Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ନୂଆ ସ୍କିମ, ୨ବର୍ଷ ପାଇଁ ଇଏମଆଇ ଦେୟରୁ ମୁକ୍ତ

ନୂଆଦିଲ୍ଲୀ: କୋଭିଡ -୧୯ ଦ୍ୱାରା ପ୍ରଭାବିତ ଖୁଚୁରା ଋଣଗ୍ରହୀତାଙ୍କୁ ରିଲିଫ ଯୋଗାଇବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏକ ଋଣ ପୁନଃନିର୍ମାଣ ନୀତି ପ୍ରଣୟନ କରିଛି। ନୂତନ ନୀତି ଅନୁଯାୟୀ, ଏସବିଆଇର ଋଣ ଗ୍ରାହକମାନେ ଯେକ କୌଣସି  ପ୍ରକାରର ଇଏମଆଇ ଦେୟରୁ…

ରାଜ୍ୟସଭାରୁ ବ୍ୟାଙ୍କ ନିୟାମକ ବିଲ୍ ପାସ୍ ହୋଇଛି, ଜାଣନ୍ତୁ – ବ୍ୟାଙ୍କ ଗ୍ରାହକ ଭାବରେ ଆପଣଙ୍କ ଉପରେ କ’ଣ…

ନୂଆଦିଲ୍ଲୀ: ରାଜ୍ୟସଭାର ଅନୁମୋଦନ ପରେ ବ୍ୟାଙ୍କ ନିୟାମକ ବିଲ୍ ବର୍ତ୍ତମାନ ଆଇନରେ ପରିଣତ ହୋଇଛି। ଗତ ସପ୍ତାହରେ ଲୋକସଭା ଦ୍ୱାରା ଏହି ବିଲ୍ ଅନୁମୋଦନ କରାଯାଇଥିଲା। ଏହି ନୂତନ ନିୟମ ଅନୁଯାୟୀ ଦେଶର ସମବାୟ ବ୍ୟାଙ୍କଗୁଡିକ ଆରବିଆଇର ତତ୍ୱାବଧାନରେ କାର୍ଯ୍ୟ କରିବେ। ଆର୍ଥିକ ଅବନତି ଏବଂ ଦେଶରେ…

ନିଲମ୍ବିତ ସାଂସଦଙ୍କୁ ସମର୍ଥନ କରି ଗୋଟିଏ ଦିନ ଉପବାସରେ ଶରଦ ପାୱାର

ନୂଆଦିଲ୍ଲୀ: ନିଲମ୍ବନଙ୍କୁ ବିରୋଧ କରି ସଂସଦ ପରିସରରେ ସୋମବାର ରାତିରେ ଧାରଣା ବସିଥିଲେ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ସଦସ୍ୟ । ଏବେ ସେମାନଙ୍କୁ ସମର୍ଥନ କରି ଏନସିପି ମୁଖ୍ୟ ଶରଦ ପାୱାର ଗୋଟିଏ ଦିନ ଉପବାସରେ ରହିଥିବା ମଙ୍ଗଳବାର ଦିନ କହିଛନ୍ତି । ସୂଚନାନୁଯାୟୀ, ଲୋକସଭାରେ ପାରିତ…

ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଆୟକର ନୋଟିସ୍‌; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସଂସଦରେ ସରକାର ଓ ବିରୋଧି ଦଳଙ୍କ ମଧ୍ୟରେ ରାଜନୈତିକ ବାକବିତର୍କ ଜାରି ରହିଛି । ଏଭଳି ସମୟରେ ଏନସିପି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଆୟକର ନୋଟିସ୍ ପଠାଯାଇଛି । ଏହାବ୍ୟତିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ,…

