Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନର କମ୍ୟୁନିଷ୍ଟ ପାର୍ଟି ପଦାଧିକାରୀଙ୍କୁ ଭିସା ଦେବନି ଆମେରିକା

ଓ୍ୱାଶିଂଟନ୍: ହଂକଂ ମାମଲାଲରେ ଖୋଲାଖୋଲି ଚୀନ ବିରୋଧରେ ଆଗକୁ ବାହାରିଛି ଆମେରିକା । ନିଷ୍ପତ୍ତି ନେଇଛି, ଚୀନରେ ଶାସନ ଗାଦିରେ ବସିଥିବା କମ୍ୟୁନିଷ୍ଟ ପାର୍ଟିର (ସିସିପି) ପଦାଧିକାରୀଙ୍କୁ ଭିସା ଦେବ ନାହିଁ । ଏପରିକି ଭିସା ପ୍ରତିବନ୍ଧକ ତାଲିକାରେ ସେମାନଙ୍କ ପରିବାର ସଦସ୍ୟ ବି ରହିପାରନ୍ତି…

ହସ୍ପିଟାଲରୁ ଡିସଚାର୍ଜ ହେଲେ କରୋନା ସଂକ୍ରମିତ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ଦିଲ୍ଲୀ: କରୋନା ରିପପୋର୍ଟ ନେଗେଟିଭ୍ ବାହାରିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ୍ । ଏହାପରେ ମାକ୍ସ ହସ୍ପିଟାଲରୁ ସେ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । କିଛି ଦିନ ତଳେ କରୋନାରେ ସଂକ୍ରମିତ…

ଦେଶରେ ୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୫,୦୮,୯୫୩କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କୋଲକାତାରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧ

କୋଲକାତା: କରୋନା ଯୁଦ୍ଧ ଜିତିଛନ୍ତି କୋଲକାତାର ୯୪ ବର୍ଷୀୟ ବୃଦ୍ଧ । କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବାରେ ସେ ରାଜ୍ୟରେ ସବୁଠୁ ବୟସ୍କ ବ୍ୟକ୍ତି ହୋଇଛନ୍ତି । ତାଙ୍କ ନାଁ ଲାଲ ମୋହନ ସେଠ । ଘର ଉତ୍ତର କୋଲକାତାର ମାଣିକଲତାରେ । ଜୁନ୍ ୯ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଥମୁନି କରୋନା; ବିଶ୍ବବ୍ୟାପୀ ୯୭ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୯୭,୭୬,୯୬୩ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ସଂକ୍ରମିତ ୨୦୦ରୁ ଅଧିକ ଦେଶରେ ଏଯାବତ୍…

କ୍ରମାଗତ ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ତୈଳଦର ଦିନକୁ ଦିନ ବଢୁଥିବା ବେଳେ ଶନିବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୦.୨୫ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା ୦.୨୧ ପଇସା ବଢିଛି। ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ୮୭.୧୪…

ଜିରୋ ବାଲାନ୍ସ ଥିଲେ ମଧ୍ୟ ଏହି ଆକାଉଣ୍ଟରୁ ଉଠାଇପାରିବେ ୫,୦୦୦ ଟଙ୍କା !

ନୂଆଦିଲ୍ଲୀ: କରୋନା ମହାମାରୀ ପରି ସଙ୍କଟଜନକ ପରିସ୍ଥିତିରେ ଥିବା ବେଳେ ଆପଣଙ୍କ ଜନ ଧନ ଆକାଉଣ୍ଟରେ ଜିରୋ ବାଲାନ୍ସ ଥିଲେ ମଧ୍ୟ ଆପଣ ଓଭରଡ୍ରାଫ୍ଟଟ ମାଧ୍ୟମରେ ଉଠାଇ ପାରିବେ ୫,୦୦୦ ଟଙ୍କା । ଯେଉଁ ଜନ ଧନ ଯୋଜନା ଆକାଉଣ୍ଟ ଗୁଡ଼ିକରେ ଆଧାର କାଡର଼୍ ଲିଙ୍କ୍ ହୋଇଛି ସେହି ଆକାଉଣ୍ଟର…

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ: ଜେଲରେ ଦୋଷୀ ୟୁସୁଫ ମେମନଙ୍କ ମୃତ୍ୟୁ

ମୁମ୍ବାଇ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାର ଦୋଷୀ ୟୁସୁଫ ମେମନଙ୍କର ଶୁକବ୍ରାର ନାସିକ ଜେଲରେ ମୃତ୍ୟୁ ଘଟିଛି । ଟାଇଗର ମେମନଙ୍କ ଭାଇ ୟୁସୁଫ ଏଠାରେ ଆଜୀବନ ସଜା କାଟୁଥିଲେ । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ୨୦୦୭ରେ କୋର୍ଟ ଦଣ୍ଡାଦେଶ ଘୋଷଣା କରିବା ପରେ…

କରୋନା କବଳରେ କଂଗ୍ରେସ ନେତା ମନୁ ସାଂଘଭି

ନୂଆଦିଲ୍ଲୀ: ଭାରତରେ କରୋନା ତାର କରାଳ ରୂପ ଦେଖେଇଚାଲିଛି । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ ଆସୁଥିବାରୁ କେନ୍ଦ୍ର ସରକାର ଚିନ୍ତାରେ ରହିଛନ୍ତି । ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସାଂଘଭି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୯ ଜୁଲାଇ ପର୍ଯ୍ୟନ୍ତ ହୋମ…

ଜୁଲାଇ ୧୫ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଳୀ: ଜୁଲାଇ ୧୫ ଯାଏଁ ସ୍ଥଗିତ ହେଲା ଅନ୍ତର୍ଜାତୀୟ ବିମାନ ସେବା । କରୋନା ସଂକ୍ରମତଣ ବୃଦ୍ଧିକୁ ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଥା ଡିଜିସିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା…