Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାତୀୟ ହସ୍ତତନ୍ତ ଦିବସ: ସୋସିଆଲ ମିଡିଆରେ ଟ୍ରେଣ୍ଡରେ ହସ୍ତତନ୍ତ ପୋଷାକ

ଭୁବନେଶ୍ୱର: ଆଜି ଜାତୀୟ ହସ୍ତତନ୍ତ ଦିବସ । ଏଥି ପାଇଁ ସୋସିଆଲ ମିଡିଆରେ ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଓ ସାଧାରଣ ଲୋକେ ସମସ୍ତେ ହସ୍ତତନ୍ତର ପୋଷାକ ଓ ଶାଢୀ ପିନ୍ଧି ଫଟୋ ସେୟାର କରିଛନ୍ତି । ହସ୍ତତନ୍ତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୨୦୧୫ ମସିହାରୁ ଆଜିର ଦିନକୁ ଜାତୀୟ…

କେରଳରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

କୋଝିକୋଡ (କେରଳ): କୋଝିକୋଡର କରିପୁର ବିମାନ ବନ୍ଦରରେ ଲ୍ୟାଣ୍ଡ କରୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନଟି ଅବତରଣ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବିମାନରେ ମୋଟ ୧୯୧ ଜଣ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା…

କେରଳ ଭୂସ୍ଖଳନରେ ୧୫ ମୃତ, ୫୦ରୁ ଅଧିକ ନିଖୋଜ

କୋଚି: ପ୍ରବଳ ବର୍ଷା ଯୋଗୁ କେରଳ ଇଦୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି । ରାଜମଲାଈ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ୧୫କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । କିଛି ଆହତ ହୋଇଛନ୍ତି । ୫୦ରୁ ଅଧିକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାମ । ନିୟୋଜିତ ଅଛନ୍ତି ଏନଡିଆରଏଫ୍ ଟିମ୍ ।…

[ଭାଇରାଲ୍ ଭିଡିଓ] ରାସ୍ତାକଡରେ ମିଳିଲା ମାଗଣା ମଦ, ଲୋକେ ମାଲାମାଲ୍ !

ଛତିଶଗଡ: ରାସ୍ତାକଡରେ ଓଲଟିଲା ମଦ ବୋଝେଇ ଗାଡି । ଖବର ପାଇ ମଦ ଗାଡି ଜଗିବାକୁ ଆସିଲା ପୋଲିସ । ହେଲେ ମଦ ଗାଡି ଖବର ପାଇବା ପରେ ସାଧାରଣ ଲୋକ ବି ପହଂଚିଥିଲେ ଘଟଣାସ୍ଥଳରେ । ଆଉ ତା ପରେ ପୋଲିସକୁ ବେଖାତିର କରି ଲୋକେ ମଦ ହରିଲୁଟ୍ କରିବାରେ ଲାଗିପଡିଥିଲେ । ଛତିଶଗଡର କୱର୍ଦ୍ଧା ଅଂଚଳରେ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ରିସୋର୍ଟରେ ଏକେ-୪୭ ସହ ୩ ଯୁବକ ପଶିଲେ

ଫ୍ଲୋରିଡା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ରିସୋର୍ଟରେ ଏକେ-୪୭ ସେମି ଅଟୋମେଟିକ ରାଇଫଲ ସହ ୩ ଯୁବକ ପଶିଥିଲେ । ମାର-ଏ-ଲେଗୋ ରିସୋର୍ଟ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସେମାନେ ପଶି ଯାଇଥିଲେ । ପୂର୍ବରୁ ମଧ୍ୟ ୪ଥର ଏ ଭଳି ଘଟଣା ଘଟିଛି । ୨ ଥର ଚୀନ…

[ଭାଇରାଲ୍ ଭିଡିଓ] ବେରୁଟ୍ ବିସ୍ଫୋରଣର ସାକ୍ଷୀ ସାଜିଲେ ନବବିବାହିତା ବଧୂ !

ଲେବାନନ୍‌: ମଙ୍ଗଳବାର ବେରୁଟ୍‌ରେ ଘଟିଥିଲା ଅବିଶ୍ୱସନୀୟ ବିସ୍ଫୋରଣ । ଏହି ଘଟଣାକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥିଲା । ହେଲେ ନିକଟରେ ଏହି ଘଟଣା ସହ ସଂପୃକ୍ତ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁ ସମୟରେ ବେରୁଟ୍‌ରେ ଘଟିଥିଲା ଅକସ୍ମାତ ବିସ୍ଫୋରଣ । ଠିକ୍ ସେହି…

[ଭିଡିଓ] ବେରୁଟ୍ ପରେ ଦୁବାଇରେ ଭୀଷଣ ଅଗ୍ନିକାଣ୍ଡ !

ଦୁବାଇ: ଲେବାନନ୍ ବେରୁଟ୍‌ରେ ଭୟଙ୍କର ବିସ୍ଫୋରଣ ଲୋକଙ୍କ ମନରେ ନ ଲିଭୁଣୁ ଦୁବାଇରେ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ । ମଙ୍ଗଳବାର ବେରୁଟ୍ ଓ ବୁଧବାର ଦୁବାଇରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବେରୁଟ୍ ବିସ୍ଫୋରଣର ମାତ୍ର…

ନୂଆ ଶିକ୍ଷା ନୀତିକୁ ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଏକ ପ୍ରେସ କନଫ୍ରେନ୍ସରେ ଦେଶର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ଏପରିକି ନୂଆ ଶିକ୍ଷା ନୀତି ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ବୋଲି କହିଛନ୍ତି । ଏହା ଫଳରେ ଯୁବପିଢି ସୃଜନଶୀଳ ଚିନ୍ତାଧାରା…

୨୪ ଘଣ୍ଟାରେ ସର୍ବାଧିକ ୬୨,୫୩୮ ଆକ୍ରାନ୍ତ ସହ ଦେଶରେ ୨୦ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୨୭,୦୭୫ ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪…

କାଲି ଶପଥ ନେବେ ନୂଆ ସିଏଜି, ଗିରୀଶ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଦେଶର ନୂଆ ସିଏଜି । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ତାଙ୍କ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ମାରିଥିଲେ…