Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତୁ ଜାଣିବା ଭାରତର କେଉଁ ସ୍ଥାନରେ ୧୮ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଏ

କଲିକତା: ସାରା ଭାରତ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ୧୮ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳିତ ହୋଇଥାଏ । ଆସନ୍ତୁ ଜାଣିବା ଏହାର କାରଣ କଣ ଥିଲା ? ୧୨ ଅଗଷ୍ଟ ୧୯୪୭ରେ ଭାରତ ସ୍ୱାଧୀନ…

କ୍ରିକେଟର ଚେତନ ଚୌହ୍ୱାନ ଗୁରୁତର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଚୌହାନଙ୍କ ସ୍ଥିତି ଖୁବ୍ ଗମ୍ଭୀର ରହିଛି । ତାଙ୍କୁ ଲାଇଫ ସର୍ପୋଟ ସିଷ୍ଟମରେ ରଖାଯାଇଛି । ଗତ ମାସକ ଭିତରେ ତାଙ୍କୁ କରୋନା ହୋଇଥିଲା ଓ ତାଙ୍କୁ ଲକ୍ଷ୍ନୌର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କରୋନାରୁ ଭଲ ହେବା ପୂର୍ବରୁ ତାଙ୍କର…

ଅଗଷ୍ଟ ଶେଷ ସୁଦ୍ଧା ବଜାରକୁ ଆସିବ ରୁଷ ଟୀକା !

ମସ୍କୋ: ରୁଷ ଆଣିଛି ବିଶ୍ଵର ପ୍ରଥମ ଟୀକା । ସଂକ୍ରମଣର ପ୍ରତିହିତ ନିମନ୍ତେ ଟୀକା ଉତ୍ପାଦନ ଆରମ୍ଭ କରିଥିବା ରୁଷ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସୂଚନା ଅନୁଯାୟୀ, ମସ୍କୋର ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ବିକଶିତ ଏହି ଟୀକା ଚଳିତ ମାସ ଶେଷ ସୁଦ୍ଧା ସର୍ବସାଧାଣଙ୍କ ପାଇଁ…

ସ୍ୱାଧୀନତା ପୂର୍ବରୁ କେବେ ପାଳନ ହେଉଥିଲା ‘ସ୍ୱାଧୀନତା ଦିବସ’ ?

ଭୁବନେଶ୍ୱର: ଆଜି ହେଉଛି  ୭୪ ତମ ସ୍ଵାଧିନତା ଦିବସ । ସାରା ଦେଶ ଆଜି ଉତ୍ସବ ମୁଖର । ସ୍ୱାଧୀନତାର ଏହି ଦିନକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ଦେଶବାସୀ । ୧୯୪୭ ମସିହା ଆଜିର ଦିନରେ ବ୍ରିଟିଶ କବଳରୁ ସ୍ୱାଧୀନତା ପାଇଥିଲା ଆମ ଦେଶ ଭାରତ। ଦୀର୍ଘ ବର୍ଷ ଧରି ଇଂରେଜ ଅଧୀନରେ ରହିବା ପରେ…

ଦେଶରେ ଆକ୍ରନ୍ତଙ୍କ ସହ ବଢୁଛି ଆରୋଗ୍ୟ ହାର: ଗୋଟିଏ ଦିନରେ ୫୭ ହଜାରରୁ ଉର୍ଦ୍ଧ୍ବ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଜାରି ରାହିଛି କରୋନାର କୋପ । ଦିନକୁ ଦିନ ବହୁ ମାତ୍ରାରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।…

ପାକିସ୍ତାନୀ ୱେବସାଇଟ ହ୍ୟାକ କଲେ ଭାରତୀୟ ହ୍ୟାକର, ରାମଲାଲା ଆମେ ଆସିବୁ ଲେଖିଲେ

ନୂଆଦିଲ୍ଲୀ: ଭାରତୀୟ ହ୍ୟାକରମାନେ ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନୀ ୱେବସାଇଟ ହ୍ୟାକ କରିଛନ୍ତି । ଫାତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ କରିବା ସହ ଇଣ୍ଡିଆନ ସାଇବର ଟ୍ରୁପ ନାମକ ହ୍ୟାକର ଗ୍ରୁପ ଭାରତୀୟ ସ୍ୱାଧୀନତା ଦିବସ ବାର୍ତା ଦେଇଥିଲେ । ଭାରତ ପତାକା ଭଗବାନ…

ଭିଡ଼ିଓ କଲିଂ ସମୟରେ ରୁହନ୍ତୁ ସବଧାନ; ଲାଗିପାରେ ଆଇଏସଡି ଚାର୍ଜ

ନୂଆଦିଲ୍ଲୀ: ଭିଡ଼ିଓ କଲିଂ କରୁଥିଲେ ହୋଇ ଯାଆନ୍ତୁ ସବଧାନ। ଏଣିକି ଭିଡିଓ କଲିଂ ସମୟରେ ବ୍ୟବହାରକାରୀଙ୍କୁ ଅବଲମ୍ବନ କରିବାକୁ ପଡ଼ିବ ଏହି ସବୁ ସତର୍କତା । ନଚେତ ଦେବାକୁ ପଡିପାରେ ଆଇଏସ୍‌ଡି ଚାର୍ଜ। ଏନେଇ ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟିଆରଏଆଇ) ଏକ ବିଜ୍ଞପ୍ତିରେ ସୂଚନା…

ଜାତୀୟ ପତାକାକୁ ଅପମାନ, ପଞ୍ଜାବର ମୋଗାରେ ଉଡିଲା ଖଲିସ୍ତାନ ପତାକା

ମୋଗା: ସ୍ୱତନ୍ତ୍ରତା ଦିବସରେ କିନ୍ତୁ ପଞ୍ଜାବରୁ ଏକ ଖରାପ ଖବର ଆସିଛି । କେତେକ ଅସାମାଜିକ ଗୋଷ୍ଠୀ ମୋଗା ଜିଲାର ପ୍ରଶାସନିକ ବିଭାଗ ଉପରେ ଖଲିସ୍ତାନ ପତାକା ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ଅମରିନ୍ଦର ସିଂ ଏହା ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅଜ୍ଞାତ…

[ଭାଇରାଲ୍ ଭିଡିଓ] ଜନ୍ମଦିନରେ ବୃଦ୍ଧାଙ୍କ ଚକିତକର କାରନାମା !

କୋଲକାତା: ସତରେ ଖୁସୀ ମନାଇବା ପାଇଁ ନାହିଁ କୌଣସି ବୟସ ସୀମା । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା । ନିଜ ଜନ୍ମଦିନରେ ପରିବାର ଲୋକଙ୍କ ସହ ମିଶି ବୃଦ୍ଧା ଜଣକ ଫୁଲ୍ ଦମ୍‌ରେ ଡାନ୍ସ କରିଥିଲେ । ତାଙ୍କ ଡାନ୍ସିଂ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍…

କିଏ ଦେଉଥିଲା ଅଙ୍କିତାଙ୍କ ଫ୍ଲାଟ୍‌ର ଇଏମ୍‌ଆଇ ?

ମୁମ୍ବାଇ: ଅଗଷ୍ଟ ୧୪ରେ ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଥିଲା । ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ (ED) କହିଥିଲା ମୁମ୍ବାଇର ମଲାଡ ସ୍ଥିତ ଅଙ୍କିତାଙ୍କ ୪.୫କୋଟି ଦାମର ଫ୍ଲାଟ୍‌ର ଇଏମ୍‌ଆଇ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ କଟୁଥିଲା ।…