Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁମ୍ୱାଇରେ କ୍ୱାରେଣ୍ଟାଇନରେ ରଖିଥିବା ପାଟନା ଏସପିଙ୍କୁ ଛାଡ଼ିଲା ବିଏମସି

ମୁମ୍ୱାଇ: ବହୁ ବିବାଦ ଓ ମୁହାଁମୁହିଁ ସ୍ଥିତି ପରେ ମୁମ୍ୱାଇରେ କ୍ୱାରେଣ୍ଟାଇନରେ ରହିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ ଛାଡ଼ିଲା ବିଏମସି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଅଗଷ୍ଟ ଦୁଇ ତାରିଖରେ ମୁମ୍ୱାଇ ପହଞ୍ଚିଥିଲେ ପାଟନା ସିଟି ଏସପି । ରାତି…

୨୧ ଦିନରେ ଦେଶରେ ୧୦ ଲକ୍ଷ କରୋନା ପଜିଟିଭ୍

ଭୁବନେଶ୍ୱର: ଦେଶରେ ୨୦ ଲକ୍ଷ ଅତିକ୍ରମ କରିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇରେ ଦେଶରେ ୧୦ ଲକ୍ଷ ଟପିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର, ତାମିଲନାଡୁରେ ପଜିଟିଭ ସଂଖ୍ୟା ବଢୁଥିବା ବେଳେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,…

ଇଡିରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଡୁଆ ଭିତରେ ଫଶିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିବା ବେଳେ ଇଡି ସ୍କାନରରେ ବି ଅଛନ୍ତି ରିୟା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହେବେ । ପୂର୍ବରୁ ତାଙ୍କୁ ସମନ୍…

ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ପିନ୍ଧିଲେ ଆଇଏଏସ୍‌ ମୁକୁଟ

ନୂଆଦିଲ୍ଲୀ: ମିସ୍ ଇଣ୍ଡିଆ ଫାଇନାଲିଷ୍ଟଙ୍କ ମୁଣ୍ଡରେ ପ୍ରଶାସିକାର ମୁକୁଟ । ମେଡଲରୁ ହେଲେ ଆଇଏଏସ୍ । ୯୩ ର‌୍ୟାଙ୍କ ରଖି ଦେଶ ପାଇଁ ଆଣିଲେ ଗୌରବ । ନିଜ କଠିନ ପରିଶ୍ରମ ବଳରେ ଅନ୍ୟପାଇଁ ପାଲଟିଲେ ଉଦାହାରଣ । ୨୦୧୬ ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ଶେରେନ୍ ହେଲେ ଆଇଏଏସ୍…

ଗିରୀଶ ମୁର୍ମୁ ହେଲେ ଦେଶର ନୂଆ ସିଏଜି

ନୂଆଦିଲ୍ଲୀ: ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ୱ । ତାଙ୍କୁ ଦେଶର ନୂଆ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ନିଯୁକ୍ତି ମିଳିଛି । ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରୀଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଗତକାଲୀ ଶ୍ରୀ ମୁର୍ମୁ ଜାମ୍ମୁ କାଶ୍ମୀର…

ଟ୍ରେଣ୍ଡରେ ରାଣା-ମିହିକାଙ୍କ ହଳଦୀ ସେରିମନି, ଫଟୋ ଭାଇରାଲ

ଭୁବନେଶ୍ୱର : ବାହୁବଲୀର ଭଲାଲ ଦେବଙ୍କର ଆଜି ହଲଦୀ ଶେଷ ହୋଇଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହଁ ଭଲାଲ ଦେବ ମାନେ ରାଣା ଦଗୁବତୀଙ୍କ ଆଜି ହଲଦୀ ହୋଇଥିବା ବେଳେ ବିବାହ ଆସନ୍ତାକାଲି ଅନୁଷ୍ଠିତ ହେବ । ମିହିକା ବଜାଜ୍ ବନିବେ ତାଙ୍କ ଦୁଲହନ । ଆଜି ଦୁହିଁଙ୍କ ହଲଦୀ ସେରିମନିର…

ବହୁ ଚର୍ଚ୍ଚିତ ସୁଶାନ୍ତ ରାଜପୁତ କେସ୍‌ର ତଦନ୍ତ ଆରମ୍ଭ କରିଛି ସିବିଆଇ, ରିୟାଙ୍କ ସମେତ ୬ଜଣଙ୍କ ନାମରେ ମାମଲା

ମୁମ୍ବାଇ: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସ୍‌ର ତଦନ୍ତ ଆରମ୍ଭ କରିଛି ସିବିଆଇ । ଗୁରୁବାର ସିବିଆଇ ରିୟା ଚକ୍ରବର୍ତିଙ୍କ ସମେତ ୬ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଅନ୍ୟମାନେ ହେଲେ ଇନ୍ଦରଜିତ ଚକ୍ରବର୍ତି, ସନ୍ଧ୍ୟା ଚକ୍ରବର୍ତି, ସୌରଭ ଚକ୍ରବର୍ତି, ସାମ୍ୟୁଏଲ…

[ଭିଡିଓ] ଭାରତରୁ କିଏ କରୁଥିଲା ଇରାକକୁ କୋଭିଡ-୧୯ ଭ୍ୟାକ୍ସିନ୍ ଚୋରା ଚାଲାଣ ?

ଗୁରୁଗ୍ରାମ୍‌: ଏକ ବଡ ଧରଣର ଧରପଗଡରେ ଗୁରୁଗ୍ରାମ ପୋଲିସକୁ ମିଳିଛି ବଡ ସଫଳତା । ଭାରତରୁ ଇରାକକୁ କୋଭିଡ୍‌-୧୯ ଟିକା ଚୋରା ଚାଲାଣ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଧରପଗଡରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କିଏ ଓ କେମିତି ଇରାକକୁ କରୁଥିଲା କୋଭିଡ୍‌-୧୯…

ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ସ୍ଥାପନ କରିବା ଆଉ ୬ କୃତ୍ରିମ ଉପଗ୍ରହ !

ନୂଆଦିଲ୍ଲୀ: ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ଆଉ ୬ କୃତ୍ରିମ ଉପଗ୍ରହ ସ୍ଥାପନ କରିବା ପାଇଁ ଯୋଜନା କରୁଛି । ଜାତୀୟ ସୁରକ୍ଷା ସଂସ୍ଥା ଏହାର ଆବଶ୍ୟକତା ନେଇ ସରକାରଙ୍କୁ ସୂଚନା ଦେଇଥିଲେ । ଏହା ଦ୍ୱାରା ଏଲଏସିରେ ଚୀନ ଏବଂ ପାକିସ୍ତାନ ପରି ଶତ୍ରୁ ଦେଶଙ୍କ ଉପରେ ନଜର ରଖା ଯାଇପାରିବ ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଗାଲିଣି । ହେଲେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଏହି ମାମଲାରେ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଇଡି ନଜର ରଖିଛି । ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି…