Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱ ଚକୋଲେଟ୍ ଦିବସ; ଜାଣନ୍ତୁ, କେବେଠୁ ହେଉଛି ପାଳିତ

ନୂଆଦିଲ୍ଲୀ: ପ୍ରତିବର୍ଷ ଆଜିର ଦିନ ତଥା ଜୁଲାଇ ୭ ତାରିଖରେ ‘ବିଶ୍ୱ ଚକୋଲେଟ୍ ଦିବସ’ ପାଳନ କରାଯାଇ ଆସୁଅଛି । ହେଲେ ଚଳିତ ଥର କରୋନା ଭାଇରସ ଯୋଗୁଁ ଏହାର ପାଳନ ଫିକା ପଡୁଥିବା ନଜର ଆସୁଛି । ୧୫୫୦ ମସିହା ଜୁଲାଇ ମାସ ଆଜିର ଦିନରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ ପାଳନ କରାଯାଇଥିଲା ।…

ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି ସୁନ୍ଦରୀ ହାତୀ ବବ୍ କଟ ସୋଙ୍ଗାମାଲମ

ମାଡ୍ରାସ: ତାମିଲନାଡୁର ରାଜଗୋପାଳସ୍ୱାମୀ ମନ୍ଦିରରେ ଥିବା ଗୋଟିଏ ହାତୀ ଏବେ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି । ଏହି ହାତୀର ନାମ ବବ୍ କଟ ସେଙ୍ଗାମାଲାମ । ହାତୀଟି ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଲା ଏହାର ହେୟାର ଷ୍ଟାଇଲ । ଆଇଏଏସ ସୁଧା ରମଣ ହାତୀର ଫଟୋ ଶେୟାର କରିବା ପରେ ଏହା…

ପୁଣି ବଲିଉଡକୁ ଝଟକା: ୭୬ ବର୍ଷରେ ପ୍ରାଣ ହରାଇଲେ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହ

ମୁମ୍ବାଇ: ବଲିଉଡ ପାଇଁ ଅଶୁଭ ସବ୍ୟସ୍ତ ହୋଇଛ ୨୦୨୦ ବର୍ଷ । ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ବଡ଼ ମୁଣ୍ଡ । ଆଯୁ ବଲିଉଡ଼କୁ ଲାଗିଛି ଆଉ ଏକ ଝଟକା । ୭୬ ବର୍ଷରେ ପ୍ରାଣ ହରାଇଛନ୍ତି ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହ। ହରିଶ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ।…

ହାପି ବାର୍ଥଡେ ମାହି: ଏହି ସ୍ୱତନ୍ତ୍ର ଭିଡ଼ିଓ ମାଧ୍ୟମରେ ଶୁଭେଚ୍ଛା ଜଣାଇଲା ‘ସିଏସକେ’ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଆଜି ହେଉଛି ଜନ୍ମ ଦିନ । ୩୯ ବର୍ଷରେ ପଦାର୍ପଣ କଲେ କ୍ୟାପଟେନ କୁଲ । ପ୍ରତିବର୍ଷ ସାଥିମାନେ ଧୋନୀଙ୍କ ଜନ୍ମଦିନ ବେଶ୍ ।ଧୁମଧାମରେ ପାଳନ କରନ୍ତି । ଏହାର ଭିଡ଼ିଓ ମଧ୍ୟ ରହିଛି । ତେବେ ଚଳିତ ଥର କରୋନା…

ଯିଏ ନପିନ୍ଧିବ ମାସ୍କ, ସିଏ କରିବ କରୋନା ଡ୍ୟୁଟି

ମଧ୍ୟପ୍ରଦେଶ: ରାଜଧାନୀ ଭୋପାଳରେ କରୋନା କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ । ଏଣିକି ବାହାରକୁ ବାହାରିଲେ ଯାହା ମୁହଁରେ ମାସ୍କ ନଥିବ ତାକୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ । ଜରିମାନା ତ ଗଣିବ ତାସହ କରୋନା ଡ୍ୟୁଟି କରିବ । ଏଭଳି ନିର୍ଦ୍ଦେଶନାମା ଦେଇଛନ୍ତି ଭୋପାଳ ଜିଲ୍ଲାପାଳ ଅବିନାଶ…

ଆଉ ୫୭୧ ନୂଆ ମାମଲା ସହ ରାଜ୍ୟରେ ୧୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ୫୭୧ ଜଣ ନୂଆ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଭାରତ ପରେ ଆମେରିକାରେ ବ୍ୟାନ୍ ହେବ ଟିକଟିକ୍ !

ଗଲଓ୍ୱାନ ଘାଟି ସଂଘର୍ଷ ପରେ ୫୯ଟି ଚାଇନା ଆପକୁ ବ୍ୟାନ କରିଥିଲା ଭାରତ । ତାଲିକାରେ ଥିଲା ଟିକଟକ୍ । ଭାରତ ପରେ ଏବେ ଆମେରିକା ଟିକଟକ୍ ସମେତ କିଛି ଚାଇନା ଆପ ଉପରେ ନିଷିଦ୍ଧାଦେଶ ଜାରି କରିପାରେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ ଆପକୁ ବ୍ୟାନ୍ କରିବା ନେଇ ଆମେରିକା…

ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ: ଜଣେ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର୍ ପୁଲୱାମାର ଗୁସୁର ଠାରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସେନାର ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ଖବର…

ଭାରତ ସହ ଅଛି ଆମେରିକା ସେନା: ହ୍ୱାଇଟ୍ ହାଉସ୍ ପକ୍ଷରୁ ସଙ୍କେତ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଲାଗିରହିଛି ସୀମା ବିବାଦ । ଯଦିଓ ଗଲଓ୍ୱାନ ଘାଟିର ସଂଘର୍ଷ ସ୍ଥଳରୁ ପାଖାପାଖି ଦୁଇ କିଲୋମିଟର ପଛଘୁଞ୍ଚା ଦେଇଛି ଡ୍ରାଗନ୍ । କିନ୍ତୁ ପରେ ଯେ ପୁରୁଣା ରୋଗ ନବାହାରିବ କହି ହେବନି । କେବଳ ଭାରତ ନୁହେଁ ବିଭିନ୍ନ ଦେଶକୁ ନାଲି ଆଖି ଦେଖାଉଛି ଚୀନ୍ । ଏଭଳି…

ଭାରତରେ ୭ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୭,୧୯,୬୬୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…