Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓପୋର ନୂଆ ସ୍ମାର୍ଟଫୋନ ଓପୋ ଏ୯୨ଏସ ୫ଜି ଲଞ୍ଚ ହେଲା; ଆସନ୍ତୁ ଜାଣିବା ମୂଲ୍ୟ, ବୈଶିଷ୍ଟ୍ୟ ବିଷୟରେ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ଓପୋ ଚାଇନାରେ ଏକ ନୂଆ ହ୍ୟାଣ୍ଡସେଟ୍ ଲଞ୍ଚ କରିଛି।  ଏହାର ନାମ ଓପୋ ଏ୯୨ଏସ |  ଏହି ଫୋନରେ ଏକ କ୍ୱାଡ୍ ରିୟର କ୍ୟାମେରା ଏବଂ ଡୁଆଲ୍-ପଞ୍ଚ ହୋଲ୍ ଡିସପ୍ଲେ ଅଛି |  ଆହୁରି ମଧ୍ୟ, ଏହି ଫୋନ୍ ୫ଜି ନେଟୱାର୍କକୁ ସମର୍ଥନ କରେ |  ଓପୋ ଏସିଇ୨ ର…

ୱାନପ୍ଲସ ୮, ୮ପ୍ରୋ ୫ଜି ଫୋନ ସହ ଏବଂ ବୁଲେଟ୍ସ ଜେଡ଼ ଇୟରବଡ୍ ଭାରତରେ ଲଞ୍ଚ

ନୂଆଦିଲ୍ଲୀ: ଗତ ସପ୍ତାହରେ ସର୍ବଭାରତୀୟ ସ୍ତରରେ ଲଞ୍ଚ ହୋଇଥିବା ସ୍ମାର୍ଟଫୋନ୍ ୱାନପ୍ଲସ ୮ ୫ଜି, ୱାନପ୍ଲସ ୮ପ୍ରୋ ୫ଜି ଏବଂ ୱାନପ୍ଲସ ବୁଲେଟ୍ସ ଜେଡ ବେତାର ଇୟରବଡ୍ ମୂଲ୍ୟ ଆନୁଷ୍ଠାନିକ ଭାବେ ଜାରୀ କରିଛି।  ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କମ୍ପାନୀ ଏହାର ସ୍ମାର୍ଟଫୋନର ମୂଲ୍ୟ…

ପାଲଘର ସାଧୁ ହତ୍ୟା ମାମଲା: ୧୧୦ ଗିରଫ, ୨୫୦ ଫେରାର

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ନୃଶଂସ ଭାବେ କରାଯାଇଥିବା ସାଧୁ ହତ୍ୟା ମାମଲା ଏବେ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ଘଟଣା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସୋମବାର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହାକୁ ସାମ୍ପ୍ରଦାୟିକ ଦୃଷ୍ଟିକୋଣରେ ଦେଖ ନାହିଁ । ଭୁଲ ବୁଝାମଣା ଯୋଗୁ…

ଟମ୍ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍ ଡାଇଚଙ୍କ ଦେହାନ୍ତ

ପାରାଗୁଏ : କାର୍ଟୁନ୍ ସିରିଏଲ୍ ‘ଟମ୍ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍ ଡାଇଚଙ୍କ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର  ପାରାଗୁଏ ସ୍ଥିତ ଆପାର୍ଟମେଣ୍ଟରୁ ମୃତ ଦେହ ଉଦ୍ଧାର କରାଯାଇଥିଲା । ଜିନ୍‌ଙ୍କ ପୁରା ନାମ ୟୁଜିନି ମେରିଲ ଜିନ୍ । ଉତ୍ତର ଆମେରିକାରେ ପାଇଲଟ୍ ଟ୍ରେନିଂ ଏବଂ…

ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟରେ ଖାରଜ

ଲଣ୍ଡନ: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଛି । ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସର ଦୁଇ ବିଚାରପତି ଲର୍ଡ ଜଷ୍ଟିସ ଷ୍ଟିଫେନ ଇରୱିନ ଏବଂ ଜଷ୍ଟିସ ଏଲିଜାବେଥ ଲାଇଂଙ୍କ ଖଣ୍ଡପୀଠ ମାଲ୍ୟାଙ୍କ…

ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚିଲା

ଡେରାଡୁନ: କିଲର କରୋନା ପ୍ରଭାବ ଯୋଗୁ ବାଧ୍ୟ ହୋଇ ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚାଯାଇଛି । ଏଥିନେଇ ଭକ୍ତଙ୍କ ମନ ଅସନ୍ତୋଷ ଥିଲେ ମଧ୍ୟ ସମସ୍ତେ ଉପାୟଶୂନ୍ୟ । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି । ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ…

ଲଞ୍ଚ ହେଲା ୱାଟରଡ୍ରପ୍ ଡିସପ୍ଲେ ସହିତ ଓପୋ ଏ୧୨; ଜାଣନ୍ତୁ, କ’ଣ ରହିଛି ଦାମ୍ !

ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ଓପୋ ଏହାର ଏ ସିରିଜରେ ଏକ ନୂତନ ସ୍ମାର୍ଟଫୋନ୍  ଓପୋ ଏ୧୨ ଇଣ୍ଡୋନେସିଆରେ ଲଞ୍ଚ କରିଛି |  ମଧ୍ୟ-ବଜେଟ୍ ପରିସର ମଧ୍ୟରେ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନ୍ ମିଡିଆଟେକ୍ ହେଲିଓ ପି୩୫ ସଞ୍ଚାଳକ ସହିତ ସଜ୍ଜିତ ହୋଇଛି ଏବଂ ଏଥିରେ ଏକ ଡୁଆଲ୍ ରିୟର…

ଚିକେନ ବିରିୟାନୀ, ସିଙ୍ଗଡା, ପିଜ୍ଜା ମଗାଉଛନ୍ତି ଦିଲ୍ଲୀର କଂଟେନମେଂଟ ଜୋନରେ ରହୁଥିବା ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଅନେକ ଲେକ ହାଲକାରେ ନେଉଛନ୍ତି । ଏ ଭଳି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦକ୍ଷିଣ ଦିଲ୍ଲୀରେ କରୋନା ଭାଇରସକୁ ରୋକିବା ପାଇଁ ୯ କଂଟେନମେଂଟ ଜୋନ୍ ପ୍ରସ୍ତୁତ କରାଯାଇଛି । ତେବେ ଏଠାରେ ଲୋକେ…

ବ୍ଲୁଟୁଥ୍ ସାହାଯ୍ୟରେ ପେମେଣ୍ଟ କରିପାରିବେ; ଗୁଗୁଲ ଲଞ୍ଚ କରିବ ସ୍ମାର୍ଟ ଡେବିଟ୍ କାର୍ଡ !

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲ୍ ଦ୍ୱାରା କ୍ରେଡିଟ୍ କାର୍ଡର ସଫଳ ଉନ୍ମୋଚନ ପରେ ଗୁଗୁଲ ବର୍ତ୍ତମାନ ସାରା ବିଶ୍ୱରେ ଏହାର ଭର୍ଚୁଆଲ୍ ଏବଂ ଫିଜିକାଲ୍ ସ୍ମାର୍ଟ ଡେବିଟ୍ କାର୍ଡ ଲଞ୍ଚ କରିବାକୁ ଯାଉଛି।  ମିଡିଆ ରିପୋର୍ଟ ଅନୁଯାୟୀ ଗୁଗୁଲ ଏହାର ଡେବିଟ୍ କାର୍ଡରେ ଅନେକ ବିଶେଷ ବୈଶିଷ୍ଟ୍ୟ…

କରୋନା ଭାଇରସ କ୍ଷତିପୂରଣ ବାବଦକୁ ଜର୍ମାନୀ ୧୨ ଲକ୍ଷ କୋଟି ଟଙ୍କା ଚୀନକୁ ମାଗିଲା

ଲଣ୍ଡନ: କରୋନା ଭାଇରସ ଲଢ଼େଇ କରିବା ସହ ଧିରେ ଧିରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡିକ ଚୀନ ବିରୋଧରେ ସଂଗଠିତ ହେବାକୁ ଲାଗିଲେଣି । ସୋମବାର ଜର୍ମାନୀ କରୋନା ଭାଇରସ ବାବଦକୁ ୧୨ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ଚୀନକୁ କହିଛି । ପୂର୍ବରୁ ୟୁରୋପର ଶକ୍ତିଶାଳୀ ଦେଶଗୁଡିକ ଫ୍ରାନ୍ସ,…