Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପ୍ୟାର କରୋନା’ରେ ସଲମାନଙ୍କ ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ

ମୁମ୍ବାଇ: ଏବେ କରୋନା କବଳରେ ସମଗ୍ର ଦେଶ । ମହାମାରୀ କରୋନା ନ ବ୍ୟାପିବା ପାଇଁ ପୁରା ଦେଶକୁ ଲକଡାଉନ୍ କରାଯାଇଛି । ଏହି ସମୟରେ ଅନେକ ସେଲିବ୍ରିଟ୍ ସହାୟତାର ହାତ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି । ଆଉ ଏଥିରୁ ପଛରେ ପଡି ନାହାନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ୍ । ସଲମାନଙ୍କ ନୂଆ ଗୀତ…

ଫେସବୁକ୍ ଭାରତରେ ଲଞ୍ଚକଲା କଲା ଲାଇଭ୍ ଗେମିଂ ଆପ୍, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ: କରୋନା ଜୀବାଣୁ କାରଣରୁ ଘରେ ରହୁଥିବା ଉପଭୋକ୍ତାମାନଙ୍କ ପାଇଁ ଫେସବୁକ୍ ଗେମିଂ ଆପ୍ ଲଞ୍ଚ କରିଛି । ଏହି ଆପ୍ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ବିଟା ଭର୍ସନ ଉପଲବ୍ଧ ହୋଇସାରିଛି । ଏପ୍ରିଲ ୨୦ରେ ଏହି ଗେମିଂ ପ୍ଲାଟଫର୍ମ ସର୍ବଭାରତୀୟ ସ୍ତରରେ ଲଞ୍ଚ କରାଯାଇଛି । ଏହି ଆପ୍…

ଦେଶର ୫୯ଟି ଜିଲ୍ଲା କରୋନା ମୁକ୍ତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମହାମହାରୀ କରୋନା ଦେଶରେ ଦ୍ରୁତି ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୧୫୫୩ ନୂତନ କେସ୍ ସାମ୍ନାକୁ ଆସିଛି। ଦେଶରେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଜିଲ୍ଲା କରୋନା ମୁକ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ଗତ ୧୪ ଦିନ ହେବ କୌଣସି କରୋନା କେସ୍…

କରୋନା ମୁକାବିଲା: ଓଡ଼ିଶା ଓ କେରଳକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ଏହାରି ଭିତରେ ଓଡ଼ିଶା ଓ କେରଳର କରୋନା ମହାମାରୀ ପରିଚାଳନାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଉତ୍ତମ ପରିଚାଳନା ଯୋଗୁଁ ଏହି ଦୁଇ ରାଜ୍ୟର ଦ୍ୱିଗୁଣିତ ହାର ବା ଡବଲିଂ ରେଟ ଦେଶରେ ସର୍ବୋତ୍ତମ ଅଛି…

ଘରୁ ବାହାରିଲେ, ଟିକ୍‌ଟକ୍ କଲେ, ଜେଲ ଗଲେ; ହେଲେ କିଏ ?

ମୁମ୍ବାଇ: ଲକ୍‌-ଡାଉନରେ ଘରେ ରହି ସମ୍ଭାଳିପାରିନଥିଲେ । ବାହାରିପଡିଥିଲେ ଟିକଟକ୍ କରିବା ପାଇଁ । ସରିଲା ଟିକଟକ୍ । ଭାଇରାଲ୍ ହେଲା ଭିଡିଓ । ହେଲେ ପରେ ଗୋଡାଇ ଗୋଡାଇ ଧରିଥିଲା ଡୋଙ୍ଗ୍ରି ପୋଲିସ । Two young men in Dongri step out to make a Tiktok video @IndianExpress…

ତେଲେଙ୍ଗାନାରେ ମେ’ ୭ ଯାଏଁ ବଢ଼ିଲା ଲକଡାଉନ୍ ଅବଧି

ହାଇଦ୍ରାବାଦ: ତେଲେଙ୍ଗାନାରେ ବଢ଼ିଲା ଲକଡାଉନ୍ ଅବଧି । ମେ’ ୭ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଲକଡାଉନ୍‌କୁ ଅତି କଠୋର କରାଯିବ । ଆଜିଠାରୁ ତେଲେଙ୍ଗାନାରେ ଫୁଡ ଡେଲିଭରି ମୋବାଇଲ୍ ଆପ୍ଲିକେସନ୍‌କୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍; କେତେ ସତ କେତେ ମିଛ ? ପ୍ରତି ୧୦୦ ବର୍ଷରେ ଥରେ ସର୍ବବ୍ୟାପୀ ମହାମାରୀ !

ଭୁବନେଶ୍ୱର: କରୋନା ମହାମାରୀ ବିଶ୍ୱରେ ବ୍ୟାପିବା ପରଠୁ ଅନେକ ଟିଭି ଚ୍ୟାନେଲ, ଖବର କାଗଜ ଓ ସୋସିଆଲ ମିଡିଆରେ ପ୍ରତି ୧୦୦ବର୍ଷରେ ଥରେ ବିଶ୍ୱ କିଛି ନା କିଛି ମହାମାରୀକୁ ସାମ୍ନା କରୁଥିବା ପ୍ରକାଶ କରିଆସିଛନ୍ତି । ହେଲେ ଏହି ଦାବିରେ କେତେ ରହିଛି ସତ୍ୟତା ? ସତ ଜାଣିବାକୁ ଛାନଭିନ୍…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୦୭, ୩୪୦ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୬୫, ୦୬୯ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୨୫,୧୨୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୦ ତାରିଖ ସକାଳ ୬ଟା ସୁଦ୍ଧା ମୋଟ…

ଗୋଆ ଓ ମଣିପୁର ହେଲା କରୋନା ମୁକ୍ତ ରାଜ୍ୟ

ନୂଆଦିଲ୍ଲୀ: ଗୋଆ ଓ ମଣିପୁରରୁ ଆସିଲା ଖୁସି ଖବର । ଏହି ୨ ରାଜ୍ୟକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି । ଗୋଆରେ ୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଥିବା ଜଣାପଡିଛି। ରବିବାର ଶେଷ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ…

କରୋନା କଷ୍ଟ; ଜେଲରୁ ମୁକୁଳିବାକୁ ନେହୁରା ହେଲେ ସାଉଦି ଆରବ ରାଜକୁମାରୀ !

ସାଉଦି: କରୋନା ମହାମାରୀରୁ ବଂଚିବା ଲାଗି ଆକୁଳ ନିବେଦନ କଲେ ସାଉଦି ଆରବ ରାଜକୁମାରୀ । ଜେଲରୁ ବାହାରିବା ପାଇଁ ନିଜ ପରିବାର ଆଗରେ ନେହୁରା ହେଲେ ବସ୍ମା ବିନ୍ତେ ସାଉଦ୍ ଅଲ୍ ସାଉଦ୍‌ । କୌଣସି ଫିଲ୍ମର କଥାବସ୍ତୁ ନୁହେଁ ବରଂ ସତ ଘଟଣା । ଏପ୍ରିଲ ୧୫ ଓ ୧୬ରେ ରାଜକୁମାରୀ ବସ୍ମା ଅଧିକାର…