Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭାଇରାଲ୍ ଭିଡିଓ] ମୁମ୍ବାଇ ବନ୍ୟାରେ ମହିଳାଙ୍କ କମାଲ୍ !

ମୁମ୍ବାଇ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ବେହାଲ ମୁମ୍ବାଇ । ଗତ କିଛି ଦିନ ଧରି ମୁମ୍ବାଇର ପରିସ୍ଥିତି ନେଇ ଲଗାତାର ଭିଡିଓ ସାମ୍ନାକୁ ଆସିଛି । ହେଲେ ନିକଟରେ ଜଣେ ମହିଳାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ପଶ୍ଚିମ ମୁମ୍ବାଇ ତୁଲସୀ ପାଇପ୍ ରୋଡ୍‌ରୁ ଆସିଥିବା ଏହି…

ଆଜି ଆକାଶରେ ଦେଖାଯିବେ ୮ ଗ୍ରହ

ମୁମ୍ବାଇ: ଆଜି (୮ ଅଗଷ୍ଟ) ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ରାତିରେ ସୌରଜଗତର ପ୍ରମୁଖ ୮ ଗ୍ରହ ମହାକାଶରେ ଦେଖାଯିବେ । ୬ ଗ୍ରହ ସାମାନ୍ୟ ଆଖିରେ ଏବଂ ନେପଚ୍ୟୁନ, ପ୍ଲୁଟୋ ଟେଲିସ୍କୋପ ମାଧ୍ୟମରେ ଦେଖିହେବ । ସୂର୍ଯ୍ୟ ଚାରିପଟେ ୩୬୦ ଡିଗ୍ରୀ ବୁଲୁଥିବା ଗ୍ରହ…

ଗୁପ୍‌ଚୁପ୍‌ବାଲା ପ୍ରେମରେ ପଡି ଚମ୍ପଟ୍ ମାରିଲେ ସ୍କୁଲ ଛାତ୍ରୀ !

ଉତ୍ତରପ୍ରଦେଶ: ଗୁପ୍‌ଚୁପ୍ । ମୁଖରୁଚି ତାଲିକାରେ ଝିଅଙ୍କ ପ୍ରଥମ ପ୍ରେମ । ସ୍କୁଲ, କଲେଜର ଛାତ୍ରୀ ହୁଅନ୍ତୁ ଅବା ଚାକିରିଆ ମହିଳା । ଗୁପ୍‌ଚୁପ୍ ପ୍ରତି ତାଙ୍କ ପ୍ରେମର ସଜ୍ଞା ଟିକେ ନିଆରା । ୧୦ଟଙ୍କାର ହେଉ କି ୨୦, ଏକ୍ସଟ୍ରା ଖଟାପାଣି ଓ ପାମ୍ପୁଡି ଖାଇବାକୁ ସେମାନେ କେବେ ବି ଭୁଲନ୍ତି…

କରୋନାରୁ ସୁସ୍ଥ ପରେ ଅମିତାଭ ବଚ୍ଚନଙ୍କ ପ୍ରଥମ ସେଲଫି, ଦେଖନ୍ତୁ

ମୁମ୍ବାଇ: କରୋନାକୁ ମାତ ଦେଇଛନ୍ତି ବଲିଉଡ ମହାନାୟକ ଅମିତାଭ ବଚ୍ଚନ । ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏବେ ସୋସିଆଲ ମିଡିଆରେ ପ୍ରଥମ ସେଲଫି ପୋଷ୍ଟ କରିଛନ୍ତି ବିଗ ବି । କ୍ଲୋଜ୍ ଅପ୍ ଫଟୋ ଉଠାଇଛନ୍ତି ଅମିତାଭ । ଫଟୋ କ୍ୟାପସନରେ ବିଗ୍ ବି ଲେଖିଛନ୍ତି, ବହୁତ କମ୍ ଲୋକ…

ଶପଥ ନେଲେ CAG ଗିରୀଶ ମୁର୍ମୁ

ନୂଆଦିଲ୍ଲୀ: ଭାରତର ନୂଆ ସିଏଜି ଭାବରେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଆଇଏଏସ୍ ଗିରୀଶ ମୁର୍ମୁ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରକ୍ଷା କରି…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର୍‌; ୪୨ ହଜାରରୁ ଉର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୦,୮୮,୬୧୨ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧,୫୩୭ ଜଣ…

କୋଝିକୋଡ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

କୋଚି: କେରଳ କୋଝିକୋଡ ବିମାନ ଦୁର୍ଘଟଣା କେମିତି ଓ କେଉଁ ପରିସ୍ଥିତିରେ ଘଟିଲା? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଦୁଇଟି ଟିମ୍ ଗଠନ କରାଯାଇଛି । ତଦନ୍ତକାରୀ ଟିମରେ ଏୟାର ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ଓ…

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଘାଟ ନିକଟରେ ଆରଏସକେ ସଭାଗାରରେ ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ଣ ୪ଟାରେ କାର୍ଯ୍ୟକ୍ରମ ରହିଛି । ଏହି କେନ୍ଦ୍ରକୁ ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯିବ…

କୋଝିକୋଡ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୭ ମୃତ

କୋଝିକୋଡ: କେରଳର ଏୟାର ଇଣ୍ଡିଆ ବିମାନର କ୍ରାସ୍ ଲ୍ୟାଣ୍ଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ୨ ପାଇଲଟଙ୍କ ସହ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବିମାନର ଚାରି ଜଣ କ୍ୟାବିନ୍ କ୍ରିଉ ମେମ୍ବର ସୁରକ୍ଷିତ…

କେରଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ ସହ ଏନଡିଆରଏଫ୍‌କୁ ସହାୟତା ନିର୍ଦ୍ଦେଶ ଦେଲେ ଅମିତ ଶାହ

କୋଝିକୋଡ: କେରଳର କୋଝିକୋଡଠାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ଟ୍ୱିଟ୍ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ସେ ଏନଡିଆରଏଫ୍‌କୁ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍‌ରେ ଉଲ୍ଲେଖ…