Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକଡାଉନରେ ଭାରତ: ଛତିଶଗଡ଼ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ

ପଦ୍ମପୁର:ସଂପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ୍ ସାରା ଦେଶରେ ଚାଲିଛି । ଦେଶର ପ୍ରତ୍ୟେକ ରାଜ୍ୟରେ ଓଡ଼ିଆ ଲୋକ ଫସି ରହିଛନ୍ତି । ଓଡିଶା ସରକାର ସେମାନଙ୍କୁ ବାହାର ରାଜ୍ୟରେ କମିଶନର ରଖି ତାଙ୍କର ଖାଦ୍ୟ ପେୟ ର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ ତାହା ସଂପ୍ରତି ଫେଲ ମାରିଛି ଛତିଶଗଡ ର…

ଆସନ୍ତୁ ଜାଣିବା କିପରି ମିଜୋରମରେ ଠିକ୍ ଭାବେ ପାଳିତ ହେଉଚି ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମ

ଆଇଜଲ: କରୋନା ଭାଇରସ ନେଇ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଏଥିନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ତେବେ ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମକୁ ଅନେକ ଟିକ୍ ଭାବେ ପାଳନ କରୁ ନାହାନ୍ତି । ମଙ୍ଗଳବାର ମିଜୋରମର ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ଏଥିରେ ସ୍ଥାନୀୟ…

ଫେସବୁକର ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍‌

ନୂଆଦିଲ୍ଲୀ: ଡାଟା ଲିକ୍ ଓ ଫେସବୁକ୍ ପରସ୍ପର ସହ ଅଙ୍ଗାଙ୍ଗୀଭାବେ ଜଡିତ ହୋଇଗଲେଣି । ପୂର୍ବରୁ ଏ ଭଳି ଘଟଣା ନେଇ ଏହାର ସିଇଓ ମାର୍କ ଜୁକରବର୍ଗ କ୍ଷମା ମାଗିସାରିଛନ୍ତି । ଏକ ରିପୋର୍ଟ ମୁତାବକ ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍ ହୋଇଛି । ଏହି ଲିକ୍ ଡାଟା ୪୧,୬୦୦ ଟଙ୍କାରେ ଡାଟା ଡାର୍କ…

ଲଞ୍ଚ ହେଲା ଆଇସିଆଇସିଆଇ ବ୍ୟାଙ୍କ ଆଇପଲ୍ ଚାଟ୍; ଏବେ କଥା କହି କରିପାରିବେ ବ୍ୟାଙ୍କିଂ !

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଇସିଆଇସିଆଇ ବ୍ୟାଙ୍କ ଏକ ନୂତନ ସେବା ଆରମ୍ଭ କରିଛି।  ଏହି ସେବାର ନାମ ହେଉଛି ଆଇପଲ୍ |  ଏହା ମାଧ୍ୟମରେ ଗ୍ରାହକମାନେ ବିନା ହାତ ନଲଗାଇ କେବଳ କଥା କହି ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ସକ୍ଷମ ହେବେ।  ଏହା, ଏହି…

ଲକଡାଉନ ଯୋଗୁ ଲିଚୁ ବ୍ୟବସାୟରେ ୫୦୦ କୋଟି ଟଙ୍କାର କ୍ଷତି ଆଶଙ୍କା

ମୁଜାଫରନଗର: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ ଲଗାଯାଇଛି । ଏହା ଦ୍ୱାରା ଅନେକ ବ୍ୟବସାୟିକ କ୍ଷତି ଘଟୁଛି । ବିହାରରେ ଲକଡାଉନ ଯୋଗୁ ଲିଚୁ ବ୍ୟାପାରରେ ୫୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ଓଡିଶା, ପଶ୍ଚିମବଙ୍ଗଳା, ମହାରାଷ୍ଟ୍ର, କେରଳ, ବିହାର, ଜମ୍ମୁ-କଶ୍ମୀର,…

ଆତଙ୍କବାଦୀ ତାଲିକାରୁ ପାକିସ୍ତାନ ବାଦ୍ ଦେଲା ୧୮୦୦ ନାମ

ଇସଲାମବାଦ: ପାକିସ୍ତାନ ୧୮ ମାସ ମଧ୍ୟରେ ଆତଙ୍କବାଦୀ ତାଲିକାରୁ ୧୮୦୦ ନାମ ହଟାଇଦେଇଛି । ଏଥିରେ ଲଶ୍ମର ତୋଇବା କମାଣ୍ଡର ଜକି ଉର ରହେମାନଙ୍କ ପରି ଆତଙ୍କବାଦୀଙ୍କ ନାମ ରହିଛି । ନ୍ୟୁୟର୍କର ରେଗୁଲେଟାରୀ ଟେକ୍ନୋଲୋଜି କମ୍ପାନୀ କଷ୍ଟେଲମ ଏଆଇ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି ।…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି…

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୯୯, ୬୬୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୧, ୩୩୮ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୮,୦୬୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା…

୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରାପିଡ ଆଂଟିବଡି ଟେଷ୍ଟ । ଏନେଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଆଇସିଏମ୍‌ଆର୍। ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ରାପିଡ ଟେଷ୍ଟ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଞ୍ଚ ହେବ । ଏଥିପାଇଁ…

୬ ହଜାର ଟଙ୍କା ଶସ୍ତା ହେଲା ୱାନପ୍ଲସର ଏହି ଦମଦାର ଫୋନ, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଚାଇନାର ଟେକ୍ କମ୍ପାନୀ ୱାନପ୍ଲସ ଦ୍ୱାରା ଲାଟେଷ୍ଟ ୱାନପ୍ଲସ ୮ ସିରିଜ ଲଞ୍ଚ କରି ଦିଆଯାଇ ସାଇଛି ।ଏହି କ୍ରମରେ ଦୁଇଟି ସ୍ମାର୍ଟଫୋନ୍ ୱାନପ୍ଲସ 8 ଏବଂ 8 ପ୍ରୋ ସାମିଲ ରହିଛି । ଭାରତରେ ନୂତନ ଫ୍ଲାଗସିପ୍ ଲଞ୍ଚ କରିବା ମାତ୍ରେ କମ୍ପାନୀ ପୂର୍ବ ୱାନ ପ୍ଲସର 7 T ପ୍ରୋ ର…

ଗୋଟିଏ ଦିନରେ ସୁସ୍ଥ ହେଲେ ୭୦୫ କାରୋନା ସଂକ୍ରମିତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ଭିତରେ ଦେଶ ପାଇଁ ଆସିଛି ଏକ ବଡ ଖୁସି ଖବର । ଗତ ୨୪ ଘଂଟା ମଧ୍ୟରେ ୭୦୫ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏ ପର‌୍ୟ୍ୟନ୍ତ ମୋଟ୍…