ରାଜ୍ୟସଭାରେ ପାସ ହେଲା ଆଇଆଇଆଇଟି ସଂଶୋଧନ ବିଲ: ଜାତୀୟ ଗୁରୁତ୍ୱ ଟ୍ୟାଗ୍ ପାଇବେ ପାଞ୍ଚଟି ନୂତନ ଅନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ସଂସଦ ମଙ୍ଗଳବାର ଏକ ବିଲ୍ ପାରିତ କରିଛି ଯେଉଁଥିରେ ପାଞ୍ଚଟି ନୂତନ ଭାବରେ ଗଠିତ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) କୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବରେ ଘୋଷଣା କରାଯିବ। ଏକ ସାର୍ବଜନୀନ-ବେସରକାରୀ ଭାଗିଦାରୀ ମଡେଲରେ…

ଅକ୍ଟୋବର ୬ପର୍ଯ୍ୟନ୍ତ ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ; ଆସନ୍ତାକାଲି ଜାମିନ ଶୁଣାଣି

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ପର୍ଯ୍ୟନ୍ତ ଜେଲରେ ରହିବେ । ନ୍ୟାୟିକ ହେପାଜତ ଶେଷ ହେବାପରେ ଆଜି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଆସନ୍ତାକାଲି ଏହାକୁ ନେଇ ବମ୍ବେ ହାଇକୋର୍ଟରୁ ସେ ଏବଂ ତାଙ୍କ ଭାଇ ଶୋୟିକ୍ ଚକ୍ରବର୍ତ୍ତୀ ଜାମିନ ମାଗିଛନ୍ତି। ସେପ୍ଟେମ୍ବର ୯ରେ…

ଦିଲ୍ଲୀ ଦଙ୍ଗା ମାମଲା: କପିଲ ମିଶ୍ର କହିଲେ କୌଣସି ଭାଷଣ ଦେଇନାହିଁ

ନୂଆଦିଲ୍ଲୀ: ଫେବୃଆରୀ ୨୮ରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ଘଟଣାରେ ବିଜେପି ନେତା କପିଲ ମିଶ୍ରଙ୍କୁ ଜୁଲାଇ ୨୮ ରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପଚରାଉଚରା କରିଥିଲା। ପଚରାଉଚରା ବେଳେ ମିଶ୍ର ମୌଜପୁର ଗସ୍ତରେ କୌଣସି ଭାଷଣ ଦେଇନଥିବା କହିଛନ୍ତି। ଗତ ସପ୍ତାହରେ କର୍କାର୍ଡୋମା…

ସରକାରଙ୍କୁ ତେରଛା ବାଣ ମାରିଲେ ଶଶୀ ଥରୁର, କହିଲେ- “NDA= No Data Available”

ନୂଆଦିଲ୍ଲୀ: ସଂସଦରେ ସରକାରଙ୍କ ଉତ୍ତରର ପ୍ରତିକ୍ରିୟା ରଖିଛନ୍ତି ଶଶୀ ଥରୁର । ଏକାଧିକ ବିଷୟକୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଆତ୍ମହତ୍ୟା ପର୍ଯ୍ୟନ୍ତ ବିଷୟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ । ଆଜି…

କ୍ରମାଗତ ଭାବେ ଦେଶରେ ବଢୁଛି ସୁସ୍ଥତା ହାର: ୨୪ ଘଣ୍ଟାରେ ସର୍ବାଧିକ ୧ ଲକ୍ଷରୁ ଅଧିକ ଆରୋଗ୍ୟ ରେକର୍ଡ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ କରୋନା ସଂକ୍ରମିତ ସୁସ୍ଥ ହାର ବଢି ଚାଲିଛି ।କରୋନା ଆରୋଗ୍ୟ ହାରରେ ଭାରତ ୮୦ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଲଗାତାର ତୃତୀୟ ଦିନ ପାଇଁ ଭାରତରେ ୯୦, ୦୦୦ ରୁ ଅଧିକ ଆରୋଗ୍ୟ ଚିହ୍ନଟ ହୋଇଥିବା ବେଳେ ଆଜି…

ନଭେମ୍ବର ୧ରୁ ୟୁଜି ଏବଂ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ

ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷା ବର୍ଷ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟଗ୍ରାଜୁଏଟ୍ (ପିଜି) ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କରାଯାଇଛି । ଏସମ୍ପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।…