Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତିଙ୍କ ପିଟିସନର ଆଜି ଶୁଣାଣି

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ବାଚସ୍ପତି ସି. ପି. ଯୋଶୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସଚିନ ପାଇଲଟ୍ ଓ ଅନ୍ୟ ୧୮ ବିଧାୟକଙ୍କ ବିରୋଧରେ ବାଚସ୍ପତି ୨୪ ତାରିଖ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବୋଲି ରାଜସ୍ଥାନ ହାଇକୋର୍ଟ ଗତ ୨୧ ତାରିଖରେ…

ମଧ୍ୟପ୍ରଦେଶରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅରବିନ୍ଦ ଭଦୋରିଆଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଭୋପାଳ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅରବିନ୍ଦ ଭଦୋରିଆଙ୍କ ପାଖରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲା ।…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଶୋକ ଗେହଲଟ୍

ଜୟପୁର: ରାଜସ୍ଥାନରେ ରାଜନୀତିକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି । ଗେହଲଟ୍ କହିଛନ୍ତି, କୋଭିଡ୍…

ଆଇଟି ଓ ବିପିଓ ସେକ୍ଟର ପାଇଁ ବଢ଼ିଲା ଓ୍ୱାର୍କ ଫ୍ରମ୍ ହୋମ୍ ଅବଧି

ନୂଆଦିଲ୍ଲୀ: ଆଇଟି ଓ ବିପିଓ କମ୍ପାନୀ ଏବଂ ଏଥିରେ କାର‌୍ୟ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେସବୁ କମ୍ପାନୀ ପାଇଁ ଓ୍ୱାର୍କ ଫ୍ରମ୍ ହୋମ୍ ଅବଧିକୁ ଆଉ ପାଞ୍ଚ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଡିସେମ୍ବର ୩୧ ଯାଏଁ ଅବଧି ବଢ଼ିଛି ।…

ଗଲୱାନ ଘାଟିର ସହିଦ କର୍ଣ୍ଣେଲଙ୍କ ପତ୍ନୀଙ୍କୁ ଡେପୁଟୀ କଲେକ୍ଟର ନିଯୁକ୍ତି

ହାଇଦ୍ରାବାଦ: ପୂର୍ବ ଲଦାଖରେ ଗଲୱାନ୍ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେବେ ଡେପୁଟୀ କଲେକ୍ଟର । ତେଲାଙ୍ଗନା ସରକାର ବୁଧାବର ସହିଦ କର୍ଣ୍ଣେଲଙ୍କ ପତ୍ନୀ ସନ୍ତୋଷୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କେବଳ ହାଇଦ୍ରାବାଦ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ…

କେପି ଶର୍ମା ଓଲୀ ଓ ପ୍ରଚଣ୍ଡଙ୍କ ମଧ୍ୟରେ ଗୁପ୍ତ ବୁଝାମଣା !

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ସରକାର ବଂଚିଯିବା ଆସାର ବୁଧବାର ଦେଖିବାକୁ ମିଳିଛି । ଓଲୀ ଓ ପୁଷ୍ପକମଳ ଦହଲ (ପ୍ରଚଣ୍ଡ)ଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଛି । ପ୍ରଚଣ୍ଡଙ୍କ ନିକଟତମ ନେତାଙ୍କୁ ଓଲୀ ସରକାରରେ ଗୁରୁତ୍ୱପୂର୍ଣ୍ଣ…

ଲଦାଖରେ ଚାଲବାଜ ଚୀନ ଠୁଳ କଲାଣି ୪୦ ହଜାର ସୈନିକ !

ନୂଆଦିଲ୍ଲୀ: ଚୀନ ତାର ପ୍ରକୃତି ଛାଡି ପାରୁନି । କପର୍ସ କମାଣ୍ଡର ସ୍ତରୀୟ ଶାନ୍ତି ପ୍ରକ୍ରିୟା ଆଲୋଚନା ସତ୍ୱେ ଚୀନ ଲଦାଖ ସୀମାରେ ସେନା ଠୁଳ କରିବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ଲଦାଖର ଫ୍ରଂଟ ଓ ଡେପ୍‌ଥ ଅଂଚଳରେ ଚାଲବାଜ ଚୀନ ୪୦୦୦୦ ସେନା ଠୁଳ କଲାଣି । ଏୟାର ଡିଫେନ୍ସ ସିଷ୍ଟମ,…

ପାକିସ୍ତାନ ନୁହେଁ, ଭାରତ ପରମାଣୁ ମିସାଇଲର ଟାର୍ଗେଟ ଏବେ ଚୀନ : ରିପୋର୍ଟ

ନୂଆଦିଲ୍ଲୀ:ଚୀନ ସହିତ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ତାର ପରମାଣୁ ରଣନୀତିରେ ବଡ ଧରଣର ପରିବର୍ତନ କରିଛି । ଆମେରିକା ଥିଙ୍କଟ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଭାରତ ଏବେ ପାକିସ୍ତାନ ବଦଳରେ ପରମାଣୁ ମିସାଇଲ ଟାର୍ଗେଟ ଚୀନ ଆଡକୁ ରଖିଛି । ଜଳ, ସ୍ଥଳ ଓ ଆକାଶ…

ଚୀନ ଚାଲ୍ : ଭୁଟାନ ସହ ସୀମା ବିବାଦ ତୁଟାଇବା ପାଇଁ ପ୍ୟାକେଜ ଲୋଭ ଦେଖାଉଛି

ନୂଆଦିଲ୍ଲୀ:ଚୀନ ବିରୋଧରେ ଭାରତ ଯେଉଁ ଚକ୍ରବ୍ୟୁହ ରଚିଥିଲା ଡ୍ରାଗନ ଟିମ୍ ଏହାକୁ ଧିରେ ଧିରେ ଭାଙ୍ଗିବା ପାଇଁ ଉଦ୍ୟମ କରିଛି । ପାକିସ୍ତାନ, ବାଂଲାଦେଶ ଓ ନେପାଳ ପରେ ଚୀନ ଭୁଟାନକୁ ମନେଇବାକୁ ଆରମ୍ଭ କରିଛି । ରିପୋର୍ଟ ମୁତାବକ ୧୯୯୬ ଅଦଳ ବଦଳ ନୀତି ଆପଣାଇଛି । ଏହା ଅନୁସାରେ ଚୀନ ଭୁଟାନ…

ଆସାମ ତୈଳକୂଅରେ ପୁଣି ବିସ୍ଫୋରଣ, ୩ ବିଦେଶୀ ବିଶେଷଜ୍ଞ ଆହତ

ଗୁଆହାଟି: ଆସାମ ତିନସୁକୁଆ ତୈଳକୂପାରେ ପୁଣି ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ସେଠାରେ କାମ କରୁଥିବା ୩ ଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପରେ ସ୍ଥିତି ଦିନକୁ ଦିନ ଭୟଙ୍କର…