Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାରରେ ବଜ୍ରାଘାତରେ ୮୩ ମୃତ

ବିହାର: ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବିହାରରେ ବଜ୍ରପାତରେ ୮୩ ଲୋକଙ୍କୁ ମୃତ୍ୟୁ ହୋଇଛି । ବହୁ ଲୋକ ଆହତ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ଖବର ଆସିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ…

ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀ ଗଣ ଦୟାକରି ଧ୍ୟାନ ଦିଅନ୍ତୁ । ଅଗଷ୍ଟ ୧୨ ତାରିଖ ପର୍ରଯ୍ୟନ୍ତ ଦେଶରେ ବନ୍ଦ ରହିବ ସମସ୍ତ ରେଗୁରାଲ ଟ୍ରେନ୍ ଚଳାଚଳ । ଗଡ଼ିବନି ମେଲ୍ ଏକ୍ସପ୍ରେସ, ଲୋକାଲ୍ ଟ୍ରେନ୍, ଇଏମୟୁ ଟ୍ରେନ୍ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରେଲଓ୍ୱେ ବୋର୍ଡ…

ବାବା ରାମଦେବଙ୍କ କୋଭିଡ଼-୧୯ ଔଷଧ ବିକ୍ରି ନେଇ ରାଜସ୍ଥାନ ମନ୍ତ୍ରୀଙ୍କ ଚେତାବନୀ

ଜୟପୁର: ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଚେତାବନୀ ଦେଇ ଗୁରୁବାର ଦିନ କହିଛନ୍ତି, ବାବା ରାମଦେବଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ଼-୧୯ ଔଷଧ ଯେଉଁମାନେ ବିକ୍ରି କରୁଥିବେ ଧରାପଡ଼ିଲେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,…

ରାଜୀବଗାନ୍ଧୀ ଫାଉଣ୍ଡେଶନକୁ ଚୀନ ୯୦ ଲକ୍ଷ ଦେଇଛି :ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ପାଉଣ୍ଡେଶନକୁ ଚୀନ ୯୦ ଲକ୍ଷ ଟଙ୍କାର ଫଣ୍ଡିଂ କରିଛି ବୋଲି ଗୁରୁବାର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅଭିଯୋଗ ଆଣିଛନ୍ତି । ଆଇନ ଅନୁଯାୟୀ କୌଣସି ଦଳ ସରକାରଙ୍କ ବିନା ଅନୁମତିରେ ବିଦେଶରୁ ଅର୍ଥ ଆଣିପାରିବେ ନାହିଁ । କଂଗ୍ରେସ ସ୍ପଷ୍ଟ କରୁ ଯେ, ସରକାରଙ୍କଠାରୁ…

ଦିଲ୍ଲୀ, ମହାରାଷ୍ଟ୍ରରେ ପ୍ରଥମଥର ଲାଗି ପରୀକ୍ଷା ମୂଳକ ଭାବେ ଉପଲବ୍ଧ ହେବ କୋଭିଡ଼-୧୯ ଔଷଧ !

ନୂଆଦିଲ୍ଲୀ: ଦେଶର ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ମହାମାରୀ ପରିସ୍ଥିତି ଚିନ୍ତାଜନକ । ଏପରି ପରିସ୍ଥିତିରେ ପାଞ୍ଚଟି ରାଜ୍ୟ ମଧ୍ୟରୁ ପ୍ରଥମଥର ଲାଗି ଏହି ଦୁଇଟି ରାଜ୍ୟରେ ପରୀକ୍ଷା ମୂଳକଭାବେ ୨୦,୦୦୦ ଭାୟାଲ କରୋନା -୧୯ ଔଷଧ ରେମଡ଼େସିଭିର ପହଞ୍ଚିବ । ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ…

ମଣିପୁର ସଙ୍କଟ : ଏନପିପିର ୪ ମନ୍ତ୍ରୀ ଇସ୍ତଫା ପ୍ରତ୍ୟାହର କରିନେବାକୁ ରାଜି

ଇମ୍ଫାଲ: ମଣିପୁରରେ କଂଗ୍ରେସ ସରକାର କରିବା ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ଗୁରୁବାର ବିଜେପିର ସହଯୋଗୀ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି)ର ୪ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପ୍ରତ୍ୟାହାର କରିନେବାକୁ ରାଜି ହୋଇଛନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ ଓ ଏନପିପି ମୁଖ୍ୟ କୋନରାଡ ସଙ୍ଗମା…

ବାତିଲ୍ ହେଲା ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ବୁଧବାର ଦିନ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ଏପରିକି ଦଶମ ବୋର୍ଡ଼ ପରୀକ୍ଷାର ଯେଉଁ କେତେକ ପରୀକ୍ଷା…

ଜର୍ମାନୀ ସରକାରଙ୍କ ରିପୋର୍ଟ : ପାକିସ୍ତାନ ପରମାଣୁ ଅସ୍ତ୍ର କ୍ଷମତା ବୃଦ୍ଧି କରୁଛି

ନୂଆଦିଲ୍ଲୀ: ଜର୍ମାନୀ ସରକାରଙ୍କ ଏକ ଗୋଇନ୍ଦା ରିପୋର୍ଟ ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପାକିସ୍ତାନ ପରମାଣୁ ଅସ୍ତ୍ର କ୍ଷମତା ବୃଦ୍ଧି କରୁଛି । ଏହାର ବ୍ୟବହାର ଭାରତ ବିପକ୍ଷରେ କରିବ ବୋଲି ଆନୁଆଲ ରିପୋର୍ଟ ଅଫ ଦି ଅଫିସ ଫର ଦି ପ୍ରୋଟେକସନ ଅଫ…

ଏମରଜେନ୍ସି ଲଗେଇ ଦେଶକୁ ରାତିରାତି ଜେଲ୍ କରିଦେଇଥିଲେ କିଛି ଶାସନ ଲୋଭୀ: ଅମିତ ଶାହ

ନୂଆଦିଲ୍ଲୀ: ୧୯୭୫ ମସିହା ଆଜିର ଦିନରେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଏମରଜେନ୍ସି ଲାଗୁ କରିଥିଲେ । ଯାହାକୁ ଆଜିବି ବିରୋଧିମାନେ ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହୁଛନ୍ତି । ଜୁନ ୨୫ ତାରିଖରେ ଏମରଜେନ୍ସିକୁ ୪୫ ବର୍ଷ ପୂରିଛି । ଏହି ଅବସରରେ ଗୃହ…

ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ

ନୂଆଦିଲ୍ଲୀ:ଆୟକର ଦାତାଙ୍କ ପାଇଁ ଖୁସି ଖବର। ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।। ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ ସମୟସୀମା ଜୁଲାଇ ୩୧ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।…