Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟଳିଲା ବିପଦ, ଦୁର୍ବଳ ହେଲା ବାତ୍ୟା ‘ନିସର୍ଗ’

ମୁମ୍ବାଇ: ଟଳିଲା ବିପଦ । ଦୁବ୍ରଳ ହେଲା ସାମୁଦ୍ରିକ ଝଡ ନିସର୍ଗ । ବାତ୍ୟା ନିସର୍ଗ ମୁମ୍ଵାଇରେ ପ୍ରବେଶ କରିବା ମାତ୍ରେ ଦୁର୍ବଳ ହୋଇଯାଇଛି। ଫଳରେ ରାଜ୍ୟ ପାଇଁ ବିପଦ ଟଳି ଯାଇଛି। ଆରବସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଇଲାକାରେ ସ୍ଥଳଭାଗ ଛୁଇଁ…

ଗୁଜରାଟର ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ, ୩୨ ଆହତ

ସୁରଟ: ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଦହେଜ ଇଷ୍ଟ୍ରିଆଲ ଅଂଚଳର ଏକ ରାସାୟନିକ କାରଖାନାରେ ବଡ ବିସ୍ଫୋରଣ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ହୈବିତୁଲ୍ଲାଙ୍କ କରୋନାରେ ମୃତ୍ୟୁ ଖବରକୁ ତାଲିବାନର ଖଣ୍ଡନ

କାବୁଲ: ତାଲିବାନ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି ଯେ, ମୁଖ୍ୟ ମୁଲ୍ଲା ହୈବିତୁଲ୍ଲା ଆଖୁନଦଜାଦା କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ବରଣ କରି ନାହାନ୍ତି । ସେ ସୁସ୍ଥ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ହୈବିତୁଲ୍ଲାଙ୍କ ମୃତ୍ୟୁ ଖବର ବିଭିନ୍ନ ବିଦେଶୀ ୱେବସାଇଟ ଓ ପତ୍ରିକାରେ ପ୍ରକାଶ…

ଲ୍ୟାଣ୍ଡଫଲ୍ କଲା ନିସର୍ଗ

ମୁମ୍ବାଇ: ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ନିସର୍ଗ’ ମହାରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏବେ ଏହି ବାତ୍ୟା ଆଗାମୀ କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଉପକୂଳ ପହଞ୍ଚିବା ସହିତ ସୁରଟରେ ଏହାର ପ୍ରଭାବ ଅନୁଭୁତ ହେବ । Maharashtra: Trees uprooted in Palghar as landfall effect…

କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’

ନୂଆଦିଲ୍ଲୀ: ଆଜି ପୁଣିଥରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ଏବେ କୃଷକ ନିଜ ଫସଲକୁ ସିଧା ବିକ୍ରି କରି ପାରିବେ । ଦେଶରେ କୃଷକଙ୍କ ପାଇଁ ଗୋଟିଏ ଦେଶ,ଗୋଟିଏ ବଜାର ବ୍ୟବସ୍ଥା ରହିବ । ଏହା ଦ୍ୱାରା କୃଷକ ଦେଶର ଯେକୌଣସି…

ଝାଡଖଣ୍ଡରେ ଲାଲ ଆତଙ୍କ, ୧୧ଟି ଗାଡି ଜାଳିଦେଲେ ନକ୍ସଲ

ଝାଡଖଣ୍ଡ: ଝାଡଖଣ୍ଡରେ ଲାଲ ଆତଙ୍କ । ନିଜ ସ୍ଥିତି ଜାହିର କରିବା ପାଇଁ ୧୧ଟି ଗାଡିରେ ନିଆଁ ଲଗାଇଦେଲେ ନକ୍ସଲ । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଝାଡ଼ଖଣ୍ଡର ଲୋହରଡ଼ାଗା ଜିଲ୍ଲାରେ ଏକ ଖନନକାରୀ ସଂସ୍ଥାର କ୍ୟାମ୍ପ କାର‌୍ୟ୍ୟାଳୟ ସମେତ ୧୧ଟି ଗାଡ଼ିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି…

ଚୀନ-ଭାରତ ଉତ୍ତେଜନା ପରିସ୍ଥିତିରେ ମୋଦୀଙ୍କ ସହ କଥା ହେଲେ ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ: ସାମ୍ପ୍ରତିକ ପରିସ୍ଥିତିରେ ଭାରତ ଓ ଚୀନ ସୀମାକୁ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲଦାଖ ସୀମାରେ ଏହି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହୁଛି । ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଦୀପିକାଙ୍କ ଏହି ସିକ୍ରେଟ୍ !

ମୁମ୍ବାଇ: କରୋନା ପାଇଁ ସାରାଦେଶ ଲକଡାଉନ । ଏହି ସମୟରେ ସେଲିବ୍ରିଟି ମାନେ ନିଜ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ କେତେବେଳେ ନିଜର ଆକର୍ଷଣୀୟ ଫଟୋ ତ ଆଉ କେତେବେଳେ ମଜାଳିଆ ଭିଡିଓ ପୋଷ୍ଟ କରୁଛନ୍ତି। ତେବେ ନିକଟରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ଏକ ସିକ୍ରେଟ…

ତାହିର ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ, କ୍ରାଇମବ୍ରାଂଚର ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ଓ ଏନଆରସି ବିରୋଧରେ ହୋଇଥିବା ହିଂସା ଘଟଣାରେ କ୍ରାଇମବ୍ରାଂଚ ଆମ ଆଦମୀ ପାର୍ଟିର ପୂର୍ବତନ ପାର୍ଷଦ ତାହିର ହୁସେନକୁ ମାଷ୍ଟର ମାଇଣ୍ଡ ବିବେଚନା କରିଛି । ଏଥିନେଇ କଡକଡଡୁମା କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଏହି ହିଂସାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ…

ବୋର୍ଡ଼ ପରୀକ୍ଷା କେନ୍ଦ୍ର ବଦଳ ନିମନ୍ତେ ସିବିଏସଇ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ଏକ ନୂଆ ଗାଇଡ଼ ଲାଇନ୍ ଜାରି କରାଯାଇଛି । କୋଭିଡ୍ -୧୯ ମହାମାରୀ ଯୋଗୁଁ ଛାତ୍ରଛାତ୍ରୀମାନେ ନିଜ ଘରୋଇ ଜିଲ୍ଲାଗୁଡ଼ିକରେ ଥିବା ପରୀକ୍ଷା କେନ୍ଦ୍ରରେ ମଧ୍ୟ ପରୀକ୍ଷା…