Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରବିବାରଠାରୁ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଖାତା ମୂଲ୍ୟାୟନ

ଭୁବନେଶ୍ୱର : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖାତା ମୂଲ୍ୟାୟନ ରବିବାର ଠାରୁ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମଗାଯାଇଥିବା ଅନୁମତିକୁ ଗୃହ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି । ତିନି ହଜାର ସ୍କୁଲକୁ ଏହି ଅନୁମତି ଦିଆଯାଇଥିବା କେନ୍ଦ୍ର ମାନବ…

ଟ୍ରମ୍ପଙ୍କ ଝିଅ ଇଭାଙ୍କା ସହାୟକ କରୋନା ପୀଡ଼ିତ

ଓ୍ବାଶିଂଟନ: କରୋନା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଦେଶରେ ଏହାର ସଂଖ୍ୟା ବଢ଼ୁଥିବା ବେଳେ ଏବେ ତାଙ୍କ ଝିଅଙ୍କ ସହାୟକ କରୋନା ପଜିଟିଭ ଥିବା ଜଣାପଡିଛି ।  କରୋନା ମାହାମାରୀ ହ୍ବାଇଟ ହାଉସରେ ତା’ର ଉପସ୍ଥିତି ଜାହିର କହିଛି । ଟ୍ରମ୍ପଙ୍କ ଝିଅ…

ମୃତ୍ୟୁ ଯାହାଙ୍କ ପାଖ ମାଡି ପାରୁନି: ଫ୍ରେଡି ବ୍ଲୋମ ୧୧୬ ନଟଆଉଟ

ଆଡିଲେଡ: ବିଶ୍ୱର ଦୀର୍ଘାୟୁ ବ୍ୟକ୍ତି ଭାବେ ବିବେଚନା କରାଯାଉଥିବା ଫ୍ରେଡି ବ୍ଲୋମ ତାଙ୍କର ୧୧୬ତମ ଜନ୍ମ ଦିବସ ପାଳନ କରିଛନ୍ତି । ୮ ମେ ୧୯୦୪ରେ ଫ୍ରୋଡି ଦକ୍ଷିଣ ଆଫ୍ରିକାର ଆଡିଲେଡରେ ଜନ୍ମ ଗ୍ରହଣ କରିଥିଲେ । ସେ ୨ ଟି ମହାମାଙ୍କୁ ନିକଟରୁ ଦେଖିଛନ୍ତି । ତାଙ୍କୁ ୧୪ ବର୍ଷ ବୟସ ହୋଇଥିବା…

ମଣିଷ ଶରୀରରେ ୩ଟି କିଡନୀ !

ବ୍ରାଜିଲ: ଅବିଶ୍ୱାସ ହେଲେ ବି ସତ ! ବ୍ରାଜିଲର ଜଣେ ବ୍ୟକ୍ତିଙ୍କ ଶରୀରରେ ୩ଟି କିଡନୀ ରହିଥିବା ଜଣାପଡିଛି । ୩୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ପିଠିରେ ଗଭୀର ଯନ୍ତ୍ରଣା କରିବାରୁ ସାଓ ପାଓଲୋ ସ୍ଥିତ ହସ୍ପିଟାଲ ଡୋ ରୀମ୍‌କୁ ଯାଇ ଡାକ୍ତରଙ୍କ ପରାମର୍ଶ କରିଥିଲେ । ଡାକ୍ତର ସିଟି ସ୍କାନ୍ କରିବା ପରେ…

ଆଜି ଓଡ଼ିଶା ଅଭିମୁଖେ ୩ଟି ରାଜ୍ୟରୁ ଛାଡ଼ିବ ୫ଟି ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ଲକ୍‌ଡାଉନରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶା ଆସିବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । ଯେଉଁ ତିନୋଟି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିବେ ସେହି ରାଜ୍ୟ ଗୁଡ଼ିକ ହେଲା – ଗୁଜରାଟ, ମହାରାଷ୍ଟ୍ର ଓ…

କୁଖ୍ୟାତ ଡ୍ରଗ୍ସ ସ୍ମଗଲର ରଣଜିତ ସିଂଙ୍କୁ ଗିରଫ କଲା ଏନଆଇଏ

ଚଣ୍ଡୀଗଡ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଶନିବାର ଏକ ବହୁତ ବଡ ସଫଳତା ମିଳିଛି । ଦେଶର କୁଖ୍ୟାତ ଡ୍ରଗ୍ସ ସ୍ମଗଲର ରଣଜିତ ସିଂ (ଚିତା)କୁ ଏହାର ସ୍ୱତନ୍ତ୍ର ଟିମ୍ ହରିୟାଣାର ସିରସା ଅଂଚଳରେ ଗିରଫ କରିଛି । ଏହି ଟିମର ନେତୃତ୍ୱ ପୋଲିସ ଅଧିକ୍ଷକ ତେଜେନ୍ଦ୍ର ସିଂ କରୁଥିଲେ ।…

ସୁସ୍ଥ ଅଛନ୍ତି ଅମିତ ଶାହା

ନୂଆଦିଲ୍ଲୀ: ସୁସ୍ଥ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏନେଇ ସେ ନିଜେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି । ସେ କହିଛନ୍ତି କିଛିଦିନ ହେବ ସୋସିଆଲ ମିଡିଆରେ ମୁଁ ଅସୁସ୍ଥ ଥିବା କିଛି ଲୋକ ଦର୍ଶାଉଥିବା ଦେଖାଯାଇଛି।…

ଅଜିତ ଯୋଗୀଙ୍କୁ ହୃଦଘାତ, ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ଭୁବନେଶ୍ୱର : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ହୃଦଘାତ । ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିବା ଡାକ୍ତର କହିଛନ୍ତି । ୭୪ ବର୍ଷୀୟ ଏହି ରାଜନେତା ଆଜି ଘର…

ଡୋନାଲ୍ଡ ଟ୍ରମ୍ପ୍‌ କହିଲେ, “ବିନା ଭାକ୍ସିନରେ ଚାଲିଯିବ କରୋନା ଭୂତାଣୁ” !

ୱାଶିଂଟନ୍ ଡିିସି: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦାବି କରିଛନ୍ତି ଯେ, ବିନା ଭାକ୍ସିନରେ ମାରାତ୍ମକ କରୋନା ମହାମାରୀ ଚାଲିଯିବ ଏଥିସହିତ ୯୫,୦୦୦ରୁ ଅଧିକ ବ୍ୟକ୍ତି ଦେଶରେ ପ୍ରାଣ ହରାଇବେ । “ଏହା ଏବେ ଦୂରେଇ ଯାଉଛି । ଇତିମଧ୍ୟରେ ଆମେ ଆଶା କରୁଛୁ, ପୁନର୍ବାର…

ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କୋଭିଡ-୧୯ ପଜିଟିଭ ଚିହ୍ନଟ

ୱାଶିଂଟନ୍‌: ସାରା ବିଶ୍ୱକୁ ଅକ୍ତିଆର କରି ସାରିଲାଣି ମହାମାରୀ କରୋନା । ଆମେରିକାରେ କରୋନାର ତାଣ୍ଡବ ଚାଲିଛି । ଏହାରି ଭିତରେ ହ୍ୱାଇଟ ହାଉସରେ ମଧ୍ୟ ପହଂଚି ସାରିଲାଣି ମହାମାରୀ କୋଭିଡ-୧୯ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନା…