Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୋନୀପତ ଏକ୍ସପ୍ରେସୱେରେ ଏୟାରଫୋର୍ସ ହେଲିକପ୍ଟରର ଏର୍ମେଜନ୍ସି ଲ୍ୟାଣ୍ଡିଂ

ପାନୀପତ: ହରିୟାଣାର ସୋନପତ ଜିଲାର କୁଣ୍ଡଳୀ-ଗାଜିୟାବାଦ-ପଲବନ ଏକ୍ସପ୍ରେସ ୱେରେ ଶୁକ୍ରବାର ସକାଳ ୧୦ଟା ସମୟରେ ଏୟାରଫୋର୍ସର ଏକ ହେଲିକପ୍ଟର ଏର୍ମେଜେନ୍ସି ଲ୍ୟାଣ୍ଡିଂ କରିଥିଲା । ଭାରତ-ଚୀନ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ହଠାତ୍ ହେଲିକପ୍ଟର ଲ୍ୟାଣ୍ଡି କରିବା ସ୍ଥାନୀୟ…

ଜୀବନ ହାରିଲେ ସୁଶାନ୍ତଙ୍କ ଆଉ ଜଣେ ଫ୍ୟାନ୍ !

ନାଗପୁର:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ପାଖାପାଖି ୧୫ ଦିନ ହେଲାଣି । ତଥାପି ତାଙ୍କ ଆତ୍ମହତ୍ୟାକୁ ଏଯାଏ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ଫ୍ୟାନ୍ । ନାଗପୁରରେ ଜଣେ ୧୪ ବର୍ଷର ନାବାଳକ ଜୀବନ ହାରିଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ଏହି ଘଟଣା ଘଟିଛି…

କରୋନା ସଙ୍କଟ: ବାତିଲ ହେଲା ସିଟିଇଟି ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା ସିଟିଇଟି ପରୀକ୍ଷା ।ସିବିଏସ୍‌ଇ ପକ୍ଷରୁ ଗୁରୁବାର ଦିନ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । କରୋନା ସଂକଟରେ ସାମାନ୍ୟ ସୁଧାର ଆସିବା ପରେ ପରୀକ୍ଷା କେବେ ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି…

ଚୀନ୍ ହିଟଲରୀ ବିସ୍ତାରବାଦର ନୂଆ ସଂସ୍କରଣ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଚୀନରେ ୧୯୪୯ରେ ବନ୍ଧୁକମୁନରେ କ୍ଷମତା ଅକ୍ତିଆରକରିବା ପରେ ମାଓ-ସେ-ତୁଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ୟୁନିଷ୍ଟ ଶାସନ ଆରମ୍ଭରୁ ଯୁଦ୍ଧଖୋର ମନୋବୃତ୍ତି ପୋଷଣ କରିଆସୁଛି| ଏହାର ଶାସକବର୍ଗ ସମାଜବାଦର ମହତ୍ତମ ଆଦର୍ଶ ସମାନତା, ଶାନ୍ତି,…

ଭାରତରେ ଗମ୍ଭୀର ହେଉଛି ସ୍ଥିତି: ୨୪ ଘଣ୍ଟାରେ ସର୍ବାଧିକ ୪୦୭ ମୃତ, ୧୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୭,୨୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୭ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୯୦,୪୦୧…

ସୁରକ୍ଷାକର୍ମୀ ଗୁଳିରେ ଗଡ଼ିଲା ଆତଙ୍କୀର ମୁଣ୍ଡ

ଜମ୍ମୁ କାଶ୍ମୀର: ପୁଲଓ୍ୱାମା ଜିଲ୍ଲାରେ ଏନକାଉଣ୍ଟରେ । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅବନ୍ତିପୁରାର ତ୍ରାଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଗତକାଲି ରାତିରେ ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ । ତ୍ରାଲ ଅଞ୍ଚଳରେ କିଛି…

କରୋନା ସଂକ୍ରମଣରେ ଚୀନକୁ ଟପିଯିବ ଦିଲ୍ଲୀ-ଏନସିଆର୍

ଦିଲ୍ଲୀ: ପ୍ରଦିତିନ ହଜାର ହଜାର ନୂଆ କରୋନା କେସ ସାମନାକୁ ଆସୁଛି । ଦିଲ୍ଲୀର କରୋନା ଗ୍ରାଫ ଦର୍ଶାଉଛି ବିଶ୍ୱରେ ୧୬୭ ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଯେତିକି କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରୁ ବାହାରିଛନ୍ତି ତାଠୁ ଅଧିକ ଆକ୍ରାନ୍ତ । ହନ୍ ହପକିଙ୍ଗସ ବିଶ୍ୱବିଦ୍ୟାଳୟ ରିପୋର୍ଟ ଏହି…

କାହିଁକି ଆତ୍ମହତ୍ୟା କଲେ ଟିକଟକ୍ ଷ୍ଟାର ସିୟା କକ୍କର ?

ନୂଆଦିଲ୍ଲୀ : ଟିକ୍ ଟକ୍ ଷ୍ଟାର ସିୟା କକ୍କରଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । । ମାତ୍ର ୧୬ ବର୍ଷ ବୟସରେ ସିୟା କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିପାରିନାହିଁ । ଏହି ଖବର ପ୍ରସାରିତ ହେବା ପରେ ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ…

ସାରା ଦୁନିଆରେ ୯୭ ଲକ୍ଷ ଲୋକଙ୍କୁ କରୋନା

ସାରା ବିଶ୍ୱକୁ ନିଜ ହାତମୁଠାରେ କରି ସାରିଲାଣି ମାରାତ୍ମକ କରୋନା ଭାଇରସ୍ । ୯୭ ଲକ୍ଷ ଲୋକଙ୍କ ସଂକ୍ରମିତ ହେଲେଣି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୬ ହଜାର ନୂଆ ପଜିଟିଭ କେସ୍ ସାମନାକୁ ଆସିଛି । ମୃତ୍ୟୁବରଣ କରିଛନ୍ତି ଆଉ ୫ ହଜାର ଲୋକ । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୯୯…

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ କରିବେ ୨୦୨୩ ମହିଳା ବିଶ୍ୱକପ୍ ଫୁଟବଲ୍ ଆୟୋଜନ

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ମିଳିଲା ୨୦୨୩ ଫିଫା ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ ଭାର । ମିଳିତ ଭାବରେ ଦୁଇ ଦେଶ ଏହାକୁ ଆୟୋଜନ କରିବେ । କଲୋମ୍ବିଆକୁ ପଛରେ ପକାଇ ନିଲାମରେ ବାଜି ମାରିଥିଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ୨୨-୧୩ ଭୋଟରେ ଆଗରେ ରହିଥିଲେ । ଜୁଲାଇ କିମ୍ୱା ଅଗଷ୍ଟରେ…