡିଆ ଏନର୍ଜି ଫୋରମ: ଭାରତରେ ନିବେଶ ପାଇଁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଭାରତର ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଅତି ଉଜ୍ଜ୍ୱଳ ଓ ସୁରକ୍ଷିତ। ଏହା ଉପରେ ଦେଶ ଦ୍ରୁତ ଗତିରେ କାମ କରୁଛି । ଆଗାମୀ କିଛି ବର୍ଷରେ ଭାରତରେ ଶକ୍ତି ଚାହିଦା ଦ୍ୱିଗୁଣା ହୋଇଯିବ । ଭାରତୀୟ ବଜାରକୁ କେହି ନଜରଅନ୍ଦାଜ କରିପାରିବେ ନାହିଁ । ଆଜି ଇଣ୍ଡିଆ ଏନର୍ଜି ଫୋରମରେ ଅଭିଭାଷଣ…

ଦଶହରାରେ କୋଟିଏ ଟଙ୍କାର ନୋଟ୍ ହାରରେ ସଜ୍ଜିତ ମା’; ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ: ଦଶହରା ଅବସରରେ ତେଲେଙ୍ଗାନାର କନୟକା ପରମେଶ୍ୱରୀ ମନ୍ଦିରରେ ଠାକୁରାଣୀ ନୋଟରେ ତିଆରି ଫୁଲ ହାରରେ ସଜ୍ଜିତ ହୋଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଛି ।…

ମେହବୁବାଙ୍କୁ ବିରୋଧ, ପିଡିପିରୁ ଇସ୍ତଫା ଦେଲେ ୩ ନେତା

ଜମ୍ମୁ: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାମ ଓ କଥାରେ ରହୁନି ତାଳମେଳ । ଏହାକୁ ବିରୋଧ କରି ଆଜି ଦଳରୁ ଇସ୍ତଫା ଦେଇଛନ୍ତି ୩ ଜଣ ବରିଷ୍ଠ ନେତା । ପିଡିପି ନେତା ଟିଏମ ବାଜୱା, ଭେଦ ମହାଜନ ଓ ହୁସେନ ଏ ୱାଫି ଆଜି ନିଜ ନିଜର ଇସ୍ତଫାପତ୍ର ପିଡିପି ମୁଖ୍ୟ ମେହବୁବାଙ୍କ ପାଖକୁ ପଠାଇ…

ଦଶହରାରେ ରାବଣ ଜାଗାରେ ଜଳିଲା ମୋଦିଙ୍କ ପୁତ୍ତଳିକା, ରାହୁଲଙ୍କୁ ଟାର୍ଗେଟ କଲେ ନଡ୍ଡା

ନୂଆଦିଲ୍ଲୀ: ରାବଣ ବଦଳରେ ଜଳିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁତ୍ତଳିକା । ଦଶହରା ଅବସରରେ ପଞ୍ଜାବରେ ରାବଣ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗଇ ରାବଣ ପୋଡି ଉତ୍ସବ ପାଳନ କରାଯାଇଛି । ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଘଟଣା ପଛରେ କଂଗ୍ରେସର ଷଡଯନ୍ତ୍ର ଥିବା ବିଜେପି…

ପ୍ରସ୍ତୁତ ରୁହ, ନଭେମ୍ବରରେ ଆସିବ କରୋନା ଟିକା

ଲଣ୍ଡନ: କରୋନା ଟିକାକୁ ନେଇ ଆସିଛି ଭଲ ଖବର । ନଭେମ୍ବରରେ ଆସିବ ଅକ୍ସଫୋର୍ଡର କରୋନା ଟିକା । ଏହା ଆସନ୍ତା ମାସରୁ ବ୍ରିଟେନରେ ଉପଲବ୍ଧ ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଣ୍ଡନର ଥିବା ଏକ ବଡ ହସ୍ପିଟାଲର ଅଧିକାରୀଙ୍କୁ ସରକାରଙ୍କ…

ମଙ୍ଗଳ ଗ୍ରହକୁ ଗୋଟିଏ ଦିନରେ ଉଡିବ ୩ଟି ଫ୍ଲାଇଟ୍‌!

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ସ୍ପେସ୍ଏକ୍ସ ମଙ୍ଗଳ ଗ୍ରହରେ ମନୁଷ୍ୟର ବସତିସ୍ଥାପନ ଯୋଜନା ବିଷୟରେ ନୂତନ ସୂଚନା ଜାରି କରିଛି। ସ୍ପେସ୍ଏକ୍ସ କମ୍ପାନୀର ସିଓଓ ଗେନି ଶଟୱେଲ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ମଙ୍ଗଳ ଗ୍ରହରେ ମନୁଷ୍ୟର ବସତିସ୍ଥାପନ ପାଇଁ ଷ୍ଟାରଲିଙ୍କ୍‌ ସାଟେଲାଇଟ୍ ଏକ…