Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଷ୍ଟ୍ରପତି ଭବନରେ କରୋନା: କ୍ୱାରେଣ୍ଟାଇନରେ ୧୨୫ ପରିବାର

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ । ଏଥିରୁ ବାଦ୍ ପଡିନାହିଁ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ପରିଚିତ ରାଷ୍ଟ୍ରପତି ଭବନ ପରିସର । ରାଷ୍ଟ୍ରପତି ଭବନ ପରିସରରେ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମହିଳା ଜଣଙ୍କ ରାଷ୍ଟ୍ରପତି ଭବନରେ କାମ କରୁଥିବା ଜଣେ…

କରୋନା ମହାମାରୀ: ଗତ ୨୪ ଘଣ୍ଟାରେ ଆମେରିକାରେ ୧୪୦୦ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୪୨୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା, ୫୯୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୧୮,୬୦୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧୪,୭୫୯ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୫୯୦ ଜଣ…

ଭାରତୀୟ ଚିକିତ୍ସା ସଂଘର ଚେତାବନୀ; ଅପ୍ରେଲ୍ ୨୩ରେ ପାଳିବ କଳା ଦିବସ !

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଉପରେ ହିଂସାକୁ ବିରୋଧ କରି ଚେତାବନୀ ଦେଲା ଦ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) । ହିଂସାକାରୀଙ୍କ ବିରୋଧରେ ତୁରନ୍ତ କେନ୍ଦ୍ରୀୟ ଆଇନ୍ ଲାଗୁ ନହେଲେ ଅପ୍ରେଲ ୨୩ରେ ପାଳିତ ହେବ କଳା ଦିବସ । Our legitimate needs for safe…

କରୋନା ଅପଡେଟ୍ ‌; କୋଭିଡ୍‌-୧୯ରେ ସଂକ୍ରମିତ ୫୩ ସାମ୍ବାଦିକ !

ମୁମ୍ବାଇ: ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ଭନ୍ଧୀୟ ଟିକ୍‌ନିକ୍ ଖବର ପହଂଚାଉଥିଲେ । ହେଲେ ଏବେ ଖୋଦ ସେମାନେ କରୋନାଭାଇରସରେ ସଂକ୍ରମିତ । ଜଣେ କି ଦୁଇଜଣ ନୁହେଁ ବରଂ କୋଭିଡ୍‌-୧୯ ରେ ସଂକ୍ରମିତ ମୁମ୍ବାଇର ୫୩ ଜଣ ସାମ୍ବାଦିକ । ଏପରି ଘଟଣା ସାରା ଦେଶ ସମେତ ଗଣମାଧ୍ୟମ ଜଗତରେ ସୃଷ୍ଟି କରିଛି…

ବେଙ୍ଗ ଖାଉଛନ୍ତି ବିହାରବାସୀ; ଭିଡିଓ ଭାଇରାଲ୍ !

ବିହାର: ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଣ୍ଟିଛି ବିହାର । ଭାଇରାଲ ହୋଇଛି ବେଙ୍ଗ ପୋଡି ଖାଇବାର ଭିଡିଓ । ତେବେ ବୟସ୍କ ପୁରୁଷ କି ମହିଳା ନୁହେଁ ବରଂ ଛୋଟଛୋଟ ପିଲା ବେଙ୍ଗ ପୋଡି ଖାଉଥିବାର ଏହି ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି । Distressing video from Jehanabad,Bihar.…

କରୋନା ଲକ୍‌-ଡାଉନ୍‌; ବାହାରେ ଚାଲିଛି ଟେନିସ୍ ଖେଳ, ଭିଡିଓ ଭାଇରାଲ୍ !

ଇଟାଲି: କରୋନାଭାଇରସ୍ ପାଇଁ ଲକ୍‌-ଡାଉନ୍‌, ହେଲେ ବାହାରେ ଲଗାତାର ଚାଲିଛି ଟେନିସ୍ ଖେଳ । ଅନ୍‌ଲାଇନରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଭିୟର୍ସିପ୍ ୮ ମିଲିଅନରୁ ଅଧିକ ରହିଛି । Just incredible to see ? ? Liguria, Italy ?? | #tennisathome…

ଓପୋର ନୂଆ ସ୍ମାର୍ଟଫୋନ ଓପୋ ଏ୯୨ଏସ ୫ଜି ଲଞ୍ଚ ହେଲା; ଆସନ୍ତୁ ଜାଣିବା ମୂଲ୍ୟ, ବୈଶିଷ୍ଟ୍ୟ ବିଷୟରେ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ଓପୋ ଚାଇନାରେ ଏକ ନୂଆ ହ୍ୟାଣ୍ଡସେଟ୍ ଲଞ୍ଚ କରିଛି।  ଏହାର ନାମ ଓପୋ ଏ୯୨ଏସ |  ଏହି ଫୋନରେ ଏକ କ୍ୱାଡ୍ ରିୟର କ୍ୟାମେରା ଏବଂ ଡୁଆଲ୍-ପଞ୍ଚ ହୋଲ୍ ଡିସପ୍ଲେ ଅଛି |  ଆହୁରି ମଧ୍ୟ, ଏହି ଫୋନ୍ ୫ଜି ନେଟୱାର୍କକୁ ସମର୍ଥନ କରେ |  ଓପୋ ଏସିଇ୨ ର…

ୱାନପ୍ଲସ ୮, ୮ପ୍ରୋ ୫ଜି ଫୋନ ସହ ଏବଂ ବୁଲେଟ୍ସ ଜେଡ଼ ଇୟରବଡ୍ ଭାରତରେ ଲଞ୍ଚ

ନୂଆଦିଲ୍ଲୀ: ଗତ ସପ୍ତାହରେ ସର୍ବଭାରତୀୟ ସ୍ତରରେ ଲଞ୍ଚ ହୋଇଥିବା ସ୍ମାର୍ଟଫୋନ୍ ୱାନପ୍ଲସ ୮ ୫ଜି, ୱାନପ୍ଲସ ୮ପ୍ରୋ ୫ଜି ଏବଂ ୱାନପ୍ଲସ ବୁଲେଟ୍ସ ଜେଡ ବେତାର ଇୟରବଡ୍ ମୂଲ୍ୟ ଆନୁଷ୍ଠାନିକ ଭାବେ ଜାରୀ କରିଛି।  ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କମ୍ପାନୀ ଏହାର ସ୍ମାର୍ଟଫୋନର ମୂଲ୍ୟ…

ପାଲଘର ସାଧୁ ହତ୍ୟା ମାମଲା: ୧୧୦ ଗିରଫ, ୨୫୦ ଫେରାର

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ନୃଶଂସ ଭାବେ କରାଯାଇଥିବା ସାଧୁ ହତ୍ୟା ମାମଲା ଏବେ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ଘଟଣା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସୋମବାର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହାକୁ ସାମ୍ପ୍ରଦାୟିକ ଦୃଷ୍ଟିକୋଣରେ ଦେଖ ନାହିଁ । ଭୁଲ ବୁଝାମଣା ଯୋଗୁ…