Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନ ହାଇଡ୍ରାମାରେ କେବେ ଯବନିକା, ଆଜି ପୁଣି ମାନସମନ୍ଥନ

ରାଜସ୍ଥାନ ରାଜନୀତିରେ ସଙ୍କଟ ଟଳିଛି । କିନ୍ତୁ ଯବନିକା ପଡିନି । ନାରାଜ ସଚିନ ପାଇଲଟଙ୍କୁ ମନାଇବାରେ ଏଯାଏ ସଫଳ ହୋଇ ନାହାନ୍ତି କଂଗ୍ରେସର ସଙ୍କଟ ମୋଚକ । ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ଆଜି ସକାଳେ ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ ଯୋଗ ଦେବାକୁ…

ଭାରତରେ ଅଯୋଧ୍ୟା ନକଲି, ନେପାଳରେ ଅସଲି: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଶାସନ ଗାଦି ଟଳମଳ ହେଉଥିବା ବେଳେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ବିଚଳିତ ହୋଇ ପଡ଼ିଲେଣି । କେତେବେଳେ କଣ କହିଯାଉଛନ୍ତି । ପୁଣି ଥରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଉପରେ ତାଙ୍କ ମତକୁ ନେଇ ଏବେ ସବୁଠ ଚର୍ଚ୍ଚା । କେ. ପି. ଶର୍ମା ଓଲି…

ପାକିସ୍ତାନରେ ୪୦୮ ହିନ୍ଦୁ ମନ୍ଦିର ଉପରେ ଏବେ ବି କବଜା

ଇସଲାମାବାଦ: ବିଶ୍ୱ ଦରବାର ଅପମାନିତ ହେବା ପରେ ପାକିସ୍ତାନ ନିଜ ଚରିତ୍ରକୁ ଭଲ ଭାବେ ଉପସ୍ଥାପନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଛି । ପାକିସ୍ତାନ ରାଜଧାନୀ ଇସଲାମବାଦରେ ହିନ୍ଦୁଙ୍କ ଏକ କୃଷ୍ଣ ମନ୍ଦିର ନିର୍ମାଣ ନେଇ ରାଜନୀତି ଜୋର ଧରିଥିଲା । ତେବେ ଇସଲାମର…

ଆସନ୍ତୁ ଜାଣିବା ପଦ୍ମନାଭସ୍ୱାମୀ ମନ୍ଦିରର ୭ମ ଦୁଆର ରହସ୍ୟ ସମ୍ପର୍କରେ

ତ୍ରିଭେନ୍ଦ୍ରମ: କେରଳର ପଦ୍ମନାଭସ୍ୱାମୀ ମନ୍ଦିରକୁ ନେଇ ଚାଲିଥିବା ପ୍ରଶାସନ ଓ ପ୍ରବନ୍ଧନ ମଧ୍ୟରେ ବିବାଦ ଇତି ମଧ୍ୟରେ ସମାଧାନ ହୋଇଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ତ୍ରାବଣକୋର ପୂର୍ବତନ ରାଜ ପରିବାରକୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ପଦ୍ମନାଭସ୍ୱାମୀ ମନ୍ଦିରକୁ ଦେଶର ସବୁଠାରୁ ଧନୀ…

ଦିଲ୍ଲୀ ହିଂସା : ତାହିର ହୁସେନକୁ ଝଟକା, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଓ ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତାହିର ହୁସେନଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । କାଡକାକୁଡୁମା କୋର୍ଟ ଆମ ଆଦମୀ ପାର୍ଟିର ଏହି ନିଲମ୍ବିତ ପାର୍ଷଦଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ହିଂସାରେ ଗଭୀର ଷଡଯନ୍ତ୍ର ରହିଥିବା…

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ: ୪୦ରୁ ଊର୍ଦ୍ଧ୍ୱ ଆହତ

କାବୁଲ: ଆଫଗାନିସ୍ତାନରେ ଏକ କାରରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ତାଲିବାନ ପକ୍ଷରୁ କରାଯାଇଥିବା ଅଲଜଜୀରା ପକ୍ଷରୁ କୁହାଯାଇଛି । ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ଆଫଗାନ ସରକାରଙ୍କ ପକ୍ଷରୁ କରାଯାଇ ନାହିଁ । ଉତ୍ତର…

ତିରୁପତି ମନ୍ଦିର ହୁଣ୍ଡିଙ୍କୁ ଅଜ୍ଞାତ ଭକ୍ତ ଦାନ କଲେ ୨ କେଜି ସୁନା

ହାଇଦ୍ରାବାଦ: ଜଣେ ଅଜ୍ଞାତ ଭକ୍ତ ତିରୁପତି ମନ୍ଦିର ହୁଣ୍ଡିକୁ ୨ କେଜି ସୁନା ଦାନ ଆକାରରେ ଦେଇଛନ୍ତି । ତିରୁମାଲା ହିଲ୍ସ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ହୁଣ୍ଡି ଖୋଲି ଖୋଲାଯିବା ପରେ ତା’ ଭିତରେ ଅନେକ ଗୁଡିଏ ଗୋଲ୍ଡ ବାର୍ ମିଳିଥିଲା । ସେଗୁଡିକ ଦୁଇ କିଲୋ ଓଜନର ଥିଲା ବୋଲି…

ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ସଚିନ ପାଇଲଟଙ୍କ ଜୟପୁର ଅଫିସ ସିଲ୍

ରାଜସ୍ଥାନ: ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ଜୟପୁର ଅଫିସକୁ ସିଲ୍ କରାଯାଇଛି।ଏପରିକି ଉକ୍ତ ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମୁଖ୍ୟାଳୟକୁ ମଧ୍ୟ ଜୁଲାଇ ୧୪ ଯାଏଁ ସିଲ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ବର୍ତ୍ତମାନ ୨୪…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଭୁବନେଶ୍ୱର ଅଞ୍ଚଳରେ ପାସ୍ ପ୍ରତିଶତ ହେଉଛି ୯୧.୪୬%। ଚଳିତ ବର୍ଷ ୧୧,୯୨,୯୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବଳେ  ସେମାନଙ୍କ ମଧ୍ୟରୁ ୧୦,୫୯,୦୮୦ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତିର୍ଣ୍ଣ…

ହଂକଂରେ ସୁରକ୍ଷା ଆଇନକୁ କଡା ବିରୋଧ, ପ୍ରତୀକାତ୍ମକ ପ୍ରତିବାଦ ଭୋଟ ଦେଲେ ଲକ୍ଷାଧିକ ଲୋକ

ହଂକଂ:ଚୀନ ପକ୍ଷରୁ ଜବରଦସ୍ତ ଲାଗୁ କରାଯାଇଥିବା ସୁରକ୍ଷା ଆଇନକୁ ହଂକଂରେ କଡା ବିରୋଧ କରାଯାଇଛି । ସୋମବାର ପ୍ରତୀକାତ୍ମକ ପ୍ରତିବାଦ ଭୋଟରେ ଲକ୍ଷାଧିକ ଭୋଟର ଏହା ବିପକ୍ଷରେ ମତ ଦେଇଥିଲେ । ହଂକଂରେ ଏଥିସହ ଚୀନ ବିରୋଧୀ ଆନ୍ଦୋଳନ ଜୋର ଧରିଛି । ଭୋଟ ଫଳାଫଳ ପରେ ପରବର୍ତୀ ପଦକ୍ଷେପ ଗ୍ରହଣ…