Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକର ହୁବଲ୍ଲିରେ ନିର୍ମାଣ ଚାଲିଛି ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ

କର୍ଣ୍ଣାଟକର ବାଣିଜ୍ୟିକ ରାଜଧାନୀ ତଥା ଦକ୍ଷିଣ-ପଶ୍ମିମ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ଥିବା ହୁବଲ୍ଲିରେ ହେବ ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ  । ଯଦି ଯୋଜନା ମୁତାବକ ସବୁକିଛି ଠିକ୍ ଠାକ୍ ଚାଲେ, ତାହେଲେ ବର୍ଷକ ମଧ୍ୟରେ ଦୀର୍ଘତମ ପ୍ଲାଟଫର୍ମ ତାଲିକାରେ ଏହାର ନାଁ ନିଶ୍ଚିତରୂପେ…

ଜୁନ ୫ରେ ଆସିପାରେ ‘ୟୁପିଏସସି ପ୍ରିଲିମ୍ସ ପରୀକ୍ଷା’ର ପରିବର୍ଦ୍ଧିତ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାର ପରିବର୍ଦ୍ଧିତ ତାରିଖ ଜୁନ ୫ ରେ ଆସିପାରେ ବୋଲି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି । ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା upsc.gov.in ରେ ପ୍ରାର୍ଥୀ ମାନେ ପାଇପାରିବେ । ପୂର୍ବରୁ ୟୁପିଏସସି ପ୍ରିଲିମ୍ସ…

ଗର୍ଭବତୀ ହାତୀ ହତ୍ୟାକାରୀଙ୍କ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ମଲ୍ଲପୁରମ: କେରଳର ମଲ୍ଲପୁରମରେ ଏକ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଯେଉଁମାନେ ହାତୀକୁ ସପୁରୀ ଭିତରେ ବାରୁଦ ପୁରାଇ ଖାଇବାକୁ ଦେଇଥିଲେ ଯଦି ସେମାନଙ୍କ ପରିଚୟ ଦିଅନ୍ତି ତେବେ ସେମାନଙ୍କୁ ପୁରଷ୍କାର ଦିଆଯିବ…

କେରଳ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ କେନ୍ଦ୍ର: ମନ୍ତ୍ରୀ

ନୂଆଦିଲ୍ଲୀ: କେରଳରେ ବିସ୍ଫୋରକ ସାମଗ୍ରୀରେ ଭର୍ତ୍ତି ହୋଇଥିବା ଏକ ସପୁରୀକୁ ଖାଇଥିବା ଗର୍ଭବତୀ ହାତୀର ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ର କରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର ଦିନ କହିଛନ୍ତି। ସୋସିଆଲ ମିଡିଆରେ ଏହି ସପ୍ତାହରେ ବନ ଅଧିକାରୀଙ୍କ ଦ୍ବାରା ଏଭଳି ଏକ ହୃଦୟ…

ମଣିଷ: ସୃଷ୍ଟିର ଶେଷ କପଟି !

ସାମ୍ପ୍ରତିକ ସମାଜର ପରିସ୍ଥିତିକୁ ନେଇ ବଳଭଦ୍ର ରଥଙ୍କ ନିୟମିତ ସ୍ତମ୍ଭ: ଦୁନିଆ ଚିନ୍ତା ଏ ମଣିଷ କୁଆଡେ ଜୀବଜଗତର ଶ୍ରେଷ୍ଠ ଜୀବ ! ବଣଜଙ୍ଗଲର ଲଙ୍ଗଳା ଅବସ୍ଥାରୁ ମଙ୍ଗଳଗ୍ରହରେ ପହଂଚିବା ପର୍ଯ୍ୟନ୍ତ ଏ ମଣିଷର ସଭ୍ୟତାକୁ ଲାଗିଯାଇଛି ପ୍ରାୟ ଦୁଇଲକ୍ଷ ବର୍ଷ । ଏଇ ଦୁଇଲକ୍ଷ ବର୍ଷର…

ଜମ୍ମୁ ଓ କଶ୍ମୀରରେ ଜରୁରୀକାଳୀନ ରନୱେର ନିର୍ମାଣ

ଶ୍ରୀନଗର : ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିଚାଲିଥିବାରୁ ସୀମାରେ ଉଭୟ ଦେଶ ନିଜର ସୈନିକ ସଂଖ୍ୟା ବଢାଇଚାଲିଛନ୍ତି । ଏଥିପାଇଁ ଜମ୍ମୁ ଓ କଶ୍ମୀରର ଅନନ୍ତନାଗସ୍ଥିତ ବିଜବିହାରା ଠାରେ ଏକ ଜରୁରୀକାଳୀନ ରନୱେର ନିର୍ମାଣ ଆରମ୍ଭ ହୋଇଛି । ଏନଏଚଏଆଇ ପକ୍ଷରୁ ଏବେ ଏହି ରନୱେ ପାଇଁ ମାଟିଖୋଳା ଆରମ୍ଭ…

ହ୍ୱୁସିଲବ୍ଲୋୟର ଲି ୱେନଲିଆଙ୍ଗ ପରେ ରହସ୍ୟମୟ ଢ଼ଙ୍ଗରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବେଜିଂ:କରୋନା ସମ୍ପର୍କରେ ସାରା ଦୁନିଆକୁ ସତର୍କ କରାଇଥିବା ହ୍ୱୁସିଲବ୍ଲୋୟର ଡା.ୱେନଲିଆଙ୍ଗପରେ ଗୁରୁବାର ଆଉ ଜଣେ ଡାକ୍ତର ହୁ ଉଇପେଙ୍ଗଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ସେ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ଥିଲେ । ୪୨ ବର୍ଷୀୟ ହୁ ୱେନଲିଆଙ୍ଗଙ୍କ ଟିମରେ ଥିବାରୁ ତାଙ୍କୁ ହତ୍ୟା…

କରୋନା ରାଜନୀତିରେ ପ୍ରବାସୀ ଶ୍ରମିକ

ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ…

ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ସଚିବ ଅଜୟ କୁମାର କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଦିଲ୍ଲୀର ରାଇସିନା ହିଲ୍ କମ୍ପ୍ଲେକ୍ସରେ ଥିବା ଦକ୍ଷିଣ ବ୍ଲକର ଏକ ଅଂଶକୁ ସିଲ୍ କରାଯାଇଛି। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୧୯୮୫-ବ୍ୟାଚ୍ ଓଇଝ ଅଧିକାରୀ ଶ୍ରୀ କୁମାର…

ମହାଦେବଙ୍କ ବାସସ୍ଥଳୀ କେଦାରନାଥ: ୬ ମାସ ବନ୍ଦ ରହିବା ସତ୍ତ୍ୱେ ବି ଜଳୁଥାଏ ମନ୍ଦିର ଦୀପ !

କେଦାରନାଥ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳ କେଦାରନାଥ। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ରହିଛି ଏହି ମନ୍ଦିର। ଚାରିଧାମ ମଧ୍ୟରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ହିମାଳୟ ଉପରେ